Latest Odisha News

BREAKING NEWS

Browsing Category

ଓଡିଶା

Odisha

କଟକରେ ପହଁଞ୍ଚିଲା ହାଇଦରର କାର, ତେଲେଙ୍ଗାନାରୁ ମଙ୍ଗଳାବାଗ ଥାନାରେ ପହଁଞ୍ଚିଲା  

କଟକ: କଟକରେ ପହଞ୍ଚିଲା ହାଇଦରର କାର । କଟକ ଏସସିବି ମେଡିକାଲରୁ ଯେଉଁ ସ୍ୱିଫ୍ଟ ଡ଼ିଜାୟାର କାରରେ ହାଇଦର ଫେରାର ହୋଇଥିଲା ସେହି କାର କଟକ ମଙ୍ଗଳାବାଗ ଥାନାରେ ପହଁଞ୍ଚିଛି । ଗାଡିର ନମ୍ବର ଓଡି-୦୨-ଏଏସ୍- ୬୭୭୦ । ବ୍ରହ୍ମପୁର ନିକଟ ଗୋଳନ୍ଥରା ଚେକ୍ ଗେଟ୍ରୁ କାରକୁ ଜବତ କରିଛି କମିଶନର ପୋଲିସ…

ମହୁମାଛି ଆକ୍ରମଣରେ ୪ ଶ୍ରମିକ ଗୁରୁତର ଆହତ, ସ୍ବାସ୍ଥ୍ୟବସ୍ଥା ସ୍ଥିର 

କୋରାପୁଟ: ମହୁମାଛି ଆକ୍ରମଣରେ ୪ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ରାୟଗଡଠାରୁ କୋରାପୁଟ ଯାଉଥିବା ୩୨୬ ନମ୍ବର ଜାତୀୟ ରାଜପଥ ଗୁମ୍ମା ଘାଟିରେ ରାସ୍ତାକଡ଼ରେ ରେଲିଂ କାମ କରୁଥିବା ବେଳେ ଏହି ଘଟଣା ଘଟିଛି । ଗୁରୁତର ଶ୍ରମିକମାନେ ହେଲେ ପ୍ରଦୀପ ବିଶ୍ଵକର୍ମା, ପଙ୍କଜ କୁମାର, ରାଜେଶ କୁମାର,…

ଖୋର୍ଦ୍ଧା ପୋଲିସକୁ ସଫଳତା: ଲୁଟ୍ ଘଟଣାର ପର୍ଦ୍ଦାଫାସ, ୩ ଡକାୟତ ଗିରଫ 

ଖୋର୍ଦ୍ଧା: ଖୋର୍ଦ୍ଧା ପୋଲିସକୁ ସଫଳତା । ବନ୍ଧୁକ ମୁନରେ ୫ଲକ୍ଷ ୫୦ ହଜାର ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ଖୋର୍ଦ୍ଧା ପୋଲିସ । ରାମେଶ୍ୱର ଛକ ପାଇକରାୟ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲୁଟ ହୋଇଥିଲା । ଲୁଟ୍ ଘଟଣାରେ ୩ ଜଣ ଡକାୟତଙ୍କୁ ଗିରଫ କରିଛି ପୋଲିସ । ଏହାସହ…

ଆଜି ଓଡିଶାରେ ପହଞ୍ଚିବ ଆଉ ୨ ଲକ୍ଷ କୋଭିଶିଲ୍ଡ ଟିକା

ଭୁବନେଶ୍ୱର: ଆଜି ରାତି ସୁଦ୍ଧା ଓଡିଶାରେ ଆଉ ଦୁଇ ଲକ୍ଷ କୋଭିଶିଲ୍ଡ ଟିକା ପହଞ୍ଚିବ ବୋଲି ହେଲ୍‌ଥ ଆଣ୍ଡ୍‌ ଫ୍ୟାମିଲି ୱେଲ୍‌ଫେୟାର୍‌ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ରାଜ୍ୟ ଏହି ଟିକା ପାଇବା ପରେ ସୋମବାର ଠାରୁ ଟିକାକରଣ ପ୍ରକ୍ରିୟା ସ୍ୱାଭାବିକ ହେବ ବୋଲି…

ରାଜ୍ୟରେ ୫ ଗୁଣା ହେବ କୋଭିଡ୍‌ ଶଯ୍ୟା

ଭୁବନେଶ୍ୱର: ଚଳିତ ବର୍ଷ କରୋନା ମାମଲାରେ ହଠାତ୍ ଏବଂ ତୀବ୍ର ବୃଦ୍ଧିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଶଯ୍ୟାକୁ ପାଞ୍ଚ ଗୁଣ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ରବିବାର ଗଣମାଧ୍ୟମକୁ ସୂଚନା ଦେଇ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଂଜନ ମିଶ୍ର କହିଛନ୍ତି ଯେ ଜିଲ୍ଲା…

ପୁରୀରେ ଅଣାୟତ କରୋନା ସ୍ଥିତି, ଆରପିଏଫ ପୋଲିସ ପକ୍ଷରୁ ରେଳଷ୍ଟେସନରେ ବ୍ୟାପକ ସଚେତନତା 

ପୁରୀ: ରାଜ୍ୟରେ ଭୟଙ୍କର ରୂପ ନେଲାଣି କରୋନା ସଂକ୍ରମଣ । ପୁରୀକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଭକ୍ତଙ୍କ ସମାଗମ ହୋଇଥାଏ । ପୁରୀରେ କରୋନା ଚେନ୍ ବ୍ରେକ୍ କରିବାକୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ଆରପିଏଫ ପୋଲିସ ପକ୍ଷରୁ ରେଳଷ୍ଟେସନରେ ବ୍ୟାପକ ସଚେତନତା କରାଯାଇଛି । ଟ୍ରେନରେ…

କୁମ୍ଭମେଳା ଫେରନ୍ତାଙ୍କ ଉପରେ ସରକାରଙ୍କ କଡ଼ା ନଜର: ନବ ଦାସ

ଭୁବନେଶ୍ୱର: କୁମ୍ଭମେଳା ଫେରନ୍ତାଙ୍କଠାରୁ ବଢ଼ିପାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କୁମ୍ଭମେଳା ଫେରନ୍ତଙ୍କ ଉପରେ ଏବେ ସରକାର ସ୍ୱତନ୍ତ୍ର ନଜର ରଖିଛନ୍ତି । ଉତ୍ତରାଖଣ୍ଡରେ ନାମ ପଞ୍ଜିକରଣ କରି ଯେଉଁମାନେ କୁମ୍ଭମେଳାକୁ ଯାଇଥିଲେ ସେମାନଙ୍କର ତାଲିକା ପ୍ରସ୍ତୁତ କରାଯାଉଛି । ସେମାନଙ୍କୁ…

ବିଶିଷ୍ଟ ହୋମିଓପାଥି ଚିକିତ୍ସକ ପ୍ରଫେସର ଡା. ନିରଞ୍ଜନ ମହାନ୍ତିଙ୍କୁ ହୋମିଓରତ୍ନ ସମ୍ମାନ

ଭୁବନେଶ୍ୱର:  ବିଶିଷ୍ଟ ହୋମିଓପାଥି ଚିକିତ୍ସକ ପ୍ରଫେସର ଡାକ୍ତର ନିରଞ୍ଜନ ମହାନ୍ତିଙ୍କୁ ହୋମିଓରତ୍ନ ସମ୍ମାନ ପାଇଁ ଚୟନ କରାଯାଇଛି । ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ହୋମିଓପାଥି ଫିଜିସିଆନ ତରଫରୁ ୨୦୨୧ ବର୍ଷ ପାଇଁ ବିଭିନ୍ନ ପୁରସ୍କାର ଘୋଷଣା କରାଯାଇଛି ।  ସୁନାମଧନ୍ୟ ହୋମିଓପାଥି…

ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ

ଭବାନୀପାଟଣା: ଦୁର୍ଗମ ଅଞ୍ଚଳରେ ପୁଣି ଜନନୀ ଯନ୍ତ୍ରଣା । ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ଗର୍ଭବତୀ । ଘଟଣା ଘଟିଛି କଳାହାଣ୍ଡି ଥୁଆମୂଳ ରାମପୁର ପଡାପଦର ପଞ୍ଚାୟତ ଭିତରଡୁଙ୍ଗାରେ । ପାହାଡ ଜଙ୍ଗଲ ଅଞ୍ଚଳ ହୋଇଥିବା ବେଳେ ବେଳେ ଗମନା ଗମନର କୌଣସି ସବୁିଧା ନାହିଁ । ଏମିତି ଅଣ ଓସାରିଆ…

ଓଡ଼ିଶାର ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ପରଲୋକ

ବଲାଙ୍ଗୀର: ପାଟଣାଗଡର ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ରବିବାର ସକାଳେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ତାଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ ମେହେର କିଡନୀ ରୋଗରେ ପୀଡିତ ଥିଲେ ଏବଂ ଗତ ଦୁଇ ବର୍ଷ ଧରି ତାଙ୍କର ଡାୟଲିସିସ୍ ଚାଲିଥିଲା। ତାଙ୍କ…