Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୩୧୧ ପଜିଟିଭ୍

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ କାୟା ମେଲାଉଛି କରୋନା । ଲଗାତର ଭାବେ ରାଜ୍ୟରେ ସଂକ୍ରମଣ ଉପର ମୁହାଁ ଥିବା ବେଳେ ଏବେ ଭୁବନେଶ୍ବରରୁ ଦିନକୁ ଦିନ ବ୍ୟାପୁଛି ମହାମାରୀ । ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୩୧୧ ଜଣ ପଜିଟିଭ୍ । କ୍ବାରେଣ୍ଟାଇନରୁ ୬୬ ଜଣ ଥିବା ବେଳେ, ସ୍ଥାନୀୟ…

ଖସିଲା ମାଟି ଅତଡା, ଅକାଳରେ ଚାଲିଗଲା ୩ ଜୀବନ

କୋରାପୁଟ: ପଟାଙ୍ଗୀ ଅନ୍ତର୍ଗତ ପୋଡାଗୁଡାରେ ଅଭାବନୀୟ ଘଟଣା । ଚୂନାମାଟି ଆଣିବାକୁ ଯାଇଥିବାବେଳେ ଅତଡା ଖସି ୩ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ସୂଚନା ରହିଛି । ଆହତ ମହିଳାଙ୍କୁ ଗୁରୁତର ଅବସ୍ଥାରେ ପଟାଙ୍ଗୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।…

ଟ୍ବିନ୍ ସିଟିରେ ପୁଣି ଚାଲିବ ପିଙ୍କ୍ ଅଟୋ

ଭୁବନେଶ୍ବର : ଟ୍ବିନ୍ ସିଟିରେ ପୁଣି ଥରେ ଚାଲିବ ପିଙ୍କ ଅଟୋ । ମହିଳାଙ୍କ ସୁରକ୍ଷିତ ଯାତ୍ରାକୁ ନଜରରେ ରଖି ପୁଣି ଥରେ ଚାଲିକ ପିଙ୍କ୍ ଅଟୋ । ଏହି ପିଙ୍କ୍‌ ଅଟୋ ସେବାକୁ ପୁଣିଥରେ ଆରମ୍ଭ କରିବା ଲାଗି ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ…

ଆସନ୍ତା ୧୭ରୁ ୨୨ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏନଏସି ସଟଡାଉନ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏନଏସି ସଟଡାଉନ ଘୋଷଣା । ଆସନ୍ତା ୧୭ ରୁ ୨୨ ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି । ୧୭ ତାରିଖ ସକାଳ ୬ରୁ ୨୨ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ସଟଡାଉନ ଲାଗୁ ରହିବ । ଏହି ସମୟରେ ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ, ହୋଟେଲ, ରେଷ୍ଟୁରାଣ୍ଟ,…

ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ: ୧୯ରୁ ଉଚ୍ଚଶିକ୍ଷାନୁଷ୍ଠାନ ବନ୍ଦ, ହଷ୍ଟେଲ ଛାଡିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡିଚାଲିଛି । ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଗୋଟିଏ ପରେ ଗୋଟିଏ କଟକଣା ଜାରି କରାଯାଉଛି ।  ସୋମବାରଠାରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଫଲାଇନ୍ କ୍ଲାସ ଓ ପରୀକ୍ଷା ସ୍ଥଗିତ ରଖିବାକୁ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ…

ନୂଆ ଜୀବନ ପାଇଲା ଗର୍ଭବତୀ ନାଗ ସାପ

ଭୁବନେଶ୍ୱର: ସାପ ପାଟିରେ ଲଗାଯାଇଥିଲା ରାସାୟନିକ ଅଠା । ଦୀର୍ଘ ୧ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଖୋଲାଯାଇଥିଲା ସାପ ପାଟି । ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ରାଜଧାନୀ ଭୁବନେଶ୍ୱର । ଗତକାଲି ରଥ ରୋଡ ବ୍ୟାଙ୍କ କଲୋନୀ ନିକଟସ୍ଥ ଗୋବିନ୍ଦେଶ୍ୱର ରୋଡରେ ଥିବା ତାରିଣୀ…

ଆଜି ୮ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ୟେଲୋ ୱାରିଂ ଜାରି 

ଭୁବନେଶ୍ୱର: ଆଜି ଓଡ଼ିଶାର ୮ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି ।  ଆଜି…

ସୁନ୍ଦରଗଡ଼ର ୨ ବିଜେଡି ନେତା ନିଲମ୍ବିତ, ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କଲେ ଦଳୀୟ ସଭାପତି

ଭୁବନେଶ୍ବର: ସୁନ୍ଦରଗଡ ଜିଲ୍ଲାର ବିଜେଡି ନେତା ନିଲମ୍ବିତ । ଦଳବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କୁ ନିଲମ୍ବନ କରିଛନ୍ତି ଦଳୀୟ ସଭାପତି । ଏନେଇ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି । ନିଲମ୍ବିତ ଦୁଇ ବିଜେଡି ନେତା ହେଲେ ଅମରେଶ ପଣ୍ଡା ଓ ବିନୟ ପଣ୍ଡା…

ଅନ୍ଧଶ୍ରଦ୍ଧା

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ଗୋବିନ୍ଦପୁର ଗାଁ ମଝିରେ ଥିବା ସଭା ମଣ୍ଡପ ଉପରେ ଚାଲିଛି ବୈଠକ । ଗାଁର ବୟୋବୃଦ୍ଧ ଚାରି ପାଞ୍ଚ ଜଣଙ୍କୁ ଛାଡ଼ିଦେଲେ ବାକି ସମସ୍ତେ ଭେଣ୍ଡିଆ ପିଲେ । ମଝିରେ ଯୁବ ଅଫିସର କମଲ କୁମାର । ନୂଆ କରି ଆସିଛନ୍ତି ସେ ଏ ଅଞ୍ଚଳକୁ…

ଶନି ଓ ରବିବାର ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ଆସନ୍ତା ୨୪ରୁ ଲାଗୁ ହେବ ନିୟମ, ଭକ୍ତ ନିରାଶ 

ପୁରୀ: କରୋନା ସ୍ଥିତିକୁ ନେଇ ପୁରୀ ଶ୍ରୀମନ୍ଦିରରେ ବଢିଲା କଟକଣା । ସପ୍ତାହରେ ଦୁଇ ଦିନ ଜଗା ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । ଶନିବାର ଓ ରବିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ଭକ୍ତ । ଶ୍ରୀମନ୍ଦିର ଭିତରେ ବାହାର କାଠ ନିକଟରୁ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି…