Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରୁ ୨୪ ଘଣ୍ଟାରେ ୫୯ କରୋନା ପଜିଟିଭ୍, ସୁନ୍ଦରଗଡ଼ରୁ ସର୍ବାଧିକ ୯ ନୂଆ ଆକ୍ରନ୍ତ

ଭୁବନେଶ୍ୱର: ଦେଶରେ ଦୈନିକ କରୋନା ସଂକ୍ରମଣ ବଢୁଥିବା ବେଳେ ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଶହେ ଭିତରେ ରହିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୫୯ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୩୫ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୪ଟି ।…

ଜଙ୍ଗଲରେ ନିଆଁ ଲଗାଇଲେ ଗିରଫ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ବାବଦରେ ସୂଚନା ଦେଲେ ମିଳିବ ପୁରସ୍କାର

ସମ୍ୱଲପୁର: ରାଜ୍ୟରେ ଅଣାୟତ୍ତ ହେଲାଣି ଜଙ୍ଗଲ ନିଆଁ । ଲିଭାଇବା କାମରେ ଲାଗିଛନ୍ତି ବନ ବିଭାଗ ଓ ଅଗ୍ନିଶମ ବାହିନୀ କର୍ମଚାରୀ । ଏଣିକି ଜଙ୍ଗଲରେ ନିଆଁ ଲଗାଇବେ ଗିରଫ ହେବେ । ଏନଇ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ସମ୍ୱଲପୁର ଡିଏଫଓ ସଞ୍ଜୀତ କୁମାର । ଜଙ୍ଗଲ ନିଆଁକୁ ଆୟତ୍ତ କରିବା ସହ…

ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଠାବ

ଭୁବନେଶ୍ୱର: ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଠାବ । ଭୁବନେଶ୍ୱର ଲିଙ୍ଗରାଜ ଟେମ୍ପଲ ରୋଡ୍ ଷ୍ଟେସନ୍ ନିକଟ ରେଳ ଧାରଣାରୁ ଉଦ୍ଧାର ହୋଇଛି ମୃତଦେହ । ମୃତକ ହେଲେ ସୁଶାନ୍ତ ସାହୁ । ସେ ସ୍ଥାନୀୟ ଅଞ୍ଚଳର ଜଣେ ଫୁଲ ବ୍ୟବସାୟୀ । ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଆଜି ସକାଳେ ରେଳ…

ଏକତରଫା ପ୍ରେମରୁ ହତ୍ୟା: ଯୁବକଙ୍କ ଛୁରାମାଡ଼ରେ ପ୍ରେମିକାଙ୍କ ମାଆ ମୃତ, ଯୁବତୀ ଗୁରୁତର

ଭବାନୀପାଟଣା: ଏକତରଫା ପ୍ରେମରୁ ହତ୍ୟା । ପ୍ରେମିକ ସାଜିଲା ସୈତାନ । ପ୍ରେମର ବିଫଳ ହେବାରୁ ପ୍ରତିଶୋଧ ନେବାକୁ ଯାଇ ଉନ୍ମତ୍ତକାଣ୍ଡ କରିଛି । ଯାହାକୁ ପ୍ରେମ କରୁଥିବା ତାକୁ ଜୀବନରୁ ମାରି ଦେବାକୁ ଉଦ୍ୟମ କଲା । ଯୁବକଙ୍କ ଛୁରାମାଡ଼ରେ ଯୁବତୀ ଗୁରୁତର ହୋଇଥିବା ବେଳେ ତାଙ୍କ ମାଆଙ୍କର ମୃତ୍ୟୁ…

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୧୦ ବଖରା ଘର, ନିଆଁ ଲାଗି ତିନି ଜଣ ଆହତ

ସୋର(ବାଲେଶ୍ୱର): ରାତିରେ ଶୋଇଥିବା ବେଳେ ଘରେ ଲାଗିଲା ନିଆଁ । ଜଣଙ୍କ ଘରୁ ଅନ୍ୟ ଜଣଙ୍କ ଘରକୁ ବ୍ୟାପିଲା । ନିଆଁ ଗିଳିଦେଲା ଦୁଇଟି ଗାଁରେ ୧୦ ବଖରା ଘର ଓ ଲକ୍ଷାଧିକ ଟଙ୍କାର ସାଇତା ସମ୍ପତ୍ତି । ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଗତକାଲି ରାତିରେ ଦୁଇ ଦୁଇଟି ଅଗ୍ନିକାଣ୍ଡ ହୋଇଛି । ସୋର…

‘ଅନ୍ତର୍ଜାତୀୟ ମହିଳା ଦିବସ’: ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ମହିଳା ଶିଳ୍ପୀ

ଭୁବନେଶ୍ୱର : ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖକୁ ସାରା ଦେଶରେ ‘ଅନ୍ତର୍ଜାତୀୟ ମହିଳା ଦିବସ’ ଭାବେ ପାଳନ କରାଯାଉଛି । ଏହି ଅବସରରେ ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଛାତ୍ରୀମାନେ ବାଲୁକା କଳା ନିର୍ମାଣ କରିଛନ୍ତି ।…

ଓଡ଼ିଶାପଜିଟିଭ ପକ୍ଷରୁ ଚଣ୍ଡୀଗଡ଼ ଚାପ୍ଟରର ଶୁଭାରମ୍ଭ

ଚଣ୍ଡୀଗଡ଼ : ପ୍ରବାସୀ ଓଡ଼ିଆଙ୍କ ବିଶ୍ୱସ୍ତରୀୟ ସଂଗଠନ ଓଡ଼ିଶାପଜିଟିଭ୍ ପକ୍ଷରୁ ଏହାର ଚଣ୍ଡୀଗଡ଼ ଚାପ୍ଟରର ଶୁଭାରମ୍ଭ କରାଯାଇଛି । ଏହି ଚାପ୍ଟର କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡୀଗଡ଼ ସମେତ ପଞ୍ଜାବ, ହରିୟାନା ଓ ହିମାଚଳ ପ୍ରଦେଶ ପାଇଁ କାମ କରିବ । ଚଣ୍ଡୀଗଡ଼ ସେକ୍ଟର-୩୧ ସ୍ଥିତ ଶ୍ରୀଜଗନ୍ନାଥ…

ଗୀତାଙ୍କ ବଜ୍ର ଶପଥ: ଆଉ ହେବନି ବାଲ୍ୟ ବିବାହ

(ମହିଳା ଦିବସ ଅବସରରରେ ‌ସ୍ୱତନ୍ତ୍ର ଆଲେଖ୍ୟ) ସୋନପୁରର ସୁନବୋହୂ ଗୀତାଞ୍ଜଳି । ଯେବେ ବୟସ ପୂର୍ବରୁ କିଏ ସିନ୍ଦୁର ପିନ୍ଧେ । ଯେବେ ସମୟ ପୂର୍ବରୁ କାହାର ସାହାନାଈ ବାଜେ । ଯେବେ କଅଁଳ ହାତରେ ହାତଘଣ୍ଟି ପଡ଼େ । ଗୀତାଞ୍ଜଳିଙ୍କ ମନ ଅଥୟ ହୋଇଯାଏ । ସଂସାରକୁ ବୁଝିବା ପୂର୍ବରୁ ଘରସଂସାର…

ବସ୍ତି ପାଇଁ ବବିତା ଦିଦି…

(ମହିଳା ଦିବସ ଅବସରରରେ ‌ସ୍ୱତନ୍ତ୍ର ଆଲେଖ୍ୟ) ଭୁବନେଶ୍ୱର: ସେ ସାଜିଛନ୍ତି ବସ୍ତିର ବିଦ୍ୟାଦାତ୍ରୀ, ସେ ପୁଣି ବନିଛନ୍ତି ସେବାର ଦେବୀ । ବସ୍ତିବାସିନ୍ଦାଙ୍କ ସୁଖ ଦୁଃଖର ସାଥୀ ହୋଇଛନ୍ତି ବବିତା ଦିଦି । ଭୁବନେଶ୍ୱରର ବିଭିନ୍ନ ବସ୍ତି ଲୋକଙ୍କ ପାଇଁ ଆଗ ଡାକରା ନାଁ ବବିତା । ସେ…

‘ଚୁଜ୍ ଟୁ ଚ୍ୟାଲେଂଜ’ ଥିମ୍ କୁ ନେଇ ଚଳିତ ବର୍ଷ ପାଳନ ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ

ଭୁବନେଶ୍ୱର: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ୧୯୭୫ ମସିହାରୁ ଜାତିସଂଘ ଆନୁକୂଲ୍ୟରେ ଆଜିର ଦିନକୁ ମହିଳା ଦିବସ ରୂପେ ପାଳନ ହୋଇଆସୁଛି । ଚଳିତ ବର୍ଷର ଥିମ୍ ରହିଛି 'ଚୁଜ୍ ଟୁ ଚ୍ୟାଲେଂଜ' । ମହିଳାଙ୍କୁ ସମ୍ମାନ, ଲିଙ୍ଗଗତ ବୈଷମ୍ୟ ଦୂରୀକରଣ ତଥା ସେମାନଙ୍କ ରାଜନୀତିକ, ସାମାଜିକ ଓ ଆର୍ଥିକ…