Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗ୍ଲୋବାଲ୍‍ ୱେଷ୍ଟର୍ଣ୍ଣ ଓଡ଼ିଶା ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ

ଭୁବନେଶ୍ୱର: ନାରୀ ଶାନ୍ତି, ମୈତ୍ରୀ, ପ୍ରୀତି, ଶକ୍ତି ଓ ସମୃଦ୍ଧିର ଓଜସ୍ୱିନୀ ଉତ୍ସ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି । ମହିଳାଙ୍କୁ ସଠିକ ସୁବିଧା, ସୁଯୋଗ ଓ ସାକାରାତ୍ମକ ସମର୍ଥନ ମିଳେ ତେବେ ସମାଜରେ ଶ୍ରେଷ୍ଠତ୍ୱ ହାସଲ କରିବା ସେମାନଙ୍କ ପକ୍ଷରେ ସହଜସାଧ୍ୟ ବ୍ୟାପାର…

ଓସାକ୍ସରେ ପାଳିତ ହେଲା ଅନ୍ତର୍ଜାତୀୟ ମହିଳା ଦିବସ

ଭୁବନେଶ୍ୱର: ସୁସ୍ଥ ସମାଜ ଗଠନ କ୍ଷେତ୍ରରେ ମହିଳାମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନାରୀମାନଙ୍କ ଭିତରେ ଥିବା ସୁପ୍ତ ଶକ୍ତିକୁ ଜାଗ୍ରତ କରି ଏକ ଶକ୍ତିଶାଳୀ ଓ ବଳିଷ୍ଠ ସମାଜ ଗଠନ କରିବା ପାଇଁ ଆହୁରି ଅଧିକ ପ୍ରୟାସର ଆବଶ୍ୟକତା ରହିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର…

ଓଲିଉଡକୁ ଫେରିଲେ ଆର୍ଯ୍ୟନ୍

ଭୁବନେଶ୍ୱର: ଫିଲ୍ମ “ଯୋଗୀ”ରେ ସାଜିଥିଲେ ମୁଖ୍ୟ ନାୟକ । ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ ବି କରିଥିଲେ । ହେଲେ ହଠାତ୍ କୌଣସି କାରଣ ପାଇଁ ଓଡିଆ ଚଳଚ୍ଚିତ୍ର ଦୁନିଆରୁ ଉଭାନ୍ ହୋଇଯାଇଥିଲେ । ତେବେ ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ପୁଣିଥରେ ସେ ଓଲିଉଡକୁ ଫେରିଛନ୍ତି । ଏଠି ଆମେ ଅନ୍ୟ କାହା କଥା…

୨୧ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି, କୋଣାର୍କ ବୁଲିବା ସହ ରାଉରକେଲା ଏନ୍ଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ କୋବିନ୍ଦ

ଭୁବନେଶ୍ବର: ମାର୍ଚ୍ଚ ୨୧ ତାରିଖରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ଗସ୍ତରେ ଆସିବେ । ୨୨ ତାରିଖରେ ସେ କୋଣାର୍କ ଯିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ଭାରତୀୟ ତୈଳ ନିଗମ ପକ୍ଷରୁ କୋଣାର୍କରେ ନିର୍ମିତ ବ୍ୟାଖ୍ୟାନମାଳା ପରିଦର୍ଶନ କରିବେ ।…

ଶିମିଳିପାଳ ଜଙ୍ଗଲରେ ନିଆଁକୁ ଆୟତ୍ତ କରୁଛନ୍ତି ସରକାର: ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ 

ମୟୂରଭଞ୍ଜ: ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ଘଟଣା । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ନିଆଁକୁ ଆୟତ୍ତ କରୁଛନ୍ତି ସରକାର । ଫେବ୍ରୁଆରୀ ୧୫ରୁ ଜୁନ୍ ୧୫ ଯାଏଁ ଥିବା ସମୟକୁ ଅଗ୍ନି ଋତୁ ବୋଲି କୁହାଯାଏ । ଏହି ସମୟରେ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥାଏ । ଆଉ ଏହାକୁ…

ସରିଲା ମହୁରତ, ଆରମ୍ଭ ହେବ “ମନ ବୁଝେନା ଇସ୍କ ବିନା”ର ସୁଟିଂ

ଭୁବନେଶ୍ୱର: ପ୍ରେମ ପାଇଁ ମନ ବୁଝୁନି । ପ୍ରେମ ବିନା ବଂଚି ହେଉନି । କିଛି ଏପରି କେମିଷ୍ଟ୍ରି ନେଇ ଖୁବଶୀଘ୍ର ଓଲିଉଡ ପରଦାକୁ ଆସିବେ କ୍ରିଷ୍ଣା, ମନୋଜ, କରନ, ବର୍ଷା ଓ ଲକ୍ଷ୍ମୀପ୍ରିୟା । ଖୁବଶୀଘ୍ର ଏହି କଳାକାରଙ୍କୁ ମୁଖ୍ୟ ଭୂମିକାରେ ନେଇ ନିର୍ମାଣ ହେବାକୁ ଯାଉଛି ଫିଲ୍ମ “ମନ ବୁଝେନା…

ଜଙ୍ଗଲ ନିଆଁ ଆୟତ୍ତ ପାଇଁ ୯ ଜଣିଆ ଟାକ୍ସ ଫୋର୍ସ କମିଟି ଗଠନ କଲେ ରାଜ୍ୟ ସରକାର 

ଭୁବନେଶ୍ବର: ଜଙ୍ଗଲ ନିଆଁକୁ ଆୟତ୍ତ ପାଇଁ ଆକ୍ସନ ମୋଡରେ ରାଜ୍ୟ ସରକାର  । ନିଆଁ ଆୟତ୍ତ ପାଇଁ ଟାସ୍କ ଫୋର୍ସ ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୯ ଜଣିଆ କମିଟି ଗଠନ କରିଛନ୍ତି ସରକାର । କମିଟିର ନାଁ ରହିଛି ‘ଫରେଷ୍ଟ ଫାୟାର ମ୍ୟାନେଜମେଣ୍ଟ’ । ଏହାର ମୁଖ୍ୟ ଭାବେ ଆଜିଠୁ…

ଜାତୀୟ ସାଇକେଲ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଲେ ଓଡ଼ିଶା ଝିଅ ଶ୍ୱାତୀ

ଭୁବନେଶ୍ୱର: ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ରାଉରକେଲା ଝିଅ ଶ୍ବାତୀ ସିଂ। ମୁମ୍ବାଇରେ ଅନୁଷ୍ଠିତ ୩୫ ତମ ଜାତୀୟ ସଡକ ସାଇକେଲ ଚାମ୍ପିୟନସିପ୍‌ରେ ମହିଳା ବର୍ଗ ଅଧୀନରେ ୬୦ କିଲୋମିଟର ରୋଡ୍ ମାସ୍ ଷ୍ଟାର୍ଟରେ ଓଡିଶାର ଶ୍ବାତୀ ସିଂ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମାର୍ଚ୍ଚ ୫ ତାରିଖରୁ…

ନୂଆପଡ଼ାର ରତ୍ନ ଯଶୋଦା: ୧୬ବର୍ଷ ବୟସରୁ ବାଲ୍ୟ ବିବାହ ବିରୋଧରେ ସାଜିଛନ୍ତି ବାର୍ତ୍ତା ବାହକ

ନୂଆପଡ଼ା: ଯଶୋଦା ପାଣ୍ଡେ । ବୟସ ୨୧ବର୍ଷ । ଘର ନୂଆପଡ଼ା ଜିଲ୍ଲାରେ । ଛତିଶଗଡ଼ ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ମାଓ ଇଲାକାର ହଳଦୀ ଗାଁର ଝିଅ ଯଶୋଦା । ତାଙ୍କୁ ନେଇ ଏବେ ରାଜ୍ୟରେ ଚର୍ଚ୍ଚା । ବାଲ୍ୟ ବିବାହ ବିରୋଧରେ ସ୍ୱର ଉଠାଇ ପ୍ରେରଣାର ଉତ୍ସ ପାଲଟିଛନ୍ତି । ନିଜ ଜିଲ୍ଲାରେ ୮୦ଟି ବାଲ୍ୟ…

କଟକ ବଡ଼ ମେଡିକାଲ ଛାତରୁ ଖସିଲା ଫ୍ୟାନ୍, ମହିଳା ରୋଗୀ ଆହତ

କଟକ: ବଡ଼ ମେଡିକାଲ ଛାତରୁ ଖସିଲା ଫ୍ୟାନ୍ । ଜଣେ ରୋଗୀ ଆହତ ହୋଇଛନ୍ତି । କଟକ ଏସସିବି ସର୍ଜରୀ ଓ୍ୱାର୍ଡରେ ଏହି ଘଟଣା ଘଟିଛି । ଫ୍ୟାନଟି ଛିଣ୍ଡି ଜଣେ ମହିଳା ରୋଗୀଙ୍କ ଉପରେ ଖସି ପଡ଼ିଥିଲା । ଏଥିରେ ମହିଳା ଗୁରୁତର ହୋଇଛନ୍ତି । ଏହାପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ମହିଳା…