Latest Odisha News

BREAKING NEWS

Browsing Category

ଓଡିଶା

Odisha

କଟକରେ ୱାଟର ସ୍ପୋର୍ଟସ ପାର୍କ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ଓଟିଡିସି ଅଧ୍ୟକ୍ଷା

କଟକ:ୱାଟର ସ୍ପୋର୍ଟସ ପାର୍କ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର । କଟକ ଗସ୍ତରେ ଯାଇ ମାତାମଠ ଠାରେ ଥିବା ଏହି ୱାଟର ସ୍ପୋଟର୍ସର ସମୀକ୍ଷା କରିଛନ୍ତି । ଓଟିଡିସିର ବରିଷ୍ଠ ପଦାଧିକାରୀ ଓ ଇଞ୍ଜିନିୟରମାନେ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ । …

କୁନ୍ତଳାଙ୍କ କୋଳକୁ ଫେରିଲା ଜଙ୍ଗଲି ବାରହା ‘ଢୁଡ଼’

କେନ୍ଦୁଝର: ମଣିଷ ଓ ଜଙ୍ଗଲି ଜନ୍ତୁଙ୍କ ଅନାବିଳ କାହାଣୀ । ଘରକୁ ଫେରିଲା ଢୁଡ଼ । କେନ୍ଦୁଝର ତେଲକୋଇ ପୁରୁଷୋତମପୁରର କୁନ୍ତଳା କୁମାରୀ ପେଣ୍ଠେଇଙ୍କ କୋଳକୁ ଫେରିଛି ଜଙ୍ଗଲି ବାରହା । ଜଙ୍ଗଲରେ ବୁଲୁଥିବା ନେଇ ଗ୍ରାମବାସୀଙ୍କ ଠାରୁ ଖବର ପାଇବା ପରେ କୁନ୍ତଳା ଓ ତାଙ୍କ ଝିଅ ଜଙ୍ଗଲରେ ପହଞ୍ଚି…

ପିପିଲି ଉପନିର୍ବାଚନ ଲାଗି ଅଧିକ ୭୫ଟି ବୁଥ୍, କୋଭିଡ୍ କଟକଣାରେ ହେବ ଭୋଟ୍

ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ ବଢ଼ିବ ମତଦାନ କେନ୍ଦ୍ର ସଂଖ୍ୟା । ପୂର୍ବରୁ ୨୭୧ଟି ବୁଥ୍ ଥିବାବେଳେ ଏବେ ଏହାକୁ ୩୪୮କୁ ବୃଦ୍ଧି କରାଯାଇଛି । ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ସୋହାନୀ ସୂଚନା ଦେଇଛନ୍ତି । ଅତିରିକ୍ତ ଭାବେ ୭୫ଟି ସହାୟକ ବୁଥ୍ କରାଯାଉଛି ବୋଲି…

ପୁଣି ବିଧାନସଭାରେ ପ୍ରବଳ ହଟ୍ଟଗୋଳ, ଗୃହ ୪ଟା ଯାଏ ମୁଲତବି

ଭୁବନେଶ୍ୱର: ବିଧାନସଭାରେ ଲଗାତାର ପଞ୍ଚମ ଦିନ ଲାଗି ହଟ୍ଟଗୋଳ ଲାଗି ରହିଛି । ସକାଳେ ବିରୋଧୀ-ଶାସକ ସଦସ୍ୟଙ୍କ ହୋହଲ୍ଲା ଯୋଗୁଁ ବାଚସ୍ପତି ଗୃହକୁ ଦିନ ୧୨ଟା ଯାଏ ମୁଲତବି ରଖିଥିଲେ । ମଧ୍ୟାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣ ହୋହଲ୍ଲା କରିଥିଲେ ସଦସ୍ୟ ଫଳରେ ବାଚସ୍ପତି ଗୃହକୁ…

ଗଛ କାଟି ମାଓବାଦୀଙ୍କ ରାସ୍ତା ଅବରୋଧ, ୧୧ଟି ଦାବି ସମ୍ପର୍କରେ ପୋଷ୍ଟର ଉଲ୍ଲେଖ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ହାତୀଗାଁ ରାସ୍ତାରେ ଗଛ କାଟି ରାସ୍ତା ବନ୍ଦ କରିଛନ୍ତି ମାଓବାଦୀ । ଏହାସହ ମାଓ ପୋଷ୍ଟର ଓ ବ୍ୟାନର୍‌ ମଧ୍ୟ ଲଗାଇଛନ୍ତି । ପୋଷ୍ଟରରେ ଜଙ୍ଗଲରୁ ଗଛ କଟାକୁ ବିରୋଧ କରାଯାଇଛି । ଏହାସହ ଜଙ୍ଗଲଜାତ ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣ କରି ଶ୍ରମିକଙ୍କୁ ଉଚିତ୍…

ଶ୍ରୀମନ୍ଦିରରେ NSG ଟିମ୍, ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛି ଟିମ୍ 

ପୁରୀ: ଶ୍ରୀମନ୍ଦିରରେ ଏନଏସଜି ଟିମ୍ । ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପାଇଁ ଏନଏସଜି ଟିମ୍ ପୁରୀରେ ପହଞ୍ଚିଛନ୍ତି । ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିବ ଏହି ୩ ଜଣିଆ ଟିମ୍ । ଏଥିସହିତ ପ୍ରଶାସନ ସହ ସୁରକ୍ଷା ସମ୍ପର୍କରେ ମଧ୍ୟ ଆଲୋଚନା କରିବ ।  ଶ୍ରୀମନ୍ଦିର…

ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷାବର୍ଷ ଆରମ୍ଭରୁ ରିମେଡିଆଲ୍ କ୍ଲାସ୍

ଭୁବନେଶ୍ୱର: ଶିକ୍ଷାବର୍ଷ ଆରମ୍ଭରୁ ସ୍କୁଲ ଛାତ୍ରଛାତ୍ରୀଙ୍କ ରିମେଡିଆଲ କ୍ଲାସ କରାଯିବ । ପ୍ରଥମ ଦୁଇ ତିନି ମାସ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ରିମେଡିଆଲ କ୍ଲାସ ହେବ । ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି । ଚଳିତବର୍ଷ…

ଆଜି ରାଜ୍ୟର ୨୦ ଜିଲ୍ଲାରୁ ୮୨ ପଜିଟିଭ୍, ମୟୂରଭଞ୍ଜରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ବି ଆଜି ସାମାନ୍ୟ ବଢ଼ିଛି ଦୈନିକ କରୋନା କେସ । ଗତକାଲି ୬୫ ଜଣ ସଂକ୍ରମିତ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ଆଉ ୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୪ଟି । ୨୦ ଜିଲ୍ଲାରୁ ନୂଆ ସଂକ୍ରମିତ…

ଏପ୍ରିଲ୍ ୨ରେ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ଏପ୍ରିଲ୍ ୨ ତାରିଖରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ । ଉତ୍କଳ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହରେ ଉପରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସୂତ୍ର ଅନୁସାରେ,…

ବିଧାୟକ ସାନିଟାଇଜର୍ ପିଇବା ଘଟଣା: ରାଜ୍ୟପାଳଙ୍କୁ ଫେରାଦ ହେଲେ ବିଜେଡି ବିଧାୟକ

ଭୁବନେଶ୍ୱର: ବିଧାନସଭାରେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ସାନିଟାଇଜର ପିଇବା ଘଟଣାରେ କ୍ଷମା ପ୍ରାର୍ଥନା ଦାବି କରୁଛି ବିଜେଡି । କ୍ଷମା ଦାବିରେ ବିଧାନସଭାରେ ତୀବ୍ର ପ୍ରତିବାଦ କରୁଥିବା ବିଜେଡି ବିଧାୟକମାନେ ଆଜି ରାଜ୍ୟପାଳଙ୍କୁ ଫେରାଦ ହୋଇଛନ୍ତି । ଏନେଇ ବିଜେଡି ବିଧାୟକମାନେ ଏକ…