Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ଚିହ୍ନଟ ହେଲେ ୯୭ ନୂଆ କରୋନା ଆକ୍ରାନ୍ତ, ୯ ଫେବୃଆରୀ ପରେ ଗୋଟିଏ ଦିନରେ ସର୍ବାଧିକ ପଜିଟିଭ ସୂଚନା 

ଭୁବନେଶ୍ବର: କରୋନା ମହାମାରୀର ନୂଆ ଷ୍ଟ୍ରେନ୍ ଚିନ୍ତା ବଢ଼ାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୭୪୪୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା…

ଦୁଇ ଦିନରେ ରାଜ୍ୟରେ ଟିକା ନେଲେଣି ୩୩ହଜାର ୩୧୫ ଜଣ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ତୃତୀୟ ପର୍ୟ୍ୟାୟ ଟିକାରଣ । ଏବେ ବୟସ୍କ ବ୍ୟକ୍ତଙ୍କୁ ଟିକା ଦିଆଯାଉଛି । ଦୁଇ ଦିନରେ ରାଜ୍ୟରେ ୩୩ହଜାର ୩୧୫ ଜଣ ଟିକା ନେଇଛନ୍ତି । ଗତକାଲି ୬୦ ବର୍ଷରୁ ଅଧିକ ୨୦ହଜାର ୯୫୨ ଜଣଙ୍କର ଟିକା ନେଇଛନ୍ତି । ବହୁବିଧ ରୋଗରେ ପୀଡ଼ିତ ୪୫ରୁ ୫୯ ବର୍ଷ ଭିତରେ ୭୭୪…

ଦେଖନ୍ତୁ ସବ୍ୟର୍ଚ୍ଚିତାଙ୍କ ବିବାହ ଭିଡିଓ

ଭୁବନେଶ୍ୱର: ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ସାମ୍ନାକୁ ଆସିଲା ଅଭିନେତା ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁଙ୍କ ବିବାହର ଭିଡିଓ । ବେଶ କିଛି ଦିନ ଧରି ଓଲିଉଡର ଏହି ସେଲିବ୍ରିଟିଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଚର୍ଚ୍ଚାକୁ ଦେଖି ଶେଷରେ ନିଜ ବିବାହ ସମୟର ଭିଡିଓକୁ…

ବିଷଧର ନାଗକୁ ପାଣି ପିଆଇଲା ବିଷ ହୀନ ବାଲି ବୋଆ

ଯାଜପୁର: ସାପ-ସାପ ମଧ୍ୟରେ ଲଢ଼େଇ । ବଡ଼ଚଣା ଥାନା ଅନ୍ତର୍ଗତ କୁଳହରିପୁର ଗାଁରେ ସାପ-ସାପ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିଛି । ରାସ୍ତା କଡ଼ରେ ୨ଟି ସାପ ପରସ୍ପରକୁ ଆକ୍ରମଣ କରିଥିରେ । ଗୋଟିଏ ୪ ଫୁଟ୍ ଲମ୍ବର ନାଗ ସାପ ଅନ୍ୟ ଏକ ଛୋଟ କମନ ସ୍ୟାଣ୍ଡ ବୋଆ ବା ବାଲି ବୋଆ ସାପକୁ କାମୁଡ଼ି…

ବିବନକୁ ଚିହ୍ନଟ କରିବେ ଅଞ୍ଜନା, ଆଉ କିଛି ସମୟ ପରେ ଝାରପଡ଼ା ଜେଲରେ ଟିଆଇ ପରେଡ୍

ଭୁବନେଶ୍ୱର: ୨୨ବର୍ଷ ପରେ ଗଣଦୁଷ୍କର୍ମର ମାଷ୍ଟରମାଇଣ୍ଡକୁ ଚିହ୍ନଟ କରିବେ ଅଞ୍ଜନା ମିଶ୍ର । ମୁଖ୍ୟ ଅଭିଯୁକ୍ତ ବିବନକୁ ଚିହ୍ନିବେ ଅଭିଯୋଗକାରିଣୀ । ଆଉ କିଛି ସମୟ ପରେ ଭୁବନେଶ୍ୱର ଝାରପଡ଼ା ଜେଲରେ ବିବନର ହେବ ଟିଆଇ ପରେଡ । ଏଥିପାଇଁ ଗତକାଲି ସିବିଆଇକୁ ଅନୁମତି ଦେଇଥିଲେ ସିବିଆଇ ସେସ୍ପାଲ୍…

ତାତିରୁ କିଛିଟା ଆଶ୍ୱସ୍ତି, ୬ରୁ ପୁଣି ବଢିବ

ଭୁବନେଶ୍ୱର: କମିଲା ତାତି। ହାଲୁକା ଗରମ କମିଛି । ଅଧିକାଂଶ ସ୍ଥାନରେ ପାରଦ ସାମାନ୍ୟ କମିଛି । ବିଶେଷ କରି ଉତ୍ତପ୍ତ ପିଣ୍ଡ ପାଲଟିଯାଇଥିବା ଭୁବନେଶ୍ୱର ୪ ଦିନ ପରେ ୪୦ ଡିଗ୍ରୀ ସେଲସିୟସ୍‌ ତଳକୁ ଖସିଛି । ଆସନ୍ତା ୩/୪ ଦିନ ଏମିତି ରହିବ । ୬ରୁ ତାତି ଆହୁରି ବଢ଼ିବ ବୋଲି ଅନୁମାନ କରିଛି…

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୪ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: ଆଜି ଫାଲଗୁନ୍ କୃଷ୍ଣ ପଞ୍ଚମୀ ତିଥି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ୪ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର । ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଦତ୍ତ ମହାପାତ୍ର ସେବାୟତମାନେ…

ଶିମିଳିପାଳରେ କେମିତି ଲାଗିଲା ନିଆଁ: ଅନୁଧ୍ୟାନ କରି କାଲି ସୁଦ୍ଧା ରିପୋର୍ଟ ଦେବେ ପିସିସିଏଫ୍ ଓ୍ୱାଇଲ୍ଡ ଲାଇଫ୍

ଭୁବନେଶ୍ୱର: ତିନି ଦିନ ହେବ ଜଳୁଛି ଶିମିଳିପାଳ । ନିଆଁ ଲାଗି ଜଙ୍ଗଲର ବିସ୍ତୃତ ଅଞ୍ଚଳ ଛାରଖାର । କେମିତି ଲାଗିଲା ନିଆଁ, ସେନେଇ ଅନୁଧ୍ୟାନ ଜାରି ରହିଛି । ଶିମିଳିପାଳକୁ ଗୋଟିଏ ଟିମ୍ ପଠାଯାଇଛି । ପିସିସିଏଫ୍ ଓ୍ୱାଇଲ୍ଡ ଲାଇଫ ସେଠାକୁ ଯାଇଛନ୍ତି । ଏହି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ…

ବିବାହ ଭୋଜି ଖାଇ ୫୦ରୁ ଅଧିକ ଅସୁସ୍ଥ

ନବରଙ୍ଗପୁର: ଉମରକୋଟ ବ୍ଲକ ତୋହରା ଗାଁରେ ବିବାହ ଭୋଜି ଖାଇ ଏକାଧିକ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି । ମଙ୍ଗଳବାର ଗାଁରେ ଏକକାଳୀନ ୫ରୁ ୬ ଗୋଟି ବିବାହ ଭୋଜି ଆୟୋଜନ ହୋଇଥିଲା । ବିବାହରେ ଗ୍ରାମବାସୀ ସହଯୋଗ କରିବା ସହ ଭୋଜି ଖାଇଥିଲେ । ଭୋଜି ଖାଇବା ପରେ ଗାଁର ପ୍ରାୟ ୫୦ ଜଣ ଅସୁସ୍ଥ ହୋଇ…

ବିଜୁ ବାବୁଙ୍କ ଜୟନ୍ତୀରେ ସାଇକେଲ୍ ଶୋଭାଯାତ୍ରା: କଟକ ଆନନ୍ଦଭବନରୁ ଯିବ ଭୁବନେଶ୍ୱର ଏୟାରପୋର୍ଟ

ଭୁବନେଶ୍ୱର: ଆସନ୍ତା ୫ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ଏହି ଦିନକୁ ପଞ୍ଚାୟତିରାଜ ଦିବସ ଭାବରେ ପାଳନ କରାଯାଉଛି । ଏହି ଅବସରରେ ବିଜେଡି ପକ୍ଷରୁ ଏକ ସାଇକେଲ ଶୋଭାଯାତ୍ରାର ଆୟୋଜନ କରାଯିବ । କଟକ ଆନନ୍ଦଭବନରୁ ଭୁବନେଶ୍ୱର ବିମାନବନ୍ଦର ଯାଏ ସାଇକେଲ ରାଲି…