Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ରାମ ନବମୀ: କୋଭିଡ୍ ଯୋଗୁ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ ଫିକା

ଭୁବନେଶ୍ୱର: ଆଜି ହେଉଛି ରାମ ନବମୀ । ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ । କୋଭିଡ୍ ସଂକ୍ରମଣ ଯୋଗୁ ଏବର୍ଷ ନିରାଡମ୍ବର ଭାବରେ ପାଳନ କରାଯାଉଛି ଶ୍ରୀରାମଙ୍କ ଜନ୍ମୋତ୍ସବ । ବିମାନ ଭକ୍ତରେ ରାମ ନବମୀ ପାଳନ ହେଉଛି । ମନ୍ଦିରରେ କେବଳ ନୀତିକାନ୍ତି କରାଯାଉଛି । ଭିଡ଼ ଯେଭଳି…

ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ : କରୋନା କାଳରେ ଶେଷ ବିକଳ୍ପ ହେଉ ଲକଡାଉନ୍

ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ, ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ବୋଧନ ମାଧ୍ୟମରେ ଲୋକଙ୍କ ଜୀବନ ଜୀବିକାକୁ ଗୁରୁତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଲକଡାଉନ କରୋନା ମୁକାବିଲାର ଶେଷ ଅସ୍ତ୍ର…

ଖୋର୍ଦ୍ଧା ଉପଖଣ୍ଡରେ ଥିବା ଧାର୍ମିକ ଅନୁଷ୍ଠାନ ଭିତରକୁ ପ୍ରବେଶ ମନା

ଖୋର୍ଦ୍ଧା : କରୋନା ପାଇଁ ଧାର୍ମମିକ ଅନୁଷ୍ଠାନ ଉପରେ ଲାଗିଲା କଟକଣା । କଟକ, ଭୁବନେଶ୍ବର ପରେ ଖୋର୍ଦ୍ଧା ଉପଖଣ୍ଡରେ ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନ ଉପରେ ଲାଗିଛି କଟକଣା । ସଂକ୍ରଣ ବୃଦ୍ଧି ପାଉଥିବାରୁ ଏଣିକି ଖୋର୍ଦ୍ଧା ଉପଖଣ୍ଡରେ ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନ ଭିତରକୁ…

ଆତ୍ମାହୁତି ଉଦ୍ୟମ ପରେ ଆଖି ବୁଝିଲେ କର୍ମଚାରୀ

ସମ୍ବଲପୁର : ଆତ୍ମାହୁତି ଉଦ୍ୟମ କରିଥିବା ସମ୍ବଲପୁର ବିଶ୍ବବିଦ୍ୟାଳୟର ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ କଟକ ନେବା ସମୟରେ ଅଧରାସ୍ତାରେ ଠିକା କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ମୃତ୍ୟୁ ହୋଇଛି । ନିଜ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମାହୁତି ଉଦ୍ୟମ କରିଥିଲେ ଦୀନବନ୍ଧୁ…

ଯଶୋବନ୍ତପୁର ଓ ହାଓ୍ବଡା ମଧ୍ୟରେ ଗଡିବ ସ୍ପେଶାଲ୍ ଟ୍ରେନ, ଓଡ଼ିଶାର ଏହି ସ୍ଥାନରେ ରହଣି…

ନୂଆଦିଲ୍ଲୀ: ଯଶୋବନ୍ତପୁର ଓ ହାଓ୍ବଡା ମଧ୍ୟରେ ଏପ୍ରିଲ ୨୨ରୁ ଜୁନ୍ ୨୯ ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବା ନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତି ନିଆଯାଇଛି। ୦୬୫୯୭ ଯଶୋବନ୍ତପୁର-ହାଓ୍ବଡ଼ା ବିଶେଷ ଟ୍ରେନ ଯଶୋବନ୍ତପୁର ଠାରୁ ଏପ୍ରିଲ୍ ୨୨ରୁ ୨୪ ଜୁନ୍ ୨୦୨୧ ମଧ୍ୟରେ ପ୍ରତ୍ୟେକ…

ପ୍ରବାସୀଙ୍କ ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ସାରା ଦେଶରେ ଭୟଙ୍କର ରୂପ ନେଉଛି ମହାମାରୀ କରୋନା । ସଂକ୍ରମଣ ବଢୁଥିବାରୁ ଦେଶର ବିଭିନ୍ନ ରାଜ୍ୟରେ ଲାଗିଲାଣି କଟକଣା । ତେବେ ରାଜ୍ୟରେ ମଧ୍ୟ ସମାନ ଅବସ୍ଥା । ପ୍ରତିଦିନ ପଜିଟିଭ୍ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି…

ସୋଆ ପକ୍ଷରୁ ବୃତିଗତ ଏବଂ ଗବେଷଣା ଭିତ୍ତିକ ଲେଖାକୁ ନେଇ ପ୍ରଥମ ଆନ୍ତର୍ଜାତୀୟ ଫ୍ୟାକଲ୍ଟି ଡେଭ୍‌ଲପ୍‌ମେଂଟ ପ୍ରୋଗ୍ରାମ୍…

ଭୁବନେଶ୍ୱର: ବର୍ତମାନ ପରିସ୍ଥିତିରେ ବୃତିଗତ ଏବଂ ଗବେଷଣାତ୍ମକ ଲେଖାକୁ ନେଇ ପ୍ରଥମ ଥର ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ୫ ଦିନିଆ ଆନ୍ତର୍ଜାତୀୟ ଫ୍ୟାକଲ୍ଟି ଡେଭ୍‌ଲପ୍‌ମେଂଟ ପ୍ରୋଗ୍ରାମ ସୋମବାର ଶେଷ ହୋଇଯାଇଛି। ଭର୍ଚୁଆଲି ଆୟୋଜିତ ଏହି ଫ୍ୟାକଲ୍ଟି ଡେଭ୍‌ଲପ୍‌ମେଂଟ…

୪୦ ଡିଗ୍ରୀ ଉପରେ ରାଜ୍ୟର ୧୨ ସହର

ଭୁବନେଶ୍ବର : ପ୍ରବଳ ତାତିରେ ଆଉଟୁପାଉଟୁ ହେଲାଣି ସାରା ରାଜ୍ୟ । ଗ୍ରୀଷ୍ମ ପ୍ରବାହ ସହ ଆଜି ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୧୨ ସହର । ତେବେ ୪୨.୧ ଡିଗ୍ରୀ ତାପମାତ୍ରା ସହ ସୋନପୁର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।…

ଭୁବନେଶ୍ବରରୁ ୫୮୧ କରୋନା ପଜିଟିଭ୍ ଚିହ୍ନଟ, ୨୦୪ ସୁସ୍ଥ

ଭୁବନେଶ୍ବର : ସାରା ରାଜ୍ୟରେ ଏବେ ଉପରମୁହାଁ କରୋନା ସଂକମ୍ରଣ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ପ୍ରଶାସନ ବି ଦେଖାଇଲାଣି ତତ୍ପରତା । ଏହି କ୍ରମରେ ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୫୮୧ କରୋନା ଆକ୍ରାନ୍ତ । କ୍ବାରେଣ୍ଟାଇନରୁ ୧୧୧ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୪୭୦ ।…

ରାଜ୍ୟରୁ ସୁସ୍ଥ ହେଲେ ୧୭୪୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ଚିନ୍ତା ବଢୁଥିବା ଆଜି ସୁସ୍ଥ ହୋଇଛନ୍ତି ୧୭୪୦ ଆକ୍ରାନ୍ତ । ନୂଆପଡ଼ାରୁ ସର୍ବାଧିକ ୩୩୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୩୧୭ ଓ ଖୋର୍ଦ୍ଧାରୁ ୧୫୨ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ…