Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗୋରୁଭର୍ତ୍ତି ଟ୍ରକ୍ ଓଲଟି ୩ ଜଣଙ୍କ ସମତେ ୪୦ ଗାଈ ମୃତ

ଜଳେଶ୍ୱର: ଗୋ-ଚାଲାଣ ବେଳେ ଦୁର୍ଘଟଣା । ଚାଲିଗଲା ଜୀବନ । ଜଳେଶ୍ୱର ଜାତୀୟ ରାଜପଥ-୬୦ର ବସ୍ତା ବାଇପାସ୍ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଗାଈଙ୍କ ଜୀବନ ଯାଇଛି । ଗୋରଭର୍ତ୍ତି ଟ୍ରକଟି ପ୍ରଥମେ ଏକ ବୋଲେରୋକୁ ଧକ୍କା ଦେଇ…

ମାସକରେ ୧୨ ଥର ବଢ଼ିଲାଣି ତୈଳଦର, ରାଜ୍ୟରେ ୯୫ ଟଙ୍କା ଟପିଲା ପେଟ୍ରୋଲ

ଭୁବନେଶ୍ୱର: ତେଲରେ ଲାଗିଛି ନିଆଁ । ନିୟମିତ ବ୍ୟବଧାନରେ ବଢ଼ି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ପେଟ୍ରୋଲ ଲିଟର ପିଛା ୩୪ ପଇସା ବଢ଼ିଥିବା ବେଳେ ଡିଜେଲି ୩୨ ପଇସା ଲିଟର ପିଛା ବଢ଼ିଛି । ଯାହାର ସିଧା ପ୍ରଭାବ ପଡ଼ିଛି ଖାଉଟିଙ୍କ ଉପରେ । ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ସର୍ବାଧିକ ଦର…

ଏହିସବୁ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା; ପାଣିପାଗ ବିଭାଗର ସତର୍କ ସୂଚନା

ଭୁବନେଶ୍ୱର: ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ରାଜ୍ୟର ୧୯ଟି ଜିଲ୍ଲାରେ ଗୁରୁବାର ଦିନ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଡିକ ହେଉଛି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ୱଲପୁର, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର,…

ଆସନ୍ତାକାଲି ମାଘ ସପ୍ତମୀ; ମେଳା ସ୍ଥଳରେ ଲାଗୁ ହେଲା ୧୪୪ ଧାରା

କୋଣାର୍କ: ଆସନ୍ତାକାଲି ପବିତ୍ର ମାଘ ସପ୍ତମୀ। ଏହି ଦିନ କୋଣାର୍କ ଚନ୍ଦ୍ରଭାଗାରେ ବୁଡ଼ ପକାଇବାକୁ ରୁଣ୍ଡ ହୁଅନ୍ତି ଲକ୍ଷ ଲକ୍ଷ ଲୋକ। ମାତ୍ର ଚଳିତ ଥର ମାଘ ସପ୍ତମୀର ବୁଡ଼ ଉପରେ ରୋକ ଲଗାଇଲା ପ୍ରଶାସନ । ତେବେ ଏଥର ଚନ୍ଦ୍ରଭାଗାରେ ବୁଡ଼ ପକାଇ ପାରିବେନି ଭକ୍ତ । ଏନେଇ ସ୍ଥାନୀୟ ପ୍ରଶାସନ…

ଦୁର୍ଘଟଣା ପରେ ଓଲଟିଲା ଗୋରୁ ଗାଡ଼ି, ୧୫ ଗାଈ ମୃତ

ଜଳେଶ୍ୱର: ଜାତୀୟ ରାଜପଥ-୬୦ର ବସ୍ତା ପାଇପାସ୍ ନିକଟରେ ଦୁର୍ଘଟଣା ଘଟିଛି । ଏକ ବୋଲେରୋକୁ ଧକ୍କା ଦେଇ ଓଲଟି ପଡ଼ିଛି ଗୋରୁ ବୋଝେଇ ଗାଡ଼ି । ଏଥିରେ ୧୫ ଗାଈଙ୍କ ମୃତ୍ୟୁ ହୋଇଛି । ଗୋରୁ ବୋଝେଇ ଟ୍ରକ୍ ତଳେ ୨ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଟ୍ରକଚି ୧୦୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ…

ସାମାନ୍ୟ କଥାରୁ ଗୋଷ୍ଠୀ ସଂଘର୍ଷ; ୩ ଗୁରୁତର

ଯାଜପୁର: ସାମାନ୍ୟ କଥାରୁ ଗୋଷ୍ଠୀ ସଂଘର୍ଷ। ଯାଜପୁର ଜିଲ୍ଲା କୁଆଖିଆ ଥାନା କଇଁଚି ଶାସନ ଗ୍ରାମରେ ଘଟିଛି ଏହି ଗୋଷ୍ଠୀ ସଂଘର୍ଷ। ଏଥିରେ ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ୨ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ପ୍ରଥମେ ମଧୁବନ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇ ପରେ…

ଆଜିଠୁ ବିଧାନସଭା ବଜେଟ୍ ଅଧିବେଶନ, ଅଭିଭାଷଣ ରଖିବେ ରାଜ୍ୟପାଳ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି । କରୋନା କଟକଣା ଭିତରେ ଆରମ୍ଭ ହେବ ଗୃହକାର୍ଯ୍ୟ । ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଗୃହରେ ଅଭିଭାଷଣ ରଖିବେ । ଆସନ୍ତା ୨୨ ତାରିଖରେ ହେବ ରାଜ୍ୟ ବଜେଟ୍ । ଚଳିତ ବିଧାନସଭା…

ମୟୂରଭଂଜରେ ଓଲଟିଲା ଟ୍ରାକ୍ଟର, ୪ ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ମୁରୁଣିଆରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ୧୦ ଫୁଟ୍ ତଳକୁ ଖସି ପଡ଼ିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ୩୦ରୁ ଅଧିକ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକେ, ପୋଲିସ, ଅଗ୍ନିଶମ ବାହିନୀ କର୍ମଚାରୀ ଆହତମାନଙ୍କୁ…

ଅନଲାଇନ ଲୁଟର ଶିକାର ହେଲେ ଡାକ୍ତର, କୌଶଳକ୍ରମେ ଠକି ନେଇଗଲେ ୭୭ ଲକ୍ଷ ଟଙ୍କା

କଟକ: କିଛି ଦିନ ହେଲା ରାଜ୍ୟରେ ବଢି ଚାଲିଛି ସାଇବର ଠକେଇ ମାମଲା । ଏଥର ଠକେଇର ଶିକାର ହୋଇଛନ୍ତି ଜଣେ ଡାକ୍ତର । ଡାକ୍ତର ସନାତନ ମହାନ୍ତିଙ୍କଠାରୁ କୌଶଳକ୍ରମେ ଠକମାନେ ୭୭ଲକ୍ଷ ଟଙ୍କା ଠକି ନେଇଛନ୍ତି । ଏହା ଜାଣିବା ପରେ ଡାକ୍ତର ଜଣଙ୍କ ସାଇବର ଥାନାରେ ଅଭିଯୋଗ କରିଛନ୍ତି । କଟକ ସିଡିଏ…

ଯୁବ ବାସ୍କେଟବଲ ପ୍ରତିଯୋଗିତା ୧୮ରୁ

ଭୁବନେଶ୍ୱର: ଯୁବ ବାସ୍କେଟବଲ ପ୍ରତିଯୋଗିତା ଫେବୃୟାରୀ ୧୮ରୁ ଆରମ୍ଭ ହେବାକୁ ଯାଉଛି । ଓଡିଶା ଯୁବ ବାସ୍କେଟବଲ ଆନୁକୂଲ୍ୟରେ ଏହା ଆୟୋଜିତ ହେଉଛି । ୨୧ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟରେ ୧୪ଟି ଦଳ ଅଂଶଗ୍ରହଣ କରିବେ । ଉଦଘାଟନୀ ଉତ୍ସବରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା…