Latest Odisha News

BREAKING NEWS

Browsing Category

ଓଡିଶା

Odisha

ପ୍ରସ୍ତାବିତ ବାଇ ଲ ପ୍ରତ୍ୟାହାର ପାଇଁ ଶ୍ରୀମନ୍ଦିର ପ୍ରଶାସନର ଚିଠି

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ନାସନାଲ ମନୁମେଣ୍ଟ୍ସ ଅଥରିଟିଙ୍କ ବାଇ ଲ ପ୍ରକାଶ ପରେ ସବୁଠୁ ଅସନ୍ତୋଷ ଦେଖା ଦେଇଛି । ସେବାୟତଙ୍କ ଠାରୁ ନେଇ ପୁରୀବାସୀ ସମସ୍ତେ ପ୍ରସ୍ତାବିତ ବାଇଲକୁ ବିରୋଧ କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ କ୍ରିଷନ କୁମାର ପ୍ରସ୍ତାବିତ ବାଇଲକୁ ପ୍ରତ୍ୟାହାର…

ଲଜ୍ଜା ! ବଣଭୋଜି କରିବାକୁ ଯାଇଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୨ ଅଭିଯୁକ୍ତ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଲଜ୍ଜା । ବଣଭୋଜି କରିବାକୁ ଯାଇଥିବା ବେଳେ ଜଣେ ଯୁବତୀଙ୍କ ସହ ଦୁଇ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ । ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଛି ପୋଲିସ । କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ଅଭିଯୋଗ ଅନୁସାରେ, କୋଟଗଡ଼…

ରବିବାର ସ୍କୁଲରେ ଅଚାନକ ପହଞ୍ଚିଲେ ଗଣଶିକ୍ଷା ମନ୍ତ୍ରୀ, ପରଖିଲେ ପାଠପଢ଼ା

ଭୁବନେଶ୍ୱର: କରୋନା କାୟା କମିବା ପରେ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଚାଲିଛି । ରବିବାର ବି କ୍ଲାସ ହେଉଛି । କେମିତି ଚାଲିଛି ପାଠପଢା, ଅନୁଧ୍ୟାନ ପାଇଁ ଆଜି ଅଚାନକ ବାଣୀବିହାର ୟୁନିଭର୍ସିଟି ହାଇସ୍କୁଲ ପରିଦର୍ଶନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ…

କ୍ରମାଗତ ସପ୍ତାହେ ଓଡ଼ିଶାରୁ ଦୈନିକ ଶହେରୁ କମ୍ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ହାରୁଛି କରୋନା, ଜିତୁଛି ଓଡ଼ିଶା । ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ । ଗତ ସପ୍ତାହେ ହେବ ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଶହେରୁ କମ୍ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୭୨ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୪୩ ଓ ଲୋକାଲ୍ କଣ୍ଟାକ୍ଟ କେସ୍…

ରାଜଧାନୀରୁ ୪ ଡକାୟତ ଗିରଫ, ପ୍ରାତଃ ଭ୍ରମଣ ବେଳେ ମହିଳାଙ୍କୁ କରୁଥିଲେ ଟାର୍ଗେଟ୍

ଭୁବନେଶ୍ୱର: କମିଶନରେଟ୍ ପୋଲିସ କବଜାରେ ଲୁଟେରା ଗ୍ୟାଙ୍ଗ । ଏହି ଲୁଟେରା ଗ୍ୟାଙ୍ଗ ପ୍ରାତଃ ଭ୍ରମଣରେ ଯାଉଥିବା ମହିଳାଙ୍କୁ ଟାର୍ଗେଟ୍ କରୁଥିଲେ । ମହିଳା ଏକାକୀ ଯାଉଥିବା ଅବସ୍ଥାରେ ଲୁଟି ନେଉଥିଲେ ଗହଣା, ମୋବାଇଲ୍ ଓ ଟଙ୍କା । ଏଭଳି ଏକ ଗ୍ୟାଙ୍ଗର ୪ ଜଣଙ୍କୁ ଚନ୍ଦ୍ରଶେଖରପୁର ପୋଲିସ ଏବଂ…

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଯୁବକଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଭୁବନେଶ୍ୱର ଘାଟିକିଆ ଅଞ୍ଚଳରୁ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଘାଟିକିଆ ସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜ ପଛ ଜଙ୍ଗଲରୁ ଉଦ୍ଧାର ହୋଇଛି ମୃତଦେହ । ତେବେ ମୃତକ ଯୁବକଙ୍କର ପରିଚୟ ମିଳି ନାହିଁ । ଅନୁମାନ କରାଯାଉଛି ମୃତକ…

 କୋରାପୁଟ ଯିବେ ପୋଲିସ ଡିଜି ଅଭୟ, ୬ଜିଲ୍ଲାର ଏସପିଙ୍କ ସହ ସମୀକ୍ଷା ବୈଠକ

କୋରାପୁଟ: ଆଜି କୋରାପୁଟ ଗସ୍ତରେ ଯିବେ ପୋଲିସ ଡିଜି ଅଭୟ । ସେଠାରେପୋଲିସ ରିଜର୍ଭ କାର୍ଯ୍ୟାଳୟର ନୂତନ କୋଠା ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଏହାସହ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ ୬ଟି ଜିଲ୍ଲାର ଏସ୍‌ପିଙ୍କ ସହ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରିବେ ପୋଲିସ ଡିଜି।…

ପ୍ରକୃତି ଓ ସଂସ୍କୃତିର ମିଳନ ସ୍ଥଳୀ ଅସ୍ତରଙ୍ଗର ଜାହାନିଆ ପୀଠ

ଭୁବନେଶ୍ୱର: ଅସ୍ତରଙ୍ଗର ଜାହାନିଆ ପୀଠ। ଯେଉଁଠି ମିଳନ ଘଟିଛି ପ୍ରକୃତି ଓ ସଂସ୍କୃତିର। ରାଜଧାନୀ ଭୁବନେଶ୍ୱର ଠାରୁ ପ୍ରାୟ ୮୦ କିମି ଦୂରରେ ଥିବା ଜାହାନିଆ ପୀଠରେ ଭରି ରହିଛି ଅମାପ ପ୍ରାକୃତିକ ସୌନ୍ଦର୍ଯ୍ୟ। ଏଠାରେ ରହିଛି ସୁଫି ସନ୍ଥ ପିର ମୁକୋଦମ ଜାହାନିଆଙ୍କ ସମାଧୀସ୍ଥଳ ବା ଦର୍ଘା ।…

ସୋର; ଅଜଣା ଗାଡି ଧକ୍କାରେ ଯୁବକ ମୃତ

ସୋର: ସୋର ଅନନ୍ତପୁର ରାସ୍ତା ଅଇଁରୀ ଛକରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ବହାନଗା ବ୍ଲକ ସାହସପୁରା ଅଞ୍ଚଳର ନିରଞ୍ଜନ ସାହୁଙ୍କ ୨୯ ବର୍ଷୀୟ ପୁଅ ରମେଶ ଚନ୍ଦ୍ର ସାହୁ। ସୂଚନାନୁସାରେ, ମୃତ ରମେଶ ଅନନ୍ତପୁର ଛକ ନିକଟରେ ଥିବା ଉମା…

ଝରାଫୁଲ ଡେଥ ମିଷ୍ଟ୍ରି; ସସପେନ୍ସ ଖୋଲିବକି ଭିସେରା ରିପୋର୍ଟ  

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାକୁ ଏହା ମଧ୍ୟରେ ବିତିଗଲାଣି ଏକ ସପ୍ତାହରୁ ଅଧିକ। ତେବେ ଏବେବି ଝାରଫୁଲ ମୃତ୍ୟୁ ଉପରୁ ଉଠୁନି ପରଦା। ଏବେବି ଏହି ଘଟଣା ଏକ ରହସ୍ୟ ଭଳି ମନେ ହେଉଛି। ଏହି ଘଟଣାରେ ଦିନକୁ ନୂଆ ନୂଆ ଲିଙ୍କ ସାମ୍ନାକୁ ଆସୁଛି । ଡେଥ…