Latest Odisha News

BREAKING NEWS

Browsing Category

ଓଡିଶା

Odisha

କଟକରେ ୧୨ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ

କଟକ: କଟକ ଲିଙ୍କରୋଡ୍ ସ୍ଥିତ ଏକ ଶିକ୍ଷାନୁଷ୍ଠାନର ପ୍ରାୟ ୧୨ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୂଚନା ଅନୁଯାୟୀ, କରୋନା ଲକ୍ଷଣ ଦେଖାଯିବା ପରେ ସମ୍ପୃକ୍ତ ଛାତ୍ରଛାତ୍ରୀ ମାନଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା। ତନ୍ମଧ୍ୟରେ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ୍…

ହେଲମେଟ୍ ନ ପିନ୍ଧି ଟ୍ରକ ଚଳାଉଥିବାରୁ ଡ୍ରାଇଭରଙ୍କୁ ହଜାରେ ଟଙ୍କା ଫାଇନ୍!

ଗଂଜାମ: ଟ୍ରକ ଚଳାଇବା ବେଳେ ହେଲମେଣ୍ଟ ପିନ୍ଧି ନ ଥିବାରୁ ହଜାରେ ଟଙ୍କା ଫାଇନ ପକାଇଛି ରାଜ୍ୟ ଟ୍ରାଫିକର ଏନଫୋର୍ସମେଣ୍ଟ ଶାଖା । ଏହା ଶୁଣିବାକୁ ଟିକେ ଅଡୁଆ ଲାଗୁଥିଲେ ବି କଥାଟା ସତ । ଏପରି ଏକ ଘଟଣା ଘଟିଛି ଗଂଜାମରେ । ପ୍ରମୋଦ କୁମାର ସ୍ୱାଇଁ ନାମକ ଏହି ଟ୍ରକ ଡ୍ରାଇଭରଙ୍କ ନାଁରେ ଏହି…

ଆସନ୍ତାକାଲିଠାରୁ ଲିଙ୍ଗରାଜଙ୍କ ସେବାୟତଙ୍କୁ ଦିଆଯିବ କରୋନା ଟିକା

ଭୁବନେଶ୍ବର : ଆସନ୍ତାକାଲିଠାରୁ ଲିଙ୍ଗରାଜଙ୍କ ସେବାୟତଙ୍କୁ ଦିଆଯିବ କରୋନା ଟିକା । ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ପ୍ରତିଦିନ ୫୦ ଜଣ ଲେଖାଏଁ ସେବାୟତଙ୍କୁ ଟିକାକରଣ କରାଯିବ । କରୋନା ଟିକା ନେବେ ଲିଙ୍ଗରାଜ ମନ୍ଦିରର ପ୍ରାୟ ତିନି ଶହରୁ…

ରାଜଧାନୀରେ ବଢୁଛି ଅପରାଧ, ପୋଲିସ କମିଶନରଙ୍କୁ ଭେଟିଲା ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ବଢୁଛି ଅପରାଧ । ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି । ଏନେଇ ପୋଲିସ କମିଶନରୁ ଭେଟିଛି ବିଜେପି ମହିଳା ମୋର୍ଚ୍ଚା । ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ପୋଲିସ…

ବାଲେଶ୍ବରରେ ଟ୍ରଲର ମାଲିକଙ୍କୁ ହତ୍ୟା ଘଟଣା, ୮ ଅଭିଯୁକ୍ତ ଗିରଫ

ବାଲେଶ୍ବର : ଟ୍ରଲର ମାଲିକ ବିଜୟ ପ୍ରଧାନଙ୍କୁ ଗୁଳିକରି ହତ୍ୟା ଘଟଣାରେ ପୋଲିସ କାର୍ଯ୍ୟାନନୁଷ୍ଠାନ । ହତ୍ୟା ଘଟଣାରେ ସଂପୃକ୍ତ ୮ ଜଣଙ୍କୁ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ, ୨ ରାଉଣ୍ଡ ଗୁଳି ସମେତ ମାରଣାସ୍ତ୍ର ଜବତ କରାଯାଇଛି । ତେବେ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୧ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନାକୁ ନେଇ ଦେଶରେ ବଢୁଛି ଚିନ୍ତା । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ଟିକାକରଣ ଅଭିଯାନ ବି ଜାରି ରହିଛି । ଏହାରି ଭିତରେ ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୬୧ କରୋନା ଆକ୍ରାନ୍ତ । ଅନୁଗୁଳ ଓ ସମ୍ବଲପୁରରୁ ୯ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ, ମୟୂରଭଞ୍ଜ ଓ…

ସାମ୍ବାଦିକଙ୍କୁ ଟିକା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି

ଭୁବନେଶ୍ବର : ଗଣମାଧ୍ୟମ ପ୍ରତିନିଧିଙ୍କୁ କରୋନା ଟିକାକରଣରେ ସାମିଲ ପାଇଁ ଚିଠି । କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ସେହିପରି ସମ୍ମୁଖ ଯୋଦ୍ଧା ଭାବେ କାମ କରୁଥିବା ଆଉ କିଛି ବର୍ଗଙ୍କୁ ଏହି ଟିକାକରଣରେ…

ଘର କିଣିବାକୁ ଘରଣୀଙ୍କୁ ହତ୍ୟା ଅଭିଯୋଗ

ଭୁବନେଶ୍ବର: କିଛି ଦିନ ତଳେ ମାତ୍ର ଦୁଇ ବର୍ଷ ପୂରିଥିଲା ରାଜଧାନୀ ଉପକଣ୍ଠ ବାଲିଅନ୍ତାର ସୁଚିସ୍ମିତାଙ୍କ ବାହାଘରକୁ । ଏବେ ସେ ଥିଲେ ମାତ୍ର ୫ ମାସର ଗର୍ଭବତୀ । କିନ୍ତୁ ଗତକାଲି ତାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ବାପଘର ଲୋକେ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ସ୍ୱାମୀ ତାଙ୍କୁ ହତ୍ୟା…

ଅପହଞ୍ଚ ଗାଁ ସବୁର ଗପ

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ମଙ୍ଗଳ ଗ୍ରହରେ କଣ ଅଛି ଜାଣିବା ପାଇଁ ଆମେ ଉପଗ୍ରହ ପଠାଇ ସାରିଛୁ । ଓଡ଼ିଶାରେ ପ୍ରତି ଘର ପକ୍କା, ଗାଁ ସବୁ ସଂଯୁକ୍ତ ଓ ବିକାଶ ପଥରେ ବୋଲି ଅନେକ ବିଜ୍ଞାପନ ଖବରକାଗଜରେ ପ୍ରକାଶ ପାଇଛି । ଯାହା ଏକ ରଙ୍ଗୀନ ଚିତ୍ର ଆମ ଆଗରେ…

ବରିଷ୍ଠ ଆଇଏଫ୍‌ଏସ୍ ଶିଶିର ରଥ ନୂଆ ପିସିସିଏଫ୍ ନିଯୁକ୍ତ

ଭୁବନେଶ୍ୱର: ବରିଷ୍ଠ ଆଇଏଫ୍‌ଏସ୍ ଅଧିକାରୀ ଶିଶିର କୁମାର ରଥଙ୍କୁ ରାଜ୍ୟ ସରକାର ନୁଆ ପିସିସିଏଫ୍ ଭାବେ ନିଯୁକ୍ତି ଦେଇଛନ୍ତି । ଏଥିସହିତ ସେ ରାଜ୍ୟ ବନସୁରକ୍ଷା ବଳର ମୁଖ୍ୟ ଦାୟିତ୍ୱ ନିର୍ବାହ କରିବେ । କଟକରେ ଜନ୍ମଗ୍ରହଣ କରିଥିବା ୧୯୮୭ ବ୍ୟାଚର ଏହି ଆଇଏଫ୍‌ଏସ୍ ଅଫିସରଙ୍କୁ ଏହି ପଦବୀକୁ…