Latest Odisha News

BREAKING NEWS

Browsing Category

ଓଡିଶା

Odisha

ବୁର୍ଲା ଭିସୁଟ୍ ସଟ୍ ଡାଉନ

ସମ୍ବଲପୁର: ବୁର୍ଲା ଭିସୁଟ୍ ରେ କରୋନା ପଜିଟିଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେଠାରେ ସଟ୍ ଡାଉନ ଘୋଷଣା କରାଯାଇଛି । ଏଠାରେ ୨୯ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷପେ ନିଆଯାଇଛି । ଭିସୁଟ୍‌ର ହଷ୍ଟେଲଗୁଡିକୁ…

କାର ଘଷି ହୋଇ ଯିବାରୁ ବରିଷ୍ଠ ନାଗରିକଙ୍କୁ ମାଡ ଅଭିଯୋଗ, ଜଣେ ଗିରଫ

ଭୁବନେଶ୍ୱର: ପେଟ୍ରୋଲ ପମ୍ପ ନିକଟରେ ପେଟ୍ରୋଲ ପକାଇବା ବେଳେ ଜଣେ ଯୁବକଙ୍କ କାର ମିରର୍ ସହ ଜଣେ ବରିଷ୍ଠ ନାଗରିକଙ୍କ କାର ଘଷି ହୋଇଯିବାରୁ ତୁମୁଳକାଣ୍ଡ । ଯୁବକ ଜଣକ ବରିଷ୍ଠ ନାଗରିକଙ୍କୁ ନିସ୍ତୁକ ମାଡ ମାରିବା ସହ ପାଞ୍ଚ ହଜାର ଟଙ୍କା ଦାବି କରିଥିଲା । ଏୟାରଫିଲ୍ଡ ଥାନାରେ ଅଭିଯୋଗ ପରେ…

ଓଡିଶାରେ ଗ୍ରୀଷ୍ମପ୍ରବାହ; ଲଗାତାର ଚତୁର୍ଥ ଦିନ ପାଇଁ ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ଲଗାତାର କିଛି ଦିନ ଧରି ରାଜଧାନୀ ଭୁବନେଶ୍ବର ଦେଶର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ କଲାଣି। ଖରାର ପ୍ରଖରତା ଅତିଷ୍ଠ କରୁଥିବା ବେଳେ ଏବେଠୁ ଝାଞ୍ଜି ପବନ ବହିବା ଆରମ୍ଭ ହୋଇଗଲାଣି। ବେଶ୍ କିଛି ଦିନ ହେଲା ରାଜଧାନୀର ସର୍ବାଧିକ ତାପମାତ୍ରା ବଢ଼ି ଚାଲିଛି ଓ ସର୍ବନିମ୍ନ…

ବ୍ରହ୍ମପୁରରେ ବୋମାମାଡ଼, ଅଳ୍ପକେ ବର୍ତ୍ତିଲେ ଯୁବକ

ବ୍ରହ୍ମପୁର : ବ୍ରହ୍ମପୁର ବଡ଼ବଜାର ଥାନା ଲକ୍ଷ୍ମୀନୃସିଂହ ସାହି ଚତୁର୍ଥ ଲାଇନରେ ବୋମାମାନ । ଦୁର୍ବୃତ୍ତଙ୍କ ବୋମାମାଡ଼ରେ ଅଳ୍ପକେ ବର୍ତ୍ତିଲେ ଯୁବକ । ୨ଟି ମୋଟର ସାଇକେଲରେ କିଛି ଦୁର୍ବୃତ୍ତ ଆସି ବୋମାମାଡ କରିଥିବା ଜଣାପଡିଛି । ଯୁବକଙ୍କ ଉପରକୁ ବୋମାମାଡ଼ ପରେ ଦୁର୍ବୃତ୍ତମାନେ…

ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର

ଭୁବନେଶ୍ୱର: ଓଡ଼ିଶାରେ ଖରା ତାତି ବୃଦ୍ଧି ପାଉଥିବା ବେଳେ ଶନିବାର ଦିନ ସବୁଠାରୁ ଅଧିକ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର (୪୦.୬ ଡିଗ୍ରୀ)। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଭୁବନେଶ୍ୱର ବ୍ୟତୀତ ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ,…

ରାଜ୍ୟରେ ସୁସ୍ଥ ହେଲେ ଆଉ ୫୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନାର ଦ୍ବିତୀୟ ଲହରକୁ ନେଇ ଦେଶରେ ଚିନ୍ତା ବଢୁଥିବା ବେଳେ, ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୫୬ ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ସୁନ୍ଦରଗଡ଼ରୁ ସର୍ବାଧିକ ୧୦ ଜଣ ସୁସ୍ଥ ହୋଇଥିବା ବେଳେ, ବରଗଡ଼ରୁ ୭ ଜଣ ସୁସ୍ଥ ହୋଇ ଘରକୁ…

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଗଜପତି ମହାରାଜା

ପୁରୀ : ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଗୃହୀତ ହୋଇଛି । ଦଳ ମତ ନିର୍ବିଶେଷରେ ଏହାକୁ ସମସ୍ତେ ସମର୍ଥନ ଜଣାଇଚନ୍ତି । ତେବେ ଏନେଇ ଗଜପତି ମହାରାଜ ଦିବ୍ୟସିଂହ ଦେବ ସମସ୍ତ ବିଧାୟକଙ୍କ ନିକଟରେ କୃତଜ୍ଞ ବୋଲି କହିଛନ୍ତି । ଯୋଜନା ସର୍ବସମ୍ମତିକ କ୍ରମେ ପାରିତ ହୋଇଥିବାରୁ…

କରୋନାରେ ଏବେ ସୁଦ୍ଧା ୪୮ ପୋଲିସ କର୍ମୀଙ୍କ ମୃତ୍ୟୁ: ମନ୍ତ୍ରୀ

ଭୁବନେଶ୍ୱର: କରୋନାରେ ଆଜି ପର୍ଯ୍ୟନ୍ତ ମୋଟ ୪୮ ଜଣ ପୋଲିସ ମୃତ୍ୟୁ ବରଣ କରିଛନ୍ତି ବୋଲି ଶନିବାର ଦିନ ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବିଧାନସଭାରେ କହିଛନ୍ତି। ଶୂନ୍ୟ କାଳରେ ମନ୍ତ୍ରୀ କହିଛନ୍ତି ଯେ କରୋନା ଡ୍ୟୁଟିରେ ନିୟୋଜିତ ୪୮ ଜଣ ପୋଲିସ କର୍ମୀ ମୃତ୍ୟୁବରଣ କରିଥିଲେ। ତେବେ ୧୦୦୨…

୨୫୦ ଟଙ୍କାରେ କରୋନା ଟିକା

ନୂଆଦିଲ୍ଲୀ : ଆସନ୍ତା ସୋମବାରରୁ ସାରା ଦେଶରେ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ । ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ତୃତୀୟ ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଏଥିସହ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ବି ଟିକା ନେବେ । ଯେଉଁମାନେ ବହୁବିଧ…

ଶିଶୁମାନଙ୍କ କ୍ଷେତ୍ରରେ ଉପୁଜୁଥିବା ଫ୍ୟାଟି ଲିଭର ରୋଗ ସମ୍ପର୍କରେ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଶିଶୁମାନଙ୍କ କ୍ଷେତ୍ରରେ ଉପୁଜୁଥିବା ଫ୍ୟାଟି ଲିଭର ରୋଗର କାରଣ, ସମସ୍ୟା ଓ ନିରାକରଣ ସମ୍ପର୍କିତ ଏକ କନ୍‌ଟିନ୍ୟୁଇଙ୍ଗ୍ ମେଡିକାଲ୍ ଏଜୁକେସନ୍ (ସିଏମ୍‌ଇ) କାର‌୍ୟ୍ୟକ୍ରମ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍…