Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏପ୍ରିଲ ୨୫ରୁ ଭୁବନେଶ୍ୱର ଏମ୍ସ ଓପିଡି ବନ୍ଦ 

ଭୁବନେଶ୍ୱର: ଏପ୍ରିଲ ୨୫ରୁ ବନ୍ଦ ରହିବ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ଓପିଡି । କିଛି ସ୍ୱାସ୍ଥ୍ୟକର୍ମୀ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବାରୁ ହସ୍ପିଟାଲ ଓପିଡିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ହସ୍ପିଟାଲର ଓପିଡି ସାମୟିକ ଭାବେ ବନ୍ଦ ରହିବା ନେଇ ହସ୍ପିଟାଲ ପକ୍ଷରୁ କୁହାଯାଇଛି…

ଉପରମୁହାଁ ପାରଦ, ୪୦ ଡିଗ୍ରୀ ଉପରେ ରାଜ୍ୟର ୬ ସହର

ଭୁବନେଶ୍ବର : ରାଜ୍ୟରେ ଉପରମୁହାଁ ପାରଦ । ତାତିରେ ଆଉଟୁ ପାଉଟୁ ହେଲାଣି ସାରା ରାଜ୍ୟ । ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ଆଜି ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୬ ସହର । ତେବେ ୪୨ ଡିଗ୍ରୀ ତାପମାତ୍ରା ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ…

ଚର୍ଚ୍ଚାରେ ଗଞ୍ଜାମର ସତ୍ୟନାରାୟଣ, ମାତ୍ର ଗୋଟିଏ ଘଣ୍ଟାରେ ପ୍ରସ୍ତୁତ କଲେ ସବୁଠୁ ଛୋଟ ରାମ ପ୍ରତିମା 

ଗଞ୍ଜାମ: ଚର୍ଚ୍ଚାରେ ଗଞ୍ଜାମର ସତ୍ୟନାରାୟଣ ମହାରଣା । ପବିତ୍ର ରାମ ନବମୀ ଉପଲକ୍ଷେ ଓଡ଼ିଶାର ଜଣେ କଳାକାର ବିଶ୍ବର ସବୁଠୁ ଛୋଟ ରାମ ପ୍ରତିମା ପ୍ରସ୍ତୁତ କରିଛନ୍ତି । ଏହି ପ୍ରତିମାଟିର ଉଚ୍ଚତା ମାତ୍ର 4.1 ସେଣ୍ଟିମିଟର । ଏହି ପ୍ରତିମା ମାତ୍ର ଗୋଟିଏ ଘଣ୍ଟାରେ ସେ ପ୍ରସ୍ତୁତ କରିଛନ୍ତି ।…

ରାଜ୍ୟରୁ ସୁସ୍ଥ ହେଲେ ୨୦୦୯ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ୨୦୦୯ ଜଣ ସଂକ୍ରମିତ । ନୂଆପଡ଼ାରୁ ସର୍ବାଧିକ ୨୭୪ ଜଣ ସୁସ୍ଥ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୨୬୬ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।…

ଭୁବନେଶ୍ବରରୁ ଚିହ୍ନଟ ହେଲେ ୪୭୬ କରୋନା ପଜିଟିଭ୍

ଭୁବନେଶ୍ବର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ, ଆଜି ରାଜଧାନୀ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୪୭୬ ଜଣ ପଜିଟିଭ୍ । କ୍ବାରେଣ୍ଟାଇନରୁ ୮୮ ଜଣ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମଣ ୩୮୮ ଜଣ ଅଛନ୍ତି । ସେହିପରି ୧୪୦ ଜଣ ସୁସ୍ଥ ହୋଇଥିବା ନେଇ ଟ୍ବିଟ୍ କରି…

ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ସଦସ୍ୟ ଭାବେ ମନୋନୀତ ହେଲେ ସାଂସଦ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ଓଡ଼ିଶାର ପୂର୍ବତନ ଆଇଏଏସ୍ ଅଧିକାରୀ ତଥା ବିଜେପି ରାଜ୍ୟସଭା ସଦସ୍ୟ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆର ସଦସ୍ୟ ଭାବରେ ମନୋନୀତ କରାଯାଇଛି। ବୈଷ୍ଣବଙ୍କ ବ୍ୟତୀତ ରାଜ୍ୟସଭା ଅଧ୍ୟକ୍ଷ ଡ. କେଶଭ ରାଓଙ୍କୁ ପରିଷଦର ସଦସ୍ୟ ଭାବରେ ମନୋନୀତ କରଯୋଇଛି ବୋଲି…

ଝୁଲିଲା ବ୍ୟାନର୍‌, ଲାଲ ବାହିନୀ ଟାର୍ଗେଟ୍‌ରେ କେନ୍ଦୁପତ୍ର ବ୍ୟବସାୟୀ !

ମାଲକାନଗିରି: ସାବଧାନ କେନ୍ଦୁପତ୍ର ବ୍ୟବସାୟୀ ! ଏବେ ତୁମ ପାଳି । ମାଓବାଦୀଙ୍କ ତରଫରୁ କେନ୍ଦୁପତ୍ର ବ୍ୟବସାୟୀଙ୍କୁ କିଛି ଏପରି ଧମକ ମିଳିଛି । ମାଲକାନଗିରି କୋରୁକଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡି ପଂଚାୟର ମୁଖ୍ୟ ରାସ୍ତାରେ ଧମକପୂର୍ନ ଲାଲରଙ୍ଗର ବ୍ୟାନର ଲଗାଇଛି ମାଓ ସଙ୍ଗଠନ ।…

ଛାତିରେ ଯନ୍ତ୍ରଣା ହେବାରୁ ସାଂସଦ ବିଶେଶ୍ବର ଟୁଡୁ ଡାକ୍ତରଖାନାରେ ଭର୍ତ୍ତି

ବାରିପଦା: ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁ ଡାକ୍ତରଖାନାରେ ଭର୍ତ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ପ୍ରଥମେ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା…

ଗଞ୍ଜାମ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନରେ ଲାଗିଲା କଟକଣା

ଗଞ୍ଜାମ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନରେ ଲାଗିଲା କଟକଣା । ଆସନ୍ତାକାଲିଠାରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନ ମନ୍ଦିର, ମସଜିଦ୍, ଚର୍ଚ୍ଚରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗିଛି । ନୂଆ କଟକଣା…

ୱେଲଡିଂ ଦୋକାନରୁ ଉଦ୍ଧାର ହେଲା ଝୁଲନ୍ତା ମୃତଦେହ !

ଅନୁଗୁଳ: ଝୁଲୁଥିଲା ମୃତଦେହ । ଆଉ ତା ପୁଣି ୱେଲଡିଂ ଦୋକାନରେ । ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟା ଗାଁରେ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ମୃତଦେହକୁ ପୋଲିସ ଉଦ୍ଧାର କରିଥିଲାବେଳେ ମୃତକଙ୍କ ପରିଚୟ ଖଲାରୀ ବାସିନ୍ଦା ୩୯ ବର୍ଷୀୟ ହରି ଓରଫ ଅରକ୍ଷିତ ଗଡନାୟକ ବୋଲି ଜଣାପଡିଛି ।…