Latest Odisha News

BREAKING NEWS

Browsing Category

ଓଡିଶା

Odisha

ବୁଲିଯିବା ଦକ୍ଷିଣ ଭାରତର ଉଚ୍ଚତମ ଜଳପ୍ରପାତ ‘ଡୁଡୁମା’

ଭୁବନେଶ୍ୱର: ପ୍ରାକୃତିକ ଶୋଭରାଜିରେ ଭରପୁର ଆମ ରାଜ୍ୟ ଓଡ଼ିଶା। ଏଠାକାର ପ୍ରତି କୋଣ ଅନୁକୋଣରେ ପ୍ରକୃତି ରାଣୀ ବିଛାଇ ଦେଇଛି ତାର ସୌନ୍ଦର୍ଯ୍ୟର ଚମକ। ବିଶେଷ କରି କର୍ପୂର ଜିଲ୍ଲାରେ। କୋରାପୁଟ ଏମିତି ଗୋଟିଏ ସ୍ଥାନ ଯେଉଁଠିକି ଥରେ ଗଲେ ଫେରିବାକୁ ଇଚ୍ଛା ହେବନି । ସୁନ୍ଦର ବନରାଜିର…

ରାଜଧାନୀରେ ଦୁଇ ମୋବାଇଲ ଲୁଟେରା ଗିରଫ

ଭୁବନେଶ୍ୱର : ଦୁଇ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି କମିସନରେଟ ପୋଲିସ । ସେମାନଙ୍କର ଠାରୁ ୨୦ଟି ମୋବାଇଲ ଓ ଲ୍ୟାପଟପ ଜବତ କରାଯାଇଛି । ଏହି ଦୁଇ ଅଭିଯୁକ୍ତ ହେଲେ ଅମିତ ଜେନା ଓ କାହ୍ନୁ ଚରଣ ମିଶ୍ର। ମିଳିଥିବା ସୂଚନା ଅନୁୟାୟୀ, ଏମାନେ ନିଛାଟିଆ ସ୍ଥାନରେ ଏକାକୀ ଯାଉଥିବା…

ଓଡ଼ିଶାରୁ ଦିନକରେ ୧୦୬ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୦୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ସଂଖ୍ୟା ୩ ଲକ୍ଷ ୩୨ ହଜାର ୯୪୮ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଜି ମୋଟ୍ ସୁସ୍ଥତାଙ୍କ ମଧ୍ୟରେ ସମ୍ବଲପୁରରୁ ୧୮…

ଗୋଟିଏ ଜିଲ୍ଲା ଓ ୭ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିର ସହପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ବର : ଗୋଟିଏ ଜିଲ୍ଲା ଓ ୭ଟି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିର ସହପର୍ଯ୍ୟବେକ୍ଷକ ନିଯୁକ୍ତ । ସମସ୍ତ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସୁନ୍ଦରଗଡ଼ ଜିଲ୍ଲା ପାଇଁ କୁନା ବିହାରୀ ଦାସଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିବା ବେଳେ,…

୧୩ ଦିନରେ ଆଦିବାସୀ ମେଳା; ମନ ମୋହୁଛି ଜନଜାତି ଜୀବନର ବିରଳ ଫଟୋଚିତ୍ର 

ଭୁବନେଶ୍ୱର; ରାଜଧାନୀର ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଜନଜାତି ଜୀବନର ମହାକୁମ୍ଭ ଆଦିବାସୀ ମେଳା ଆଜି ତ୍ରୟୋଦଶ ଦିବସରେ ପହଁଚିଥିବା ବେଳେ ରବିବାର ଛୁଟି ଥିବାରୁ ମେଳା ପରିସର ଲୋକାରଣ୍ୟ ହୋଇ ଉଠିଥିଲା । ପୂର୍ବାହ୍ନ ୧୧ଟାରୁ ଆଦିବାସୀ ପଡ଼ିଆର ଚାରିପଟୁ ଆଗ୍ରହୀ ଦର୍ଶକଙ୍କ ଲମ୍ବାଧାଡ଼ି…

ଆସନ୍ତାକାଲିଠୁ ନବମ ଓ ଏକାଦଶ ଶ୍ରେଣୀ ପାଇଁ ଖୋଲିବ ସ୍କୁଲ

ଭୁବନେଶ୍ବର : ଆସନ୍ତାକାଲିଠାରୁ ନବମ ଓ ଏକାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ । ଶ୍ରେଣୀଗୃହରେ ପୁଣି ଥରେ ପାଠ ପଢ଼ିବେ ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ଏହାର ଚୂଡ଼ାନ୍ତ ପ୍ରସ୍ତୁତିକୁ ନେଇ ଭୁବନେଶ୍ବର ଉତ୍କଳ ବିଶ୍ବବିଦ୍ୟାଳୟ ସ୍କୁଲ ପରିଦର୍ଶନ କରିଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ…

ଭିନ୍ନକ୍ଷମ ତାଲିମକେନ୍ଦ୍ର ସେକ୍ସ ରାକେଟ୍ ଘଟଣାରେ ୭ ଗିରଫ

ଭୁବନେଶ୍ବର : ଭିନ୍ନକ୍ଷମ ତାଲିମକେନ୍ଦ୍ର ସେକ୍ସ ରାକେଟ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ସେକ୍ସ ରାକେଟ ଘଟଣାରେ ଗିରଫ ହୋଇଛନ୍ତି ଭିନ୍ନକ୍ଷମ ତାଲିମ କେନ୍ଦ୍ରର ସମ୍ପାଦକ ସୁରେଶ ବେହେରା । ସୁରେଶକୁ ଗିରଫ କରିଛି କମିଶନରେଟ ପୋଲିସ । ଏହି ଘଟଣାରେ ମୋଟ୍ ୭ ଜଣଙ୍କୁ ଗିରଫ କରାଯାଇଛି ।…

କଟକ ଜଗତପୁରରୁ ପୁଣି ନକଲି ଘିଅ କାରଖାନା ଠାବ

କଟକ : କଟକ ଜଗତପୁର ଶିଳ୍ପାଞ୍ଚଳରୁ ପୁଣି ଠାବ ହୋଇଛି ନକଲି ଘିଅ କାରଖାନା । ପୋଲିସ ଚଢ଼ାଉ କରି ନକଲି ଘିଅ ଜବତ କରିଛି । ଅସଲି ବ୍ରାଣ୍ଡରେ ଭେଜାଲ ମାଲ୍ ରଖି ଗ୍ରାହକଙ୍କୁ ଠକୁଥିଲା କମ୍ପାନୀ । ସୁବାସ ବ୍ରାଣ୍ଡର ଅପମିଶ୍ରିତ ସାମଗ୍ରୀକୁ ପୋଲିସ ଜବତ କରି ନଷ୍ଟ କରିଛି । କେବଳ ଘିଅ…

ରାଉରକେଲାରେ ହାତୀ ମୃତ୍ୟୁ ଘଟଣା; ୨ ବନ କର୍ମଚାରୀ ନିଲମ୍ବିତ

ରାଉରକେଲା: ରାଉରକେଲାରେ ଏକ ମାଲବାହୀ ଟ୍ରେନ୍ ଧକ୍କାରେ ୨ ହାତୀ ମୃତ୍ୟୁବରଣ କରିବା ଘଟଣାରେ ବନ ବିଭାଗ ପକ୍ଷରୁ ଜଣେ ଫରେଷ୍ଟର ଓ ଜଣେ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି। ସେମାନେ ହେଉଛନ୍ତି ବିସ୍ରା ରେଞ୍ଜ ଫରେଷ୍ଟର ରାଧା ଗୋବିନ୍ଦ ବୋହିଦର ଏବଂ ଜରେଇକେଲା ଫରେଷ୍ଟ ଗାର୍ଡ ଗୁରୁଦେବ…

ଏଣିକି ଆନନ୍ଦ ବଜାରରେ ବସି ସେବନ କରିପାରିବେ ମହାପ୍ରସାଦ

ପୁରୀ: ଜଗନ୍ନାଥପ୍ରେମୀ ଭକ୍ତଙ୍କ ପାଇଁ ଖୁସି ଖବର। ଏଣିକି ମହାପ୍ରସାଦ ଖାଇବା ପାଇଁ ଭକ୍ତଙ୍କୁ ଆଉ ହଇରାଣ ହେବାକୁ ପଡିବ ନାହିଁ। ପୂର୍ବପରି ଭକ୍ତମାନେ ଏଣିକି ଆନନ୍ଦ ବଜାରରେ ବସି ମହାପ୍ରସାଦ ସେବନ କରିପାରିବେ। କେବଳ ସେତିକି ନୁହେଁ କରୋନା କଟକଣା ପାଇଁ ବାଧକ ସାଜିଥିବା ଦୀପ ଦୋକାନୀଙ୍କୁ…