Latest Odisha News

BREAKING NEWS

Browsing Category

ଓଡିଶା

Odisha

୭ ଦିନ ହେଲା ନାବାଳିକା ନିଖୋଜ, ପତ୍ତା ପାଉନି ପୋଲିସ: ପ୍ରତିବାଦରେ ଥାନା ଘେରାଉ କଲା ବସ୍ତି ବାସିନ୍ଦା ସୁରକ୍ଷା…

ବୀରମହାରାଜପୁର: ନାବାଳିକା ନିଖୋଜର ୭ ଦିନ ପରେ ବି ମିଳୁନି ପତ୍ତା । ପୋଲିସ ନିଷ୍କ୍ରିୟତାର ପ୍ରତିବାଦରେ ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚ ପକ୍ଷରୁ ବୀରମହାରାଜପୁର ଥାନା ଘେରାଉ କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ମୁର୍ଷୁଣ୍ଢି ଗାଁର ସୁରେନ୍ଦ୍ର…

(ଭିଡିଓ)ନୟାଗଡ ପରୀ ମୃତ୍ୟୁ ମାମଲା: ଦୋଷ ସ୍ୱୀକାର କଲା ଅଭିଯୁକ୍ତ

ଭୁବନେଶ୍ୱର: ନୟାଗଡ ପରୀ ମୃତ୍ୟୁ ମାମଲାରେ ସତ ମାନିଲା ଅଭିଯୁକ୍ତ । ସେ କେମିତି ଓ କାହିଁକି ପରୀକୁ ହତ୍ୟା କରିଥିଲା ତାହାର ପୁରା କଥା ସେ ବର୍ଣ୍ଣନା କରିଛି । ଏ ନେଇ ଏକ ଭିଡିଓ ପୋଲିସ ପ୍ର୍ରସ୍ତୁତ କରିଛି । ଏଥିରେ ଅଭିଯୁକ୍ତ କହିଛି ଯେ ସେ ପରୀକୁ ତଳେ ପକାଇ ତଣ୍ଟି ଚିପି ଦେଇଥିଲା । ଏହା…

ଖଣି ଓ ଧାତବ ଶିଳ୍ପ ଉପରେ ଓଡିଶା ବିଶ୍ବର ଗୁରୁତ୍ବପୂର୍ଣ୍ଣ କେନ୍ଦ୍ର ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶା ଖଣି ନିଗମକୁ ଆବଣ୍ଟିତ ଦୁଇଟି ଖଣି ଗୁଆଳି ଓ ଜିଲ୍‌ଙ୍ଗ ଲାଙ୍ଗଲୋଟା ଲୁହାପଥର ଖଣିର ଉତ୍ପାଦନ କାର୍ଯ୍ୟର ମିଳିତ ଭାବେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ବିଭାଗ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଏହି…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୩ କୋଭିଡ୍ ପଜିଟିଭ୍, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୬୪୬୦

ଭୁବନେଶ୍ବର: ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ…

କରୋନା ନିୟନ୍ତ୍ରଣ ଲାଗି ରାଜ୍ୟ ସରକାରଙ୍କୁ ରାଜ୍ୟପାଳଙ୍କ ପ୍ରଶଂସା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ । ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଗୃହକୁ ସମ୍ବୋଧିତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ । କରୋନା ନିୟନ୍ତ୍ରଣରେ ଥିବାରୁ ରାଜ୍ୟ ସରକାରଙ୍କୁ ରାଜ୍ୟପାଳ ପ୍ରଶଂସା କରିଛନ୍ତି । ମାହାମାରୀର ଭୟାବହତା ନେଇ ଆଗୁଆ ଆକଳନ…

କୋଟିଆ ବିବାଦ, ସୁପ୍ରିମକୋର୍ଟରେ ପକ୍ଷ ରଖିଲେ ଆନ୍ଧ୍ର ସରକାର

ଭୁବନେଶ୍ୱର: ଓଡ଼ିଶାର କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ଓ ନିର୍ବାଚନ । ଏନେଇ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ କୋର୍ଟ ଆନ୍ଧ୍ର ସରକାରଙ୍କୁ ନୋଟିସ୍ ଜାରି କରିଥିଲେ । ଯାହା ଉପରେ ଆନ୍ଧ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । କୋଟିଆରେ ଆନ୍ଧ୍ରର…

ବିଏମ୍‌ସି ଅଫିସ ଘେରିଲେ ବସ୍ତିବାସିନ୍ଦା

ଭୁବନେଶ୍ୱର: ୧୦ ଦଫା ଦାବି ନେଇ ବିଏମ୍‌ସି ଅଫିସ ଘେରିଛନ୍ତି ବସ୍ତିବାସ୍ତିନ୍ଦା । ଖୁବଶୀଘ୍ର ତାଙ୍କ ସମସ୍ୟାର ସମାଧାନ କରିବାକୁ ଦାବି କରିଛି ବସ୍ତି ସୁରକ୍ଷା ମଞ୍ଚ ।  ବସ୍ତି ଥଇଥାନ ପାଇଁ ବିଶାଳ ସମାବେଶ । ସରକାର ବସ୍ତିମୁକ୍ତ ସହର ଘୋଷଣା କରୁଥିବା ବେଳେ ବସ୍ତି ଭାଙ୍ଗି ନୂଆ ନୂଆ…

ଅବସର ନେଲେ କ୍ରିକେଟର ଆଲୋକ ମଙ୍ଗରାଜ

ଭୁବନେଶ୍ୱର: ଓଡିଶା କ୍ରିକେଟର ଡାହାଣହାତୀ ମିଡିୟମ ପେସ୍ ବୋଲର ଆଲୋକ ମଙ୍ଗରାଜ ସମସ୍ତ ଫର୍ମାଟ କ୍ରିକେଟରୁ ଅବସର ଗ୍ରହଣ କରିଛନ୍ତି । ଆଲୋକ ରାଜ୍ୟ କ୍ରିକେଟ ସହ ପ୍ରାୟ ୧୩ ବର୍ଷ ହେଲା ଯୋଡି ହୋଇ ରହିଛନ୍ତି । ୨୦୧୧ରେ ମୋହାଲିରେ ସେ ପଂଜାବ ବିପକ୍ଷରେ ମ୍ୟାଚ୍ ଖେଳିଥିଲେ । ତାଙ୍କ…

ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ; ଅଭିଭାଷଣ ରଖୁଛନ୍ତି ରାଜ୍ୟପାଳ, କୋଟିଆକୁ ନେଇ କଂଗ୍ରେସର କକ୍ଷ ତ୍ୟାଗ

ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ଷଷ୍ଠଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନ ପୂର୍ବରୁ ବିଧାନସଭା ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ବାଚସ୍ପତି, ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଅଭିଭାଷଣରୁ ଗୃହକାର୍ଯ୍ୟ ଆରମ୍ଭ…

ବ୍ରହ୍ମପୁରରେ ସ୍ୱାଇନ୍ ଫ୍ଲୁ ଭୟ, ୮ ଦିନରେ ମଲେଣି ଏକାଧିକ ଘୁଷୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ୮ ଦିନ ମଧ୍ୟରେ ସଂଖ୍ୟାଧିକ ଘୁଷୁରୀଙ୍କ ମୃତ୍ୟୁ ଘଟିଛି । ସ୍ୱାଇନ୍ ଫ୍ଲୁ ବ୍ୟାପିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ରିପୋର୍ଟ ଅନୁସାରେ, ସହରର ବିଭିନ୍ନ ଡମ୍ପିଂ ୟାର୍ଡ ଓ ଖୋଲା ଡ୍ରେନରୁ ମହାନଗର ନିଗମ ଏକାଧିକ ମୃତ ଘୁଷୁରୀଙ୍କ ଶରୀର ଉଦ୍ଧାର…