Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାଟ୍ରିକ ବୋର୍ଡ ପରୀକ୍ଷା ବାତିଲ୍, ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ଦେବାକୁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । ଚଳିତବର୍ଷ ରାଜ୍ୟରେ ବାତିଲ ହେଲା ମାଟ୍ରିକ ବୋର୍ଡ ପରୀକ୍ଷା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପରୀକ୍ଷା ବାତିଲ ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି…

ବଲାଙ୍ଗିର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ଗସ୍ତରେ ପୋଲିସ ଡିଜି

ଭୁବନେଶ୍ୱର: ତିନିଟି ଜିଲ୍ଲା ଗସ୍ତରେ ଯାଇଛନ୍ତି ପୋଲିସ ଡିଜି ଅଭୟ । ପ୍ରଥମେ ସେ ବଲାଙ୍ଗିର ଜିଲ୍ଲାରେ ପହଞ୍ଚିଥିଲେ । ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ଜିଲ୍ଲାରେ କୋଭିଡ୍ ସ୍ଥିତି ନେଇ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ପୋଲିସ ଡିଜି । ଏସ୍‌ପିଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ…

କଟକ: ଆଉ ଜଣେ କୁମ୍ଭମେଳା ଫେରନ୍ତା କରୋନା ପଜିଟିଭ

କଟକ: ହରିଦ୍ୱାରରୁ କଟକ ସହରରେ ପହଞ୍ଚିଥିବା ଜଣେ ସାଧୁ କୋଭିଡ୍‌ ପଜିଟିଭ୍ ଚିହ୍ନଟ ହେବା ପରେ ବୁଧବାର ସଂକ୍ରମିତ କୁମ୍ଭ ମେଳା ଫେରନ୍ତାଙ୍କ ସଂଖ୍ୟା ୧୪ କୁ ବୃଦ୍ଧି ପାଇଛି। ଏ ନେଇ କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) ଦ୍ୱାରା ସୂଚନା ଦିଆଯାଇଛି। ମଙ୍ଗଳବାର ଦିନ ହରିଦ୍ୱାରର ୧୩…

ହାଇଦର ଫେରାର ଘଟଣାରେ ସମ୍ୱଲପୁର ରିଜର୍ଭ ଇନିସପେକ୍ଟରଙ୍କୁ ବଦଳି

ସମ୍ୱଲପୁର: କଟକ ଏସସିବି ସର୍ଜରୀ ଓ୍ୱାର୍ଡରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍ ଘଟଣାରେ କାର୍ୟ୍ୟାନୁଷ୍ଠାନ ଜାରି ରହିଛି । ଗତକାଲି ଦୁଇ ପୋଲିସ କର୍ମଚାରୀ ଗିରଫ ହୋଇଥିବା ବେଳେ ସମ୍ୱଲପୁର ରିଜର୍ଭ ଇନିସପେକ୍ଟରଙ୍କୁ ବଦଳି କରାଯାଇଛି । ତାଙ୍କ ନାଁ ମଧୁସୂଦନ ମହାପାତ୍ର । ତାଙ୍କୁ ବୌଦ୍ଧ ଜିଲ୍ଲାକୁ…

କୋଭିଡ୍ ରେଡ୍ ଜୋନରେ ରାଜ୍ୟର ୧୧ ଜିଲ୍ଲା, ପଶ୍ଚିମ ସହ ଉପକୂଳରେ ମାଡ଼ୁଛି ମହାମାରୀ

ଭୁବନେଶ୍ୱର: ମହାମାରୀ କୋଭିଡ୍ ସଂକ୍ରମଣ ସ୍ଥିତି ଦିନକୁ ଦିନ ରାଜ୍ୟରେ ବେକାବୁ ହେବାରେ ଲାଗିଛି । ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ରାତ୍ରୀକାଳୀନ କର୍ଫ୍ୟୁ ସହ ସହରାଞ୍ଚଳରେ ସଟଡାଉନ୍ ଲାଗୁ କରିଛନ୍ତି । ତଥାପି ଛତିଶଗଡ଼ ଓ ଝାଡ଼ଖଣ୍ଡ ଜିଲ୍ଲା ସହ ଉପକୂଳ ଜିଲ୍ଲାରେ କରୋନା ସଂକ୍ରମଣ…

ଦୁର୍ଘଟଣା ପରେ ୩୦ ଫୁଟ ତଳକୁ ଖସିଲା ଟ୍ରକ, ହେଲପର୍ ମୃତ

କରଞ୍ଜିଆ: ଭାରସାମ୍ୟ ହରାଇ ଓଲଟିଲା ପ୍ଲାଷ୍ଟିକ ବୋଝେଇ ଟ୍ରକ । ୩୦ ଫୁଟ ତଳକୁ ଖସି ପଡ଼ିଲା । ଦୁର୍ଘଟଣାରେ ହେଲପରର ମୃତ୍ୟୁ ହୋଇଛି । ମୟୂରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ଯଶୀପୁର ନିକଟ ଗହିରାବାଙ୍କଠାରେ ଏହି ଦୁର୍ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି ।…

ଆଉ ୫ ମୁଣ୍ଡ ନେଲା କରୋନା, ନୂଆପଡ଼ାରୁ ୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ହୁ ହୁ ହୋଇ ମାଡ଼ି ଚାଲିଛି କରୋନା । ବିଗତ ୨୪ ଘଣ୍ଟାରେ ରାଜ୍ୟରୁ ୪ ହଜାର ୮୫୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କ ଜୀବନ ନେଇଛି ମହାମାରୀ । କଟକରୁ ଜଣେ, ମୟୂରଭଞ୍ଜରୁ ଜଣେ, ନୂଆପଡ଼ାରୁ ୨ ଜଣ, ସୁନ୍ଦରଗଡ଼ ଜିଲ୍ଲାର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ…

ରାଜ୍ୟରୁ ୪ ହଜାର ୮୫୧ ନୂଆ ସଂକ୍ରମିତ ଚିହ୍ନଟ, ୫ ଜିଲ୍ଲାରେ ୩ ଶହ ଉପରେ ଦୈନିକ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ ବଢ଼ୁଛି କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪ ହଜାର ୮୫୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୮୧୪ଟି ମାମଲା ଚିହ୍ନଟ ହୋଇଥିବା ବେଳେ ୨୦୩୭ଟି ମାମଲା ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି । ଦୈନିକ ସଂକ୍ରମଣ…

କର୍ମଚାରୀ କରୋନା ପଜିଟିଭ୍ ପରେ ୫ ଦିନ ସମ୍ୱଲପୁର ବିଶ୍ୱବିଦ୍ୟାଳୟ ବନ୍ଦ

ସମ୍ବଲପୁର: ଶିକ୍ଷାନୁଷ୍ଠାନରେ କରୋନା କାୟା । ସମ୍ୱଲପୁର ବିଶ୍ୱବିଦ୍ୟାଳୟରେ ଏକାଧିକ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ଏହାପରେ ୫ ଦିନ ପାଇଁ ବନ୍ଦ ରହିଲା ସମ୍ବଲପୁର ବିଶ୍ୱବିଦ୍ୟାଳୟ । ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏକାଧିକ କର୍ମଚାରୀ କରୋନା ପଜିଟିଭ…

ଶୌଚ ପାଇଁ ଯାଇଥିବା ବେଳେ ୩ ଜଣଙ୍କୁ ଦଳିଦେଲା ଦନ୍ତା

ବରଗଡ଼: ଗାଇସିଲଟ ବ୍ଲକ ରାଇସେଲପଦର ପଞ୍ଚାୟତ ଉମରଟ ଗାଁରେ ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଶୌଚ ପାଇଁ ନିକଟ ଜମିକୁ ଯାଇଥିବା ବେଳେ ୩ ଜଣଙ୍କୁ ହାତୀ ଦଳି ଦେଇଛି । ୩ ଜଣଙ୍କ ମୃତ୍ୟୁକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି । ଗ୍ରାମବାସୀଙ୍କୁ ବନ ବିଭାଗ ବୁଝାସୁଝା କରୁଛି ।…