Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗ୍ରାହକଙ୍କ ପାଇଁ ନୂଆ ସେବା ଶୁଭାରମ୍ଭ କଲା ଟାଟା ପାୱାର ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ସ୍ଥାପିତ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ ଆଜି ଓଡ଼ିଶାର ଗ୍ରାହକମାନଙ୍କ ପାଇଁ ଡିମାଣ୍ଡ୍ ସାଇଡ୍ ମ୍ୟାନେଜମେଂଟ୍ (ଚାହିଦା ପାଶ୍ୱର୍ ପରିଚାଳନା) (ଡିଏସ୍‌ଏମ୍‌) ଅଭିଯାନର ଅଂଶ ସ୍ୱରୂପ ମୂଲ୍ୟ ଯୁକ୍ତ…

ଶ୍ରୀକ୍ଷେତ୍ର ଓ ଏକାମ୍ର ବିକାଶ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା

ଭୁବନେଶ୍ବର : ଶ୍ରୀକ୍ଷେତ୍ର ପୁରୀ ଓ ଏକାମ୍ର କ୍ଷେତ୍ରର ବିକାଶ ପ୍ରକଳ୍ପକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଅପରାଜିତା । ଚିଠିରେ ଅପରାଜିତା ଦର୍ଶାଇଛନ୍ତି ଯେ, ପୁରୀରେ ଐତିହ୍ୟର ବିକାଶ ନାଁରେ…

କରୋନା ଯୋଗୁଁ ବୁର୍ଲା ଭିସୁଟରେ ହେବାକୁ ଥିବା ସମସ୍ତ ଅଫଲାଇନ୍ ପରୀକ୍ଷା ବାତିଲ୍

ସମ୍ବଲପୁର : ବୁର୍ଲା ଭିସୁଟରେ ୨୯ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ପରେ ଆଗୁଆ ପଦକ୍ଷେପ ନେଇଛି ପ୍ରଶାସନ । ବୁର୍ଲା ଭିସୁଟରେ କଣ୍ଟେନମେଣ୍ଟ ଘୋଷଣା ପରେ ସମସ୍ତ ଅଫଲାଇନ୍ ପରୀକ୍ଷାକୁ ବାତିଲ୍ କରି ଦିଆଯାଇଛି । ଆସନ୍ତାକାଲି ଠାରୁ ବିଶ୍ୱବିଦ୍ୟାଳୟର ଶେଷ ବର୍ଷ ଛାତ୍ରଛାତ୍ରୀଙ୍କର…

ତାତି କଲାଣି କଲବଲ, ଆଜି ଅନୁଗୁଳ ସବୁଠୁ ଉତ୍ତପ୍ତ

ଭୁବନେଶ୍ବର : ଏବେଠୁ ତାତି ଭାଙ୍ଗିଲାଣି ରେକର୍ଡ । ପାରଦ ବଢ଼ିବା ସହ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଗତ ୪ ଦିନ ହେଲା ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର ଥିବା ବେଳେ, ଆଜି ଅନୁଗୁଳରେ ପାରଦ ଡେଇଁଛି ୪୦ ଡିଗ୍ରୀ । ୪୦.୧ ଡିଗ୍ରୀ ତାପମାତ୍ରା ସହ ଆଜି ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହରରେ…

ଆସନ୍ତାକାଲି କୋରାପୁଟ ଜିଲ୍ଲାର ୨୫ଟି କେନ୍ଦ୍ରରେ ହେବ ଟିକାକରଣ

କୋରାପୁଟ : ଆସନ୍ତାକାଲି ରାଜ୍ୟରେ ବୟସ୍କଙ୍କୁ ଦିଆଯିବ ଟିକା । ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି । ତେବେ ବିବାଦୀୟ କୋରାପୁଟର କୋଟିଆ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ । ପ୍ରଶାସନ ପକ୍ଷରୁ ଆସନ୍ତକାଲି କୋଟିଆସ୍ଥିତ ନୂଆ ହସ୍ପିଟାଲରେ ବରିଷ୍ଠ ନାଗରିକଙ୍କୁ…

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୫୨ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ମହାମାରୀ ଭିତରେ ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୫୨ ଆକ୍ରାନ୍ତ । ସୁସ୍ଥ ହେବା ପରେ ଏମାନଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ସମ୍ବଲପୁରରୁ ସର୍ବାଧିକ ୧୧ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ, ସୁନ୍ଦରଗଡ଼ରୁ ୭ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବଲାଙ୍ଗିରରୁ…

ବାହାଘର ସାମଗ୍ରୀ ଆଣିବା ବେଳେ ଓଲଟିଲା ସବାରୀ, ୬ ଆହତ, ଜଣେ ଗୁରୁତର

ତେଲକୋଇ:କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସ୍ୟାମ ହରାଇ ଓଲଟିଲା ସବାରୀ ଗାଡି । ଦୁର୍ଘଟଣାରେ ୬ ଜଣ ଯାତ୍ରୀ ଆହାତ ହେବା ସହ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଗାଡିଟି ଝିଅ ବାହାଘର ସାମଗ୍ରୀ ନେଇ ଆସୁଥିଲା । ସୂଚନା ଅନୁଯାୟୀ, ବାଂଶପାଳ ବ୍ଲକ ଅଁରା ଗାଁରୁ…

ପଥର ଖାଦାନରେ ବିସ୍ଫୋରଣ, ଜଣେ ମୃତ 

ଝାରସୁଗୁଡା: ପଥର ଖାଦାନରେ ବିସ୍ଫୋରଣ । ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ସେନହାମାଲ ପଥର ଖାଦାନରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବିସ୍ଫୋରଣରେ ବାଦୀମାଲ ଗାଁର ୩୬ ବର୍ଷୀୟ ହରିଶଙ୍କର ଭୋଇଙ୍କ ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଟିଆରଏଲ୍‌ କ୍ରୋସାକୀ ହସ୍ପିଟାଲରେ…

କାଲି ଅର୍ଚ୍ଚିତା-ସବ୍ୟସାଚୀଙ୍କ ବାହାଘର

ଭୁବନେଶ୍ୱର:ରାତି ପାହିଲେ ଓଲିଉଡ୍‌ର ଚୁଲ୍‌ବୁଲି ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ବାହାଘର। ଆସନ୍ତାକାଲି ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ବାହା ହେବେ ଅଭିନେତା ସବ୍ୟସାଚୀ । ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ବାହାଘର ହେବ। ଏନେଇ ସୋସିଆଲ ମିଡିଆରେ ସବ୍ୟସାଚୀ ସୂଚନା ଦେଇଛନ୍ତି। ସବ୍ୟ ଓ…

ପଢନ୍ତୁ ବରଗଡର ବିଲମାଳରୁ ସୁଧୀରଙ୍କ ସଫଳତାର କାହାଣୀ

ବରଗଡ : ସଠିକ ସୂଚନାର ଅଭାବ ଓ ପରାମର୍ଶ ଅଭାବରୁ ଚାଷ କାମରେ ଅନେକ କ୍ଷତିର ସମ୍ମୁଖୀନ ହେଉଥିଲେ ଭଟଲି ବ୍ଲକ ଡୁମାଲପାଲି ଗାଁର ଚାଷୀ ସୁଧୀର ସାହୁ । କିନ୍ତୁ ହଠାତ୍ ଚମତ୍କାର ହେଲା ତାଙ୍କ କ୍ଷେତ୍ରରେ । ଚାଷ କାମରେ ଉପୁଜୁଥିବା ସମସ୍ୟାର ସମାଧାନ ହେଲା, ବେଶ୍ ଦୁଇ ପଇସା ରୋଜଗାର ବି ହେଲା ।…