Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭଦ୍ରକ ବାର ଆସୋସିଏସନ ପକ୍ଷରୁ ଵାର୍ଷିକ ସମାରୋହ ଅନୁଷ୍ଠିତ

ଭଦ୍ରକ: ଭଦ୍ରକ ବାର ଆସୋସିଏସନ ପକ୍ଷରୁ ଵାର୍ଷିକ ସମାରୋହ ଅନୁଷ୍ଠିତ ହୋଇଯାଛି । ବାର୍ଷିକ ସମାରୋହ ସହରର ସହିଦ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ଓଡିଶା ଉଚ୍ଚ ନ୍ୟାୟଳୟର ବିଚାରପତି ଜଷ୍ଟିସ ଵିଦ୍ୟୁତ ରଂଞ୍ଜନ ଷଡଙ୍ଗୀ ଓ ଜଷ୍ଟିସ ସଂଜିବ ପାଣିଗ୍ରାହୀ ଯୋଗ ଦେଇଥିଲେ ।…

୮୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ତନ୍ମଧ୍ୟରେ ୩୪ ଲୋକାଲ କେସ୍

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଖସିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮୭ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୫୩ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୪ଟି । ୧୯ ଜିଲ୍ଲା ଓ ଷ୍ଟେଟପୁଲରୁ ଚିହ୍ନଟ ହୋଇଛନ୍ତି…

ସମ୍ବଲପୁର ସର୍କଲ ଜେଲ୍‌ରେ ୨ ସହକର୍ମୀଙ୍କୁ ନିଶାସକ୍ତ ଓ୍ୱାର୍ଡରଙ୍କ ଆକ୍ରମଣ

ସମ୍ବଲପୁର: ସମ୍ବଲପୁର ସର୍କଲ ଜେଲ୍‌ରେ ଜେଲ୍ କର୍ମଚାରୀ ହାତାହାତି ହୋଇଛନ୍ତି । ୨ ସହକର୍ମୀଙ୍କୁ ନିଶାସକ୍ତ ଅବସ୍ଥାରେ ଥିବା ଓ୍ୱାର୍ଡର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ୱାର୍ଡର ଅଶୋକ ଥାଟି ନିଶାସକ୍ତ ଅବସ୍ଥାରେ ଜେଲକୁ ଡ୍ୟୁଟି କରିବାକୁ ଆସିଥିଲେ । ସେ ନିଶାରେ…

ଇକୋ ରିଟ୍ରିଟ୍ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ଆଇପିଏସ୍ ଦମ୍ପତି

ଭୁବନେଶ୍ୱର: ସାତକୋଶିଆ ଇକୋ ରିଟ୍ରିଟରେ ହୋଇଥିବା ଅଗ୍ନିକାଣ୍ଡରୁ ଆଇପିଏସ୍ ଦମ୍ପତି ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଓଡ଼ିଶା ପରିବହନ କମିଶନର ସଞ୍ଜୀବ ପଣ୍ଡା ଓ ତାଙ୍କ ପତ୍ନୀ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଳା ଇକୋ ରିଟ୍ରିଟ୍ ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଛନ୍ତି । ରବିବାର…

ମୋ ସଙ୍ଗୀତ ମାଧ୍ୟମରେ ଓଡିଶାକୁ ନୂଆ ପରିଚୟ ଦେବାକୁ ଚାହୁଁଛି: ନାଜିଆ ଆଲମ୍

ତୁମେ ସଙ୍ଗୀତ କ୍ଷେତ୍ରରେ ବହୁତ ଆଗକୁ ଯିବ । ସଙ୍ଗୀତ ପାଇଁ ତୁମେ ଉତ୍ସର୍ଗୀକୃତ । ଏହାକୁ ଜାରି ରଖିିଥିବ । ଏକ ସଙ୍ଗରେ ଗୋଟିଏ ମଞ୍ଚରେ ସଙ୍ଗୀତ ପରିବେଷଣ ବେଳେ କଣ୍ଠଶିଳ୍ପୀ ନାଜିଆ ଆଲମ୍‌ଙ୍କୁ ଏପରି କିଛି କହିଥିଲେ ଲୋକପ୍ରିୟ ଗାୟକ ମାନ୍ନା ଦେ । ସେଦିନ ମାନ୍ନା ଦେଙ୍କ ସେହି କଥା ଆଜି…

ଶିମିଳିପାଳ ଜଙ୍ଗଲରେ ନିଆଁ, ଦୁଇ ଦିନ ହେଲା ଜଳୁଛି

ବାରିପଦା: ଜଳୁଛି ଶିମିଳିପାଳ । ମୟୂରଭଞ୍ଜ ଜିଲ୍ଲା ପୋଡ଼ାଡିହା ରେଞ୍ଜରେ ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିଛି । ଗତ ଦୁଇ ଦିନ ହେଲା ଜଙ୍ଗଲ ଜଳୁଛି । ଆନନ୍ଦପୁର, ଖଣ୍ଡାଚିରା, ବାଲିନାଲ ପାହାଡ଼ରେ ଲାଗିଛି ନିଆଁ ଫଳରେ ପୋଡ଼ି ନଷ୍ଟ ହେଉଛି ବହୁ ଔଷଧୀୟ ଗଛ। ବହୁ ପଶୁପକ୍ଷୀ ବି ନିଆଁରେ ପୋଡ଼ି…

ସାଂସଦଙ୍କ ବାସଭବନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ

ଅନୁଗୁଳ: ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ବାସଭବନରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ସାଂସଦଙ୍କ ପାଲଲହଡ଼ା ଥାନା ପେଣ୍ଡେରାବସା ସ୍ଥିତ ବାସଭବନରୁ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ତାଲା ଭାଙ୍ଗି ଗୋଟିଏ ଏଲସିଡି ଟିଭି ସମେତ ଅନ୍ୟାନ୍ୟ କିଛି ଜିନିଷ ଚୋରି କରି ନେଇଛନ୍ତି ।…

ଏପ୍ରିଲ ୨୫ରେ ମୁକ୍ତିଲାଭ କରିବ ‘ସହିଦ ରଘୁ ସର୍ଦ୍ଦାର’

ଭୁବନେଶ୍ୱର: ଏପ୍ରିଲ ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ଦେଶପ୍ରେମୀ ଧର୍ମିକ ଓଡ଼ିଆ ଚଳଚ୍ଚିତ୍ର 'ସହିଦ ରଘୁ ସର୍ଦ୍ଦାର'। ଓଡ଼ିଶାର ସ୍ୱାଧୀନତା ଆନ୍ଦୋଳନ ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ଜଣେ ଯୁବ ସ୍ୱାଧୀନତା ସଂଗ୍ରାମୀ ରଘୁ ପଟ୍ଟନାୟକଙ୍କ ଉପରେ ପର୍ଯ୍ୟବେଶିତ। ଯିଏକି…

ବାହାହେଲେ ଏଚଆଇଭି ଆକ୍ରାନ୍ତ, କନ୍ୟାଦାନ କଲେ ଜିଲ୍ଲାପାଳ

ବ୍ରହ୍ମପୁର: ସାତ ଜନମର ସାଥୀ ହେଲେ ସଂକ୍ରମିତ । ଅଗ୍ନିକୁ ସାକ୍ଷୀ ରଖି ଉଭୟ ଏଚଆଇଭି ସଂକ୍ରମିତ ଉଭୟଙ୍କ ହାତ ଧରିଛନ୍ତି । ଏଭଳି ନିଆରା ବିବାହରେ ଜିଲ୍ଲାପାଳ କନ୍ୟାଦାନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ରାଜ୍ୟର ସର୍ବାଧିକ ଏଚଆଇଭି ସଂକ୍ରମିତ ଥିବା ଗଞ୍ଜାମ…

ସାତକୋଶିଆ ଇକୋ ରିଟ୍ରିଟରେ ଲାଗିଲା ନିଆଁ; ଜଳିଗଲା ୩ଟି ଟେଣ୍ଟ

ସାତକୋଶିଆ: ସାତକେୋଶିଆ ଇକୋ ରିଟ୍ରିଟରେ ଘଟିଛି ଅଗ୍ନିକାଣ୍ଡ । ଆଜି ଭୋର ୫ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଆଖିପିଛୁଳାକେ ଜଳି ଯାଇଛି ୩ଟି ଟେଣ୍ଟ । ସୂଚନାନୁସାରେ, ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଛନ୍ତି ଆଇପିଏସ ସଞ୍ଜୀବ ପଣ୍ଡା ଓ ତାଙ୍କ ସହଯୋଗୀ । ଏନେଇ ଆଇପିଏସ ସଞ୍ଜୀବ ପଣ୍ଡା…