Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆସନ୍ତାକାଲିଠୁ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଦିଆଯିବ ଟିକା

ଭୁବନେଶ୍ବର : ଆସନ୍ତାକାଲିଠୁ ରାଜ୍ୟରେ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଦିଆଯିବ ଟିକା । ସାରା ରାଜ୍ୟରେ ପୋଲିସଙ୍କୁ ଦିଆଯିବ କରୋନା ଟିକା । ପ୍ରଥମେ ପୋଲିସ ଡିଜି ଅଭୟ ଟିକା ନେବେ । ଏହାପରେ ଅନ୍ୟ ବରିଷ୍ଠ ପୋଲିସ ଓ ହୋମ୍‌ଗାର୍ଡଙ୍କୁ କରୋନା ଭ୍ୟାକ୍ସିନ ଦିଆଯିବ । ଭୁବନେଶ୍ବରରେ…

ଏପ୍ରିଲ ମାସରେ ବଢିପାରେ ବିଦ୍ୟୁତ ଦର 

ଭୁବନେଶ୍ୱର: ୨୦୨୧-୨୨ ବର୍ଷର ବିଦ୍ୟୁତ ଦର ନିର୍ଦ୍ଧାରଣ ପାଇଁ ଆଜିଠାରୁ ଓଇଆରସିରେ ଶୁଣାଣି ଆରମ୍ଭ ହୋଇଛି । ଆଜି ଦୁଇ ବିଦ୍ୟୁତ ଉତ୍ପାଦନ ସଂସ୍ଥା ଓପିଜିସି ଓ ଓଏଚ୍‌ପିସି ଶୁଣାଣିରେ ଭାଗ ନେଇ ଟାରିଫ ବୃଦ୍ଧି ପାଇଁ ଯୁକ୍ତି ଉପସ୍ଥାପନ କରିଛନ୍ତି । ଓପିଜିସି ଚାରି ପଇସା ବୃଦ୍ଧି ପାଇଁ ଦାବି…

ପିଲା ଚୋରି ସନ୍ଦେହରେ ଅଜଣା ବ୍ୟକ୍ତିକୁ କାବୁ କଲେ ଲୋକେ

କେନ୍ଦୁଝର: ପିଲା ଚୋରି ସନ୍ଦେହରେ ଅଜଣା ବ୍ୟକ୍ତିକୁ କାବୁ କଲେ ଲୋକେ । ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ଜଣେ ଭିନ୍ନକ୍ଷମ ନାବାଳିକାକୁ ଅଜଣା ବ୍ୟକ୍ତି ଚୋରି କରି ନେଇଯାଉଥିବା ବେଳେ କାବୁ କରିଛନ୍ତି ସ୍ଥାନୀୟ ଲୋକେ । ସୂଚନା ଅନୁସାରେ, ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟ…

ଭ୍ୟାକ୍ସିନ ନ ନେଲେ ମିଳିବନି ଦରମା, କଟକ ଜିଲ୍ଲାପାଳଙ୍କ ଅଜବ ନିୟମ 

କଟକ: ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ କଟକ ଜିଲ୍ଲାରେ କୋଭିଡ୍ ଟିକାକରଣ କମ ସଂଖ୍ୟାରେ ହେଉଛି । ଯାହାକୁ ନେଇ କଠୋଇ ଆଭିମୁଖ୍ୟ ଗ୍ରହଣ କରିଛନ୍ତି କଟକ ଜିଲ୍ଲାପାଳ । ଟିକାକରଣ ପ୍ରତିଶତ ବଢ଼ାଇବା ଲାଗି ଜିଲ୍ଲାପାଳ ସିଏମସି କମିଶନରଙ୍କ ସମେତ ବିଭିନ୍ନ ଅନୁଷ୍ଠାନକୁ ଚିଠି ଲେଖିଛନ୍ତି । ଏଥିସହ…

ଲାଞ୍ଚ ନେଉଥିବା ବେଳେ ଧରା ପଡିଲେ ବରିଷ୍ଠ କିରାଣୀ

ପାଲଲହଡ଼ା: ଅନୁଗୁଳ ଜିଲ୍ଲାରେ ପୁଣି ଜଣେ ସରକାରୀ ବାବୁ ଲାଞ୍ଚ ନେବା ବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଅନୁଗୁଳ ଜିଲ୍ଲା ପାଲଲହଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ କିରାଣୀ ସାଧୁ ଚାତମ୍ବା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଥିଲା…

କେବେଠୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା, ଜାଣନ୍ତୁ

ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ମେ' ୩ରୁ୧୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ମିଳିଛି। ସେହିଭଳି ମାଧ୍ୟମା (ସଂସ୍କୃତ) ପରୀକ୍ଷା ମେ' ୩ରୁ ୧୨ ଏବଂ ଓପନ୍ ସ୍କୁଲ ପରୀକ୍ଷା ମେ' ୩ରୁ ୧୫ ମଧ୍ୟରେ ହେବ ବୋଲି…

ଆରପାରିରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଛନ୍ଦ ଚରଣ ପ୍ରଧାନ

ଅନୁଗୁଳ: ଆଉ ନାହାଁନ୍ତି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଛନ୍ଦ ଚରଣ ପ୍ରଧାନ । ଅନୁଗୁଳର ଏହି ମହାନ ବ୍ୟକ୍ତିତ୍ୱଙ୍କର ୧୦୩ ବର୍ଷ ବୟସରେ ଦେହାନ୍ତ ହୋଇଛି । ୧୯୧୮, ଫେବ୍ରୁଆରୀ ୨୦ରେ ଜନ୍ମିତ ସ୍ୱର୍ଗତ ପ୍ରଧାନଙ୍କ ନିଧନରେ କେବଳ ଜିଲ୍ଲା ନୁହେଁ ବରଂ ସମଗ୍ର ଓଡିଶାରେ ଶୋକର ବାତାବରଣ ସୃଷ୍ଟି…

ଗଞ୍ଜେଇ ଚୋରା ଚାଲାଣ, କାର୍ ସହ ୫୫ କିଲୋ ଗଞ୍ଜେଇ ଜବତ

ପାରାଦୀପ: ପାରାଦୀପ ଅବକାରୀ ବିଭାଗର ଚଢ଼ାଉ । ୫୫ କିଲୋ ଗଂଜେଇ ସହ ଗୋଟିଏ ଟୟୋଟା ଇଟିୟସ କାର୍ ଜବତ । ସୂଚନାଯୋଗ୍ୟ ଯେ, ପାରାଦୀପ ନିକଟସ୍ଥ ଭୁତମୁଣ୍ଡାଇ ଛକ ନିକଟରେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା । ଚଢାଉ ବେଳେ ୫୫ କିଲୋ ଗଂଜେଇ ଜବତ ହୋଇଛି । ଘଟଣାସ୍ଥଳରୁ…

ମାଲିକ ହେବ ତ ଏମିତି : କୁକୁରର ଜୀବନ ବଞ୍ଚାଇବାକୁ ମୁହଁରେ ଫୁଙ୍କି ଅକ୍ସିଜେନ୍‌ ଦେଲେ ମାଲିକ

ଝାରସୁଗୁଡ଼ା: ଅଭୁତ ସମ୍ପର୍କ । କୁକୁରର ଜୀବନ ବଞ୍ଚାଇବାକୁ ମାଲିକ ନିଜ ମୁହଁରେ ଫୁଙ୍କି ଅକ୍ସିଜେନ ଦେଇଛନ୍ତି । ଝାରସୁଗୁଡ଼ାର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ, ଝାରସୁଗୁଡ଼ାର ଜଣେ କୁକୁର ମାଲିକ ତାଙ୍କ କୁକୁରର ଦେହ ଖରାପ ହେବା ପରେ ତାକୁ ଝାରସୁଗୁଡ଼ା ପ୍ରାଣୀ…

ଟିକା ନେବେ ପୋଲିସ ଡିଜି, ସବୁ ଜିଲ୍ଲାପାଳ ଓ ଏସପି

ଭୁବନେଶ୍ୱର: କାଲିଠୁ ରାଜ୍ୟରେ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କ ଟିକାକରଣ ଆରମ୍ଭ ହେବ । ଟିକା ନେବେ ପୋଲିସ ଡିଜି । ସେହିପରି ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ବି ଟିକା ନେବେ । ଲୋକଙ୍କ ମନରେ ଆସ୍ଥା ପ୍ରକଟ କରିବା ପାଇଁ ବରିଷ୍ଠ ପ୍ରଶାସନିକ ଅଧିକାରୀ କୋଭିଡ୍ ଟିକା ନେବେ । ଏନେଇ ରାଜ୍ୟ…