Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୁବନେଶ୍ବର ପରେ କଟକରେ ବନ୍ଦ ହେଲା ସମସ୍ତ ଧର୍ମାନୁଷ୍ଠାନ

କଟକ : ଭୁବନେଶ୍ବର ପରେ କଟକରେ ବନ୍ଦ ହେଲା ସମସ୍ତ ଧାର୍ମିକ ଅନୁଷ୍ଠାନ । ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଧର୍ମାନୁଷ୍ଠାନକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି କଟକ ମହାନଗର ନିଗମ । ତେବେ ମନ୍ଦିରରେ ଅଳ୍ପ ସଂଖ୍ୟକ ସେବାୟତଙ୍କୁ ନେଇ ନୀତିକାନ୍ତି କରାଯିବ ବୋଲି ସିଏମସି…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୦ ଜିଲ୍ଲାକୁ କାଳବୈଶାଖୀ ସମ୍ଭବାନା, ୟେଲୋ ଓ୍ଵାର୍ଣ୍ଣିଂ ଜାରି 

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ୧୦ ଜିଲ୍ଲାକୁ କାଳବୈଶାଖୀ ବର୍ଷା ସମ୍ଭବାନା ରହିଛି । ରାଜ୍ୟର ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ଘଡଘଡି ସହ ବର୍ଷା ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏଥିପାଇଁ ୟେଲୋ…

ଉଭୟ ସରକାରୀ ଓ ଘରୋଇ ହସପିଟାଲ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ବ୍ୟାପୁଛି ମହାମାରୀ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୪ ହଜାର ୭୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବଢୁଥିବାରୁ ଉଭୟ ସରକାରୀ ଓ ଘରୋଇ ହସପିଟାଲ ହସ୍ପିଟାଲ ପାଇଁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ଆକ୍ରାନ୍ତ…

ଆନ୍ଧ୍ର ପୋଲିସ ନିକଟରେ ଆତ୍ମସମର୍ପଣ କଲା ଆର. ଭିନିଲ କ୍ରିଷ୍ଣାଙ୍କ ଅପହରଣର ମୁଖ୍ୟ ଅଭିଯୁକ୍ତ

ମାଲକାନଗିରି : ଆତ୍ମସମର୍ପଣ କରିଛି ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଆର. ଭିନିଲ କ୍ରିଷ୍ଣାଙ୍କ ଅପହରଣର ମୁଖ୍ୟ ଅଭିଯୁକ୍ତ । ଆନ୍ଧ୍ର ଓଡ଼ିଶା ବର୍ଡର ଜୋନାଲ କମିଟିର ମାଓ ସମ୍ପାଦକ ଏମ. ଜଳନ୍ଧର ରେଡି ଓରଫ କ୍ରିଷ୍ଣା ଆଜି ଆନ୍ଧ୍ର ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ନକ୍ସଲ ନେତା…

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ମାମଲା, ସମ୍ବଲପୁର ଜେଲ ଓ୍ବାଡର ଏବଂ ସୁରକ୍ଷା ଦାୟିତ୍ବରେ ଥିବା କନଷ୍ଟେବଲ ଗିରଫ

କଟକ: ଏସ୍‌ସିବିରୁ ହାଇଦର ଫେରାର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ । କଟକ ଏସ୍‌ସିବି ମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ହାଇଦର ଫେରାର ହେବା ଘଟଣାରେ ଆଉ ୨ ଜଣଙ୍କୁ ଗିରଫ କରିଛି କମିସନରେଟ୍‌ ପୋଲିସ । ସମ୍ବଲପୁର ଜେଲ ଓ୍ବାଡର ଏବଂ ସୁରକ୍ଷା ଦାୟିତ୍ବରେ ଥିବା କନଷ୍ଟେବଲଙ୍କୁ ଗିରଫ…

ଛତିଶଗଡ଼ ପାଇଁ ଓଡ଼ିଶାରେ କରୋନା ବଢୁଛି: ଆଇଏଲ୍ଏସ୍ ନିର୍ଦ୍ଦେଶକ

ଭୁବନେଶ୍ୱର: ପଡୋଶୀ ଛତିଶଗଡ ପାଇଁ ଓଡିଶାରେ ମହାମାରୀ କରୋନା ବଢୁଛି ବୋଲି ମଙ୍ଗଳବାର ଦିନ କହିଛନ୍ତି ଭୁବନେଶ୍ୱରର ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଆଇଏଲ୍ଏସ୍)। “ଓଡିଶାର ସୀମାନ୍ତବର୍ତ୍ତୀ ଜିଲ୍ଲାର ଲୋକମାନେ ବାରମ୍ବାର ଛତିଶଗଡ ଯାଉଥିବା ଯୋଗୁଁ ଏଭଳି ସ୍ଥିତି ହେଉଛି। ଏପରିକି…

ରାଜଧାନୀରେ ବଢିଲା ଅଟୋ ଭଡା

ଭୁବନେଶ୍ୱର: ଇନ୍ଧନ ମୂଲ୍ୟ ବୃଦ୍ଧି ଯୋଗୁ ଅଟୋରିକ୍ସା ଯାତ୍ରୀଙ୍କୁ ଏବେ ଦୁଇଗୁଣା ଭଡା ଦେବାକୁ ପଡ଼ିବ। ଏ ନେଇ ରାଜଧାନୀ ଅଟୋ-ରିକ୍ସା ମହାସଙ୍ଘ ଭଡା ବୃଦ୍ଧି କରିଥିବା ସୂଚନା ମିଳିଛି। ଜଣେ ଯାତ୍ରୀଙ୍କୁ ବର୍ତ୍ତମାନ ୩ କିଲୋମିଟର ମଧ୍ୟରେ ୫୦ ଟଙ୍କା ଦେବାକୁ ପଡ଼ିବ। ଏହାଛଡ଼ା ପ୍ରତି…

DL ଓ LL ଟେଷ୍ଟ ବାତିଲ, କୌଣସି ଆରଟିଓରେ ହୋଇପାରିବନି ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ କାୟା ମେଲାଇଛି କରୋନା ମହାମାରୀ । ଦିନକୁ ଦିନ ବଢୁଛି ଅକ୍ରାନ୍ତଙ୍କ ସଂଖ୍ୟା । ଓଡ଼ିଶାରେ ସଂକ୍ରମଣରେ ବ୍ରେକ ଲଗାଇବାକୁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଲୋକଙ୍କ ସୁରକ୍ଷାକୁ ଦ୍ରୁଷ୍ଟିରେ ରଖି ଆଜି ସରକାର ଡ୍ରାଇଭିଂ ପରୀକ୍ଷାକୁ ସ୍ଥଗିତ ରଖିବାକୁ…

ଅନୁଭବ-ବର୍ଷା ବିବାଦ ମାମଲା: ମେ’ ୧୭ରେ ଶୁଣାଣି କରିବେ କଟକ ଏସଡିଜିଏମ କୋର୍ଟ 

କଟକ: ମେ’ ୧୭ରେ ଶୁଣାଣି ହେବ ଅନୁଭବ-ବର୍ଷା ବିବାଦ ମାମଲା । ଶୁଣାଣୀ କରିବେ କଟକ ଏସଡିଜିଏମ କୋର୍ଟ ।  ପୂର୍ବରୁ ବର୍ଷା ଅନୁଭବ ଓ ତାଙ୍କ ପରିବାରଙ୍କ ବିରୋଧରେ ପାରିବାରିକ ହିଂସା ଓ ମାନସିକ ଅତ୍ୟାଚାରର ଅଭିଯୋଗ ଆଣି କଟକ ଏସଡିଜେମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାପୂର୍ବରୁ ସାଂସଦ…

ଶ୍ରଦ୍ଧାଳୁଙ୍କ ପାଇଁ ସପ୍ତାହରେ ଏହି ତିନି ଦିନ ବନ୍ଦ ରହିବ ଘଟଗାଁ ତାରିଣୀ ମନ୍ଦିର

କେନ୍ଦୁଝର: କରୋନା ମାମଲାର ବୃଦ୍ଧିକୁ ଦୃଷ୍ଟିରେ ରଖି ଘଟଗାଁରେ ଥିବା ପ୍ରସିଦ୍ଧ ତାରିଣୀ ମନ୍ଦିରକୁ ସପ୍ତାହରେ ତିନି ଦିନ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ମଙ୍ଗଳବାର, ଶନିବାର ଏବଂ ରବିବାର ଦିନ ମନ୍ଦିର ବନ୍ଦ ରହିବ। ବାକି ଚାରି ଦିନ ଏହା ଖୋଲା ରହିବ। ମଙ୍ଗଳବାର…