Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏ ଜାତି ଓଡ଼ିଆ, ଏ ମାଟି ଓଡିଶା… ଓଡ଼ିଆ ଗୀତ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ

ଭୁବନେଶ୍ଵର: ଗୀତ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ । ଷ୍ଟୁଡିଓରେ ମ୍ୟୁଜିକ୍ ତାଳେ ତାଳେ ଓଡିଆ ଗୀତ ଗାଇଛନ୍ତି ରାଜ୍ୟପାଳ। ଏ ଜାତି ଓଡ଼ିଆ, ଏ ମାଟି ଓଡିଶା.. ଓଡିଶାର ମାଟି ପାଣି ପବନ ସହ କଳା ସଂସ୍କୃତି ଓ ଐତିହ୍ୟକୁ ଯୋଡି ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ଦେଶତ୍ମବୋଧକ ସଂଗୀତ । ୧୪ ଜଣ…

ବିଲ ମଝିରୁ ୨ଟି କଟା ଗୋଡ଼ ଉଦ୍ଧାର

ଜଳେଶ୍ୱର: ଜାତୀୟ ରାଜପଥ ପାର୍ଶ୍ୱ ବିଲ ମଝିରେ ପଡ଼ିଛି ୨ଟି କଟା ଗୋଡ଼ । ତେବେ ଏହି ଗୋଡ଼ କାହାର ଜଣାପଡ଼ି ନାହିଁ । ଚାଷ କାମ କରିବାକୁ ଯାଉଥିବା ଲୋକେ କଟା ଗୋଡ଼ ଦେଖି ପୁଲିସକୁ ଖବର ଦେଇଥିଲେ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଜମାଲପୁର ଗାଁରେ ଘଟିଛି ଘଟଣା । ସବୁଦିନ ପରି ଆଜି କିଛି ଲୋକ…

ଡ୍ୟୁଟି ସମୟରେ ମଦ୍ୟପାନ କରିବା ପଡିଲା ମାହାଙ୍ଗା; ନିଲମ୍ବିତ ହେଲେ ୪ ପୋଲିସ କର୍ମଚାରୀ

ଯାଜପୁର: ଡ୍ୟୁଟି ସମୟରେ ମଦ୍ୟପାନ କରିବା ପଡିଲା ମହଙ୍ଗା। ନିଲମ୍ବିତ ହେଲେ ୪ ପୋଲିସ କର୍ମଚାରି। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧିନସ୍ଥ ଜାରକା ଫାଣ୍ଡିର ୪ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ଯାଜପୁର ଏସ.ପି । ସେମାନଙ୍କ ମଧ୍ୟରେ ରହିଛନ୍ତି ୨ ଜଣ କନଷ୍ଟେବଳ ତପନ ଦାସ, ସଞ୍ଜୟ…

ଘୂର୍ଣ୍ଣିଝଡ଼ ଯୋଗୁଁ ଦୁର୍ଘଟଣା ଘଟି ୫ ଯାତ୍ରୀ ଗୁରୁୁତର

କରଞ୍ଜିଆ: ଘୂର୍ଣ୍ଣିଝଡ଼ ଯୋଗୁଁ ଦୁର୍ଘଟଣା । ଘୂର୍ଣ୍ଣିଝଡ଼ ଯୋଗୁଁ ନିଆଁ ଲାଗି ଦ୍ରୁତଗତିରେ ଚାରିଆଡେ ବ୍ୟାପିବା ସହ ଜଙ୍ଗଲରେ ନିଆଁ ଲାଗି ଯାଇଥିଲା । ଧୂଆଁ ଯୋଗୁଁ ରାସ୍ତାରେ ୨ଟି ଅଟୋ ମୁହାଁମୁହିଁ ଧକ୍କା ହୋଇଥିଲା । ଜଙ୍ଗଲର ନିଆ ଛିଟିକି ରାସ୍ତାରେ ଉପରେ ପଡିଥିଲା । ଯାହାଫଳରେ ୫ ଯାତ୍ରୀ…

ଚାଷୀର ସାହାରା କିଏ ? ଟୋକନ୍ ନା ସରକାର

ଭୁବନେଶ୍ୱର: ରାଜ୍ୟର ମଣ୍ଡି ଗୁଡ଼ିକରେ ଧାନ କିଣାକୁ ସୁବ୍ୟବସ୍ଥିତ ସହ ସ୍ୱଚ୍ଛ କରିବାକୁ ସରକାର ଟୋକନ୍ ବ୍ୟବସ୍ଥା ଲାଗୁ କରିଛନ୍ତି । ତଥାପି ସୁଫଳ ମିଳୁନି । ଅଧିକାଂଶ ସ୍ଥାନରେ ମଣ୍ଡି ଗୁଡ଼ିକରେ ବସ୍ତା ବସ୍ତା ଧାନ ସପ୍ତାହ ସପ୍ତାହ ଧରି ପଡ଼ି ରହୁଥିବା ଖବର ଆସୁଛି । କେଉଁଠି ମଣ୍ଡି…

ହୋଣ୍ଡା ଆକ୍ଟିଭାରୁ ନାଗ ସାପ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱରର ଝାଡ଼ପଡା ମହାଦେବ ନଗର ଅଞ୍ଚଳରେ ଏକ ହୋଣ୍ଡା ଆକ୍ଟିଭାରେ ନାଗ ସାପ ବସିଥିବା ନଜରକୁ ଆସିଛି। ସୂଚନା ଅନୁଯାୟୀ ମହାଦେବ ନଗରର ପ୍ଲଟ୍ ନଂ- ୨୬୪ ରୁହନ୍ତି ସ୍ୱରୂପ କୁମାର କର । ସନ୍ଧ୍ୟାରେ ନିଜ ସିଡ଼ି ତଳେ ରଖା ହୋଇଥିବା ହୋଣ୍ଡା ଆକ୍ଟିଭା ସ୍କୁଟର ବାହାର କଲା ବେଳକୁ…

ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟ ଶାସନ ସଚିବ 

କେନ୍ଦୁଝର:ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ । ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ଦୁଇ ଦିନିଆ ଗସ୍ତରେ ଯାଇଛନ୍ତି ସୁରେଶ ଚନ୍ଦ୍ର ମହାପାତ୍ର । ଏହି ସମୟରେ ଜାତୀୟ ରାଜପଥର ସମ୍ପୂର୍ଣ୍ଣିକରଣ, କାନପୁର ବୃହତ ଜଳ ପ୍ରକଳ୍ପ ଯୋଜନା, ମେଡିକାଲ କଲେଜ, ଓ ମେଗା ପାନୀୟ…

ସବୁ ଜିଲ୍ଲାରେ ହେବ ସାଇନ୍ସ ପାର୍କ 

ଭୁବନେଶ୍ବର: ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ସାଇନ୍ସ ପାର୍କ ନିର୍ମାଣ କରାଯିବ । ପ୍ରଥମେ ୨୦ଟି ଜିଲ୍ଲାରେ ପାର୍କ ନିର୍ମାଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ନିର୍ମାଣ ହେବ । ଦ୍ବିତୀୟ ପର୍ଯ୍ୟାୟରେ ଆଉ ୨୦ଟି ଜିଲ୍ଲାରେ ପାର୍କ ନିର୍ମାଣ…

ମାର୍ଚ୍ଚରୁ ଆରମ୍ଭ ହୋଇପାରେ ପ୍ରୟାଗରାଜ-ଭୁବନେଶ୍ୱର ବିମାନ ସେବା

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ମାସରୁ ଭୁବନେଶ୍ୱରରୁ ଉତ୍ତରପ୍ରଦେଶର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ପ୍ରୟାଗରାଜକୁ ବିମାନ ଯୋଗେ ଯାତ୍ରା କରିବାର ସମ୍ଭାବନା ରହିଛି। ସୂଚନା ଅନୁଯାୟୀ, ଇଣ୍ଡିଗୋ ଏୟାରଲାଇନ୍ସ ମାର୍ଚ୍ଚ ୨୮ରୁ ପ୍ରୟାଗରାଜରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବିମାନ ସେବା ଆରମ୍ଭ କରିବାର…

ଆଇଆଇଟି ଭୁବନେଶ୍ୱରକୁ ୟୁନିଭର୍ସିଟି ଅଫ୍ ଦି ଇୟର ପୁରସ୍କାର

ଭୁବନେଶ୍ୱର: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି), ଭୁବନେଶ୍ୱରକୁ FICCI ଦ୍ଵାରା ଆୟୋଜିତ ଉଚ୍ଚଶିକ୍ଷା ଉତ୍କୃଷ୍ଟତା ପୁରସ୍କାର ୨୦୨୧ ସମାରୋହରେ ଶିକ୍ଷାଦାନ ପଦ୍ଧତି ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଦେଶରେ ୧୧ରୁ ୩୦ ବର୍ଷ ଧରି ଶିକ୍ଷାଦାନ କରୁଥିବା…