Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଜୁ ବାବୁଙ୍କ ଜୟନ୍ତୀରେ ସାଇକେଲ୍ ଶୋଭାଯାତ୍ରା: କଟକ ଆନନ୍ଦଭବନରୁ ଯିବ ଭୁବନେଶ୍ୱର ଏୟାରପୋର୍ଟ

ଭୁବନେଶ୍ୱର: ଆସନ୍ତା ୫ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ଏହି ଦିନକୁ ପଞ୍ଚାୟତିରାଜ ଦିବସ ଭାବରେ ପାଳନ କରାଯାଉଛି । ଏହି ଅବସରରେ ବିଜେଡି ପକ୍ଷରୁ ଏକ ସାଇକେଲ ଶୋଭାଯାତ୍ରାର ଆୟୋଜନ କରାଯିବ । କଟକ ଆନନ୍ଦଭବନରୁ ଭୁବନେଶ୍ୱର ବିମାନବନ୍ଦର ଯାଏ ସାଇକେଲ ରାଲି…

ବନ୍ଧୁକ ମୁନରେ ଜଳେଶ୍ୱରର ଯୁବକ ପଣବନ୍ଦୀ

ସୋର: ୮ ଲକ୍ଷ ଟଙ୍କା ଦିଅ… ସ୍ୱାମୀକୁ ମୁକୁଳାଇ ନିଅ । ବାଲେଶ୍ୱର ଜିଲ୍ଲା ସୋର ଥାନା କେଶପୁର ଗାଁର ତାପସ ମହାନ୍ତିଙ୍କୁ କିଛି ଦୁର୍ବୃତ୍ତ ପଣବନ୍ଦୀ କରି ରଖି ୮ ଲକ୍ଷ ଟଙ୍କା ଦାବି କରିଛନ୍ତି । ଏନେଇ ଏକ ଭିଡିଓ ତାପସଙ୍କ ସ୍ତ୍ରୀ ସୁକାନ୍ତିଙ୍କ ମୋବାଇଲକୁ ପଠାଇଛନ୍ତି ଅପହରଣକାରୀ । ଭିଡିଓରେ…

ଘରୁ କାର୍ ଡିଲରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀରେ ଜଣେ କାର୍ ଡିଲର ଆତ୍ମହତ୍ୟା କରିଛନ୍ତି । ଭୁବନେଶ୍ୱର ଖାରବେଳ ନଗର ସ୍ଥିତ ତାଙ୍କ ବାସଭବନରୁ ମଙ୍ଗଳବାର ମିଳିଛି । ମୃତକ ଭିକି ହରୀଶ ପୁରୀ ବୋଲି ଜଣାପଡ଼ିଛି । କାର୍ ଡିଲର ଭିକି ହରୀଶ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ପୋଲିସ ଅନୁସାରେ, ଭିକି…

ବାହାଘର ଦିନ ସବ୍ୟସାଚୀଙ୍କୁ କାହିଁକି ଅପେକ୍ଷା କରେଇଲେ ଅର୍ଚ୍ଚିତା….ଜାଣନ୍ତୁ

ଭୁବନେଶ୍ବର : ଓଲିଉଡର ଚର୍ଚ୍ଚିତ ଯୋଡି ସବ୍ୟାର୍ଚ୍ଚିତା ବିବାହ କରିଛନ୍ତି । ସୋମବାର ରାଜସ୍ଥାନର ଏକ ଦୁର୍ଗରେ ପରିବାର ସଦସ୍ୟ ଓ ଅଳ୍ପ ସଂଖ୍ୟକ ଅତିଥିଙ୍କ ମଧ୍ୟରେ ସେମାନଙ୍କ ବିବାହ ଅନୁଷ୍ଠିତ ହୋଇଛି । ସୋସିଆଲ ମିଡିଆରେ ସବ୍ୟାର୍ଚ୍ଚିତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଗତକାଲି…

ସମ୍ବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ୩ ମୃତ, ଜଣେ ଗୁରୁତର

ସମ୍ବଲପୁର: ସମ୍ବଲପୁର ଅଇଁଠାପାଲି ଥାନା ବରେଇପାଲି ଅଂଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଟ୍ରକ୍ ଧକ୍କାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହାତ ହୋଇଥିବା ଜଣାପଡିଛି । ବିଳମ୍ବିତ ରାତ୍ରିରେ ସମ୍ବଲପୁରରୁ ବୁର୍ଲା ପଟକୁ ଦୁଇଟି ବାଇକରେ ୪ ଜଣ ଯୁବକ ଯାଉଥିଲେ ।…

ଶିମିଳିପାଳରେ ନିଆଁ ବ୍ୟାପିବା ଘଟଣା: ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ…

ଆଦିଲ୍ଲୀ: ଶିମିଳିପାଳ ଅଭୟାରଣ୍ୟ ଜଙ୍ଗଲରେ ନିଆଁ ଲାଗିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର। ଏଥି ସହ ଏ ନେଇ ରିପୋର୍ଟ ଦେବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । Mayurbhanj had…

ଭିଜିଲାନ୍ସ ଜାଲରେ ଫସିଲେ ଶିକ୍ଷକ

ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଣେ ଶିକ୍ଷକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଶିକ୍ଷକ ସନ୍ତୋଷ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଶିକ୍ଷକଙ୍କ ସୁବର୍ଣ୍ଣପୁର ସ୍ଥିତ ବାସଭବନ ସମେତ ସମ୍ବଲପୁର ଜିଲ୍ଲାର ବିଭିନ୍ନ…

୩୦ ଲକ୍ଷ ଟଙ୍କା ପ୍ୟାକେଜରେ ନିଯୁକ୍ତି ସୁଯୋଗ ପାଇଲେ ସୋଆ ଛାତ୍ରଛାତ୍ରୀ

ଭୁବନେଶ୍ୱର; ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ୨୦୨୧ ବ୍ୟାଚର ୮୫ ପ୍ରତିଶତ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ପାଇଛନ୍ତି। ଶିକ୍ଷା ବ୍ୟବସ୍ଥା ଉପରେ କୋଭିଡ ମହାମାରୀ ପ୍ରଭାବ ପଡ଼ିଥିବା ବେଳେ ଛାତ୍ରଛାତ୍ରୀଙ୍କୁ…

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ମୁଖ୍ୟ ଅଭିଯୁକ୍ତ ବିବନକୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ, କାଲି ହେବ ଟିଆଇ…

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ । ଆସନ୍ତା ୪ ଓ ୫ ତାରିଖ ଦୁଇ ଦିନ ପାଇଁ ରିମାଣ୍ଡ ପ୍ରଦାନ କରିଛନ୍ତି ସ୍ପେଶାଲ ସିଜେଏମ ସିବିଆଇ କୋର୍ଟ । ବିବନକୁ ୫ ଦିନିଆ ରିମାଣ୍ଡ ପାଇଁ ଭୁବନେଶ୍ବର…

ଫେବୃଆରୀ ମାସରେ ପାର୍ସଲ ବୋଝେଇରେ ଭୁବନେଶ୍ୱର ଷ୍ଟେସନର ୧୬.୯୮% ଅଭିବୃଦ୍ଧି

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନ ୨୦୨୧ ଫେବୃଆରୀ ମାସରେ ପ୍ରାୟ ୧୩୫୮.୪ ଟନ୍ ପାର୍ସଲ ପରିବହନ କରିଛି ଯାହାକି  ୨୦୨୦ ଫେବୃଆରୀ ମାସ ତୁଳନାରେ ୧୬.୯୮% ରହିଛି। ଗତ ବର୍ଷ ଠାରୁ ପ୍ରାୟ ୧୯୭.୨ ଟନ୍ ଅଧିକ ପାର୍ସଲ ପରିବହନ କରିପାରିଛି। ଫେବୃଆରୀ, ୨୦୨୦ ରେ ଭୁବନେଶ୍ୱର ଷ୍ଟେସନ ୧୧୬୧.୨…