Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗ୍ରୀଷ୍ଣ ପ୍ରବାହ ଲାଗି ରାଜ୍ୟରେ କୋଭିଡ୍ ଟିକାକରଣ ସମୟରେ ପରିବର୍ତ୍ତନ

ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଥିବା ପ୍ରବଳ ଗ୍ରୀଷ୍ଣ ପ୍ରବାହକୁ ଦୃଷ୍ଟିରେ ରଖି କୋଭିଡ୍ ଟିକାକରଣ ସମୟରେ ପରିବର୍ତ୍ତନ କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ସମସ୍ତ ମହାନଗର ନିଗମ କମିଶନରଙ୍କୁ ଏନେଇ…

ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୨୧୫ ଜଣ, ସଂକ୍ରମଣ ଭଳି ଖୋର୍ଦ୍ଧାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୫୭୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଅନ୍ୟପଟେ ଆଜି କରୋନାରୁ ୨୧୫ ଜଣ ସୁସ୍ଥ ଲାଭ କରିଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।…

୧୯ରେ ସୁପ୍ରିମକୋର୍ଟରେ ପରୀ ମାମଲାର ଶୁଣାଣି

ଭୁବନେଶ୍ୱର: ଏପ୍ରିଲ୍ ୧୯ରେ ସୁପ୍ରିମ୍‌କୋର୍ଟରେ ବହୁଚର୍ଚ୍ଚିତ ନୟାଗଡ଼ “ପରୀ” ମାମଲାର ଶୁଣାଣୀ ହେବ । ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶରେ ରାଜ୍ୟ ସରକାର ପ୍ରତିଜବାବ ଦାଖଲ କରି ସାରିଥିବା ବେଳେ ସୁପ୍ରିମ୍‌କୋର୍ଟରେ ଏହାର ତଦନ୍ତ ହୋଇ ଏପ୍ରିଲ୍ ୧୯ରେ ଶୁଣାଣି ହେବ । ପ୍ରତି ଜବାବ ଦାଖଲ ପରେ ଆଜି…

ବିଦ୍ୟୁତ୍ ଦର ବୃଦ୍ଧିକୁ ବିରୋଧ କରି ପୁରୀ କଂଗ୍ରେସର ପ୍ରତିବାଦ

ପୁରୀ: ବର୍ଦ୍ଧିତ ବିଦ୍ୟୁଦ୍ ଦରକୁ ବିରୋଧ । ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ନିଷ୍ପତ୍ତି କ୍ରମେ ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ବର୍ଦ୍ଧିତ ବିଦ୍ୟୁତ୍ ଦରକୁ ବିରୋଧ କରାଯାଇଛି । ଦଳ ପକ୍ଷରୁ ସ୍ଥାନୀୟ ରେଡକ୍ରସ୍ ରୋଡ୍ ସ୍ଥିତ ଟାଟା ପାୱାର କର୍ପୋରେସନ ଲିମିଟେଡ୍ କାର୍ଯ୍ୟାଳୟ ସମ୍ମୁଖରେ…

ବିଏମସି ଅଞ୍ଚଳରେ ବଢ଼ୁଛି ସ୍ଥାନୀୟ ସଂକ୍ରମଣ, ଆଜି ଚଳିତବର୍ଷର ସର୍ବାଧିକ ଦୈନିକ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ କାୟା ମେଲାଉଛି କରୋନା । ବିଏମସି ଅଞ୍ଚଳରୁ ଗତ ୨୪ ଘଣ୍ଟାରେ ୭୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚଳିତବର୍ଷ ବିଏମସି ଅଞ୍ଚଳରୁ ଚିହ୍ନଟ ସଂକ୍ରମିତ ସଂଖ୍ୟାରେ ଏହା ସର୍ବାଧିକ । ନଭେମ୍ବର ୨୮ରେ ବିଏମସି ଅଞ୍ଚଳରୁ ସର୍ବାଧିକ ୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ…

ରୋଗୀଙ୍କ ଜୀବନ ସହିତ ଖେଳ, କଟକ ଅନ୍ନପୂର୍ଣ୍ଣା ନର୍ସିଂହୋମ୍ ସିଲ୍, ରୋଗୀ ଚାଲାଣ ଅଭିଯୋଗ

କଟକ: ଦଲାଲଙ୍କ ରୋଗୀ ଚାଲାଣ ଅଭିଯୋଗରେ କଟକ ମଙ୍ଗଳାବାଗ ଥାନା ପୋଲିସର କଡା କାର୍ଯ୍ୟାନୁଷ୍ଠାନ । ରୋଗୀଙ୍କ ଜୀବନ ସହିତ ଖେଳ ଖେଳି ଦଲାଲଙ୍କ ଏଭଳି ଅମାନବୀୟ କାରନାମାର ପର୍ଦ୍ଦାଫାସ କରିଛି ପୋଲିସ । କଟକ ବଡ ମେଡିକାଲରୁ ରୋଗୀଙ୍କୁ ଦଲାଲ ମାଧ୍ୟମରେ କଟକ ଅନ୍ନପୂର୍ଣ୍ଣା ନର୍ସିଂହୋମ୍କୁ…

କାଳବୈଶାଖୀ ବର୍ଷା ନେଇ ପାଣିପାଗ ବିଭାଗ ଜାରି କଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହ ମଧ୍ୟରେ ବର୍ଷା । ୬ ତାରିଖ ସକାଳ ୮ଟା ୩୦ ଯାଏ ୬ ଜିଲ୍ଲାରେ କାଳବୈଶାଖୀ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, କନ୍ଧମାଳ ଓ ମୟୂରଭଞ୍ଜ ଜିଲ୍ଲାକୁ କାଳବୈଶାଖୀ ବର୍ଷା ନେଇ ସତର୍କ ସୂଚନା ଜାରି…

କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ବର୍ଷା-ଅନୁଭବ

କଟକ: ଆଜି କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ବର୍ଷା-ଅନୁଭବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଫ୍ୟାମିଲ କୋର୍ଟରେ ଉଭୟେ ହାଜର ହୋଇଛନ୍ତି । ଦିଲ୍ଲୀର ପଟିଆଲା ହାଉସ କୋର୍ଟ ବଦଳରେ କଟକ ପରିବାର ଅଦାଲତରେ ଓଲିଉଡର ଷ୍ଟାର ଦମ୍ପତ୍ତିଙ୍କ ଛାଡ଼ପତ୍ର ମାମଲାର ଶୁଣାଣି କରିବେ…

କଂଗ୍ରେସର ଗଣବିକ୍ଷୋଭ, ଧର୍ମଶାଳା ତହସିଲ ଅଫିସ ଘେରିଲେ କଂଗ୍ରେସ କର୍ମୀ 

ଚଣ୍ଡିଖୋଲ: ୪ ଦଫା ଦାବି ନେଇ ଧର୍ମଶାଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି । ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଫିସ ସମ୍ମୁଖରେ ଗଣବିକ୍ଷୋଭ କରିଛନ୍ତି କଂଗ୍ରେସ କର୍ମୀ । ଯଥାଶୀଘ୍ର ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି । ଧର୍ମଶାଳା…

ନୂଆପଡ଼ା ଜିଲ୍ଲାର ଧର୍ମାନୁଷ୍ଠାନ ଓ ପର୍ଯ୍ୟଟନସ୍ଥଳୀରେ ପ୍ରବେଶ ଉପରେ କଟକଣା

ନୂଆପଡ଼ା: ଛତିଶଗଡ଼ରେ ସଂକ୍ରମଣ ବଢୁଥିବାରୁ ସୀମାନ୍ତ ନୂଆପଡ଼ା ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବି ବୃଦ୍ଧି ପାଇଛି । ଗତ କିଛି ଦିନ ହେବ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ କଟକଣାକୁ କଡ଼ାକଡ଼ି କରିଛି ଜିଲ୍ଲା ପ୍ରଶାସନ । ସଂକ୍ରମଣ ଦୃଷ୍ଟିରୁ ଜିଲ୍ଲାର ବିଭିନ୍ନ…