Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳବୈଶାଖୀ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭାବନା, ୨୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ…

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳବୈଶାଖୀ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି । ଆଜି ଏନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ରାଜ୍ୟର ଦକ୍ଷିଣ, ପଶ୍ଚିମ, ଉତ୍ତର, କେନ୍ଦ୍ରୀୟ ଓ ଆଭ୍ୟନ୍ତରୀଣର ପ୍ରାୟ ୨୧ଟି…

ଆଜି ଆରମ୍ଭ ହେବ ରଥକାଠ ଚିରଟ କାର୍ଯ୍ୟ, ଶ୍ରୀମନ୍ଦିରରୁ ଲାଗି ମାଳ ମହାପ୍ରସାଦ ନେଇ ଏକ ଟିମ ପହଁଞ୍ଚିଛନ୍ତି କଟକରେ

ପୁରୀ: ଆଜି ରଥକାଠ ଚିରଟ କାର୍ଯ୍ୟ ଆରମ୍ଭ ହେବ । ଆଜିର ପବିତ୍ର ରାମନବମୀ ତିଥିରେ ମାଳମହାପ୍ରସାଦ ଲାଗି ପରେ ରଥକାଠ ଚିରଟ କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ଶ୍ରୀମନ୍ଦିରରୁ ଲାଗି ମାଳ ମହାପ୍ରସାଦ ନେଇ ଏକ ତିନିଜଣିଆ ଟିମ କଟକରେ ପହଁଞ୍ଚିଛନ୍ତି । କଟକ ଖପୁରିଆ ସ୍ଥିତ ସ ମିଲରେ ରାମନବମୀ…

କରୋନାରେ ଚାଲିଗଲେ ଛାତ୍ରଛାତ୍ରୀଙ୍କର ପ୍ରିୟ ଓଡ଼ିଆ ଅଧ୍ୟାପକ ଜୟସେନ ବିଶ୍ୱାଳ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ବିଡିପୁରସ୍ଥିତ ଟିଏସଡି କଲେଜର ଓଡିଆ ଅଧ୍ୟାପକ ଜୟସେନ ବିଶ୍ୱାଳଙ୍କ ପରଲୋକ । କରୋନାରେ ଆକ୍ରାନ୍ତ ଥିଲେ ଜୟସେନ ।  ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ବିଡିପୁରଠାରେ ଏକ କୋଚିଂ ସେଣ୍ଟର ଖୋଲି…

ପବିତ୍ର ରାମନବମୀ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା, ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ସଚେତନ କଲେ ବାଲୁକାଶିଳ୍ପୀ…

ପୁରୀ: ପୁରୀ ବେଳାଭୂମିରେ ବାଲୁକାକଳା । ଆଜି ପବିତ୍ର ରାମନବମୀ ଅବସରରେ ପୁରୀ ବେଳାଭୂମିରେ ବାଳୁକାକଳା । ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳାରେ ପ୍ରଭୁ ରାମଙ୍କର ଏକ ସୁନ୍ଦର ପ୍ରତ୍ତିମୂର୍ତ୍ତି ନିର୍ମାଣ କରିବା ସହ ସଚେତନତାର ବର୍ତ୍ତା ଦେଇଛନ୍ତି । ରାଜ୍ୟରେ କରୋନା ମହାମାରୀର…

ଶ୍ରୀମନ୍ଦିରର ଆଉ ଜଣେ ସେବାୟତ କରୋନା ପଜିଟିଭ

ପୁରୀ: ପୁରୀ ଶ୍ରୀମନ୍ଦିରର ଆଉ ଜଣେ ସେବାୟତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ଉତ୍ତରପ୍ରଦେଶର କୁମ୍ଭମେଳାରୁ ଫେରିଥିବା ୩୨ ଜଣଙ୍କ ମଧ୍ୟରେ ଥିଲେ ବୋଲି ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର ସୂଚନା ଦେଇଛନ୍ତି। କୁମାର କହିଛନ୍ତି, ସେବାୟତ ବର୍ତ୍ତମାନ…

ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ପୁଣି ମାଓ ହିଂସା; ଜଣେ ଯବାନ ଆହତ

ମାଲକାନଗିରି: ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ପୁଣି ମାଓ ହିଂସା । ନକ୍ସଲ ପନ୍ଥିଙ୍କ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣରେ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଗୋଟିଏ ଗାଈ ପ୍ରାଣ ହରାଇଥିବା ଜଣା ପଡ଼ିଛି । ସୋନପୁର କୁନ୍ଦଲା ରାସ୍ତାରେ ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯବାନ ମୀର ମତବର ଅଲ୍ଳିଙ୍କ ଦେହାନ୍ତ, ଜନ୍ମମାଟିରେ ହେଲା ଶେଷକୃତ୍ୟ 

ଯାଜପୁର: ଯାଜପୁର ଜିଲା ବିଂଝାରପୁର ଥାନା ଅଳକୁଣ୍ଡ ଅଂଚଳର ଯବାନ ମୀର ମତବର ଅଲ୍ଳିଙ୍କ ପରଲୋକ । ମୀର ଆସାମ  ରାଇପଂଲ୍ସରେ କାର୍ଯ୍ୟରତ ଥିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଛି । ଗତକାଲି ସନ୍ଧ୍ୟାରେ ଯବାନ ମୀର ଅଲ୍ଳିଙ୍କ ମରଶରୀର ନିଜ ଜନ୍ମମାଟିରେ ପହଁଞ୍ଚିଥିଲା…

ମହଙ୍ଗା ପଡ଼ୁଛି କୋଭିଡ୍ ନିୟମ ଉଲ୍ଲଂଘନ, ୨୪ ଘଣ୍ଟାରେ ୨୪ ଲକ୍ଷରୁ ଅଧିକ ଟଙ୍କା ଜରିମାନା ଆଦାୟ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ି ଚାଲିଥିବା ବେଳେ ସୁଧୁରୁନାହାଁନ୍ତି ଅମାନିଆ । ରାଜ୍ୟବ୍ୟାପୀ ନାଇଟ୍ କର୍ଫ୍ୟୁ ଓ ସପ୍ତାହନ୍ତ ସଟଡାଉନ୍ ସତ୍ତ୍ୱେ କେତେକ ନିଜ ଜୀବନକୁ ବିପଦରେ ପକାଇବା ସହ ଅନ୍ୟମାନଙ୍କ ଜୀବନକୁ ବିପଦ ମୁହଁକୁ ଠେଲୁଛନ୍ତି । ସେମାନଙ୍କୁ ସାବାଡ୍ କରୁଛି…

ମେ’ ପ୍ରଥମ ସପ୍ତାହ ସୁଦ୍ଧା ପିକରେ ରହିପାରେ କରୋନା ସଂକ୍ରମଣ, ଚେତେଇଲେ ଡିଏମଇଟି

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ସଂକ୍ରମଣ ପାଞ୍ଚ ହଜାର ମୁହାଁ ହୋଇଛି । ଚଳିତ ମାସ ଶେଷ କିମ୍ବା ମେ’ ମାସ ପ୍ରଥମ ସପ୍ତାହରେ କରୋନା ସଂକ୍ରମଣ ପିକ୍ ଛୁଇଁପାରେ । ଆଜି ଏଭଳି ଚେତେଇ ଦେଇଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ସଂସ୍ଥାର…

ବଲାଙ୍ଗିରରେ କୋଭିଡ୍ ଓ ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କଲେ ପୋଲିସ୍ ଡିଜି, କୋଭିଡ୍ କଟକଣା ପାଳନ କରିବାକୁ…

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର କୋଭିଡ୍ ଓ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରି କରିଛନ୍ତି ଡିଜିପି ଅଭୟ । ସ୍ଥାନୀୟ ରିଜର୍ଭ ଅଫିସରେ ଜିଲ୍ଲାରେ ବୃଦ୍ଧି ପାଉଥିବା କରୋନା ସ୍ଥିତି ଓ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି ଅଭୟ ।  ସମୀକ୍ଷା ପରେ କୋଭିଡ୍ କଟକଣା…