Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାମ ମନ୍ଦିର ନିର୍ମାଣ ଅଭିଯାନରେ ସାମିଲ ହେଲେ ସମୀର ମହାନ୍ତି

ଭୁବନେଶ୍ବର : ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଆରମ୍ଭ ହୋଇଛି ଅଭିଯାନ । ନିଧି ସମର୍ପଣ ସମିତି ପକ୍ଷରୁ ଆରମ୍ଭ ହୋଇଥିବା ଅଭିଯାନରେ ସାମିଲ ହୋଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ କିଛି ଅର୍ଥ ଦାନ କରିବା ସହ ଏଭଳି ଏକ…

ଅରୁଆ ଉଷୁନା ରାଜନୀତିରେ ପେଷି ହେଉଛନ୍ତି ଚାଷୀ

ଭୁବନେଶ୍ୱର : ଉଷୁନା ଓ ଅରୁଣା ଚାଉଳ ରାଜନୀତିରେ ଚାଷୀ ହେଉଛନ୍ତି ହନ୍ତସନ୍ତ । ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ, ମୁହାଁମମୁହିଁ ହୋଇଛନ୍ତି ଶାସକ ବିଜେଡି ଓ ବିରୋଧୀ ବିଜେପି । ଉଷୁନା ଚାଉଳ କେନ୍ଦ୍ର କିଣୁନଥିବା ବିଜେଡି ଅଭିଯୋଗ କରିବା ପରେ ଏହାର ଜବାବରେ ରାଜ୍ୟ ସରକାରଙ୍କୁ…

ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ଦ୍ୱିତୀୟ ପର୍ଯ୍ୟାୟ ଟିକା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଟିକା ପହଞ୍ଚିଛି । ପୁନେର ସେରମ୍ ଇନଷ୍ଟିଚୁଟରୁ ସ୍ପାଇସ ଜେଟ ବିମାନରେ ୩ ଲକ୍ଷ ୩୪ ହଜାର ୫୩୪ଟି ଟିକା ଆସିଛି । ଏହା ପରେ ସୁରକ୍ଷିତ ଭାବେ ସେଗୁଡିକୁ ୩ଟି ସ୍ୱତନ୍ତ୍ର ଗାଡିରେ ଟିକା ଭଣ୍ଡାରକୁ ନିଆଯାଇଛି। ତିନି ଦିନ…

ବାଣୀବିହାର ଅଶାନ୍ତ ନେଇ ସିପିଙ୍କୁ ଭେଟିଲେ କୁଳପତି, କହିଲେ କ୍ୟାମ୍ପସ ଭିତରେ ପ୍ରବେଶ ପାଇଁ ଆଇକାର୍ଡ ବାଧ୍ୟତାମୂଳକ

ଭୁବନେଶ୍ୱର : ଦଶ ମାସ ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ଖୋଲିଥିବା ବେଳେ ଗତକାଲି ଗୋପବନ୍ଧୁ ହଷ୍ଟେଲରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷକୁ ନେଇ ଉତ୍ତେଜନା ଦେଖାଦେଇଛି । ଏ ନେଇ ଆଜି କୁଳପତି ସବିତା ଆଚାର୍ଯ୍ୟ ପୋଲିସ କମିଶନରଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହା ପରେ କୁଳପତି କହିଛନ୍ତି…

ଆସନ୍ତାକାଲି ବନକଲାଗି ନୀତି ପାଇଁ ଶ୍ରୀମନ୍ଦିର ବନ୍ଦ

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବନକଲାଗି ନୀତି । ଏଥିପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ଅପରାହଣ ୪ ଟାରୁ ସନ୍ଧ୍ୟା ୮ ଟା ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିବ ବୋଲି ଜଣାପଡିଛି । ଦତ ମହାପାତ୍ର ସେବକ ଏହି ନୀତି ସମ୍ପାଦନ କରିବେ ।  ମହାପ୍ରଭୂଙ୍କ ଶ୍ରୀମୁଖ ଶୃଙ୍ଗାର ଦ୍ବିତୀୟ…

ଭୁବନେଶ୍ୱରରେ ସ୍ଥଳସେନା ଉପମୁଖ୍ୟ ଚଣ୍ଡୀ ପ୍ରସାଦ ମହାନ୍ତି

ଭୁବନେଶ୍ୱର: ନୂତନ ଭାବେ ନିଯୁକ୍ତ ହୋଇଥିବା ସ୍ଥଳ ସେନା ଉପମୁଖ୍ୟ ଚଣ୍ଡୀ ପ୍ରସାଦ ମହାନ୍ତି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ୧୨୦ ବାଟାଲିୟନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଗତକାଲି ଶ୍ରୀ ମହାନ୍ତି ସେନା ଉପମୁଖ୍ୟ ଭାବେ ନିଯୁକ୍ତ ହୋଇଥିଲେ ।…

ସମଲେଶ୍ୱରୀ ମନ୍ଦିରର ପାରିପାର୍ଶିକ ବିକାଶ ଓ ସୌନ୍ଦର୍ଯ୍ୟକରଣ କାମ ଖୁବଶୀଘ୍ର

ସମ୍ବଲପୁର: ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶିକ ବିକାଶ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ସମ୍ବଲପୁର ଯାଇ ମା ସମଲେଶ୍ବରୀଙ୍କ ମନ୍ଦିର ପରିଦର୍ଶନ…

ଲାଞ୍ଚ ନେବା ବେଳେ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଧରିଲା ଭିଜିଲାନ୍ସ

ପାରାଦୀପ : ଭିଜିଲାନ୍ସ ଜାଲରେ ରାଜପୁରର ସ୍ବାସ୍ଥ୍ୟ କର୍ମଚାରୀ । ଲାଞ୍ଚ ନେବା ବେଳେ ସେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଗିରଫ ସ୍ବାସ୍ଥ୍ୟ କର୍ମଚାରୀ ହେଲେ ଭରତ ଘାସି । ମୃତ୍ୟୁ ପ୍ରମାଣ ପତ୍ର ବାବଦରେ ୧୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି ଭିଜିଲାନ୍ସ ବିଭାଗ ।  ସୂଚନା…

ଟିକା ନେବାକୁ ଏବେ ମନାକଲେ ସ୍ୱାସ୍ଥ୍ୟ କର୍ମୀଙ୍କୁ ଆଉ ମାଗଣାରେ ମିଳିବନି: ରାଜ୍ୟ ସରକାର

ଭୁବନେଶ୍ୱର: କରୋନା ଟିକା ନେବା ପାଇଁ ଓଡିଶା ସରକାର ସମସ୍ତ ସ୍ୱାସ୍ଥ୍ୟ କର୍ମୀଙ୍କୁ ଆଗକୁ ଆସିବାକୁ ଅନୁରୋଧ କରିଛନ୍ତି। ଯେଉଁମାନେ ଟିକାକରଣ ପାଇଁ ମନା କରି ଦେଉଛନ୍ତି ତାଙ୍କୁ ପରବର୍ତ୍ତୀ ସମୟରେ ମାଗଣାରେ ଆଉ ଟିକା ଦିଆଯିବ ନାହିଁ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ…

ଲାଞ୍ଚ ନେଇ ତାଳଚେର ଉପଖଣ୍ଡ ଡାକ୍ତରଖାନାର ବରିଷ୍ଠ କିରାଣି ନିଲମ୍ବିତ

ଅନୁଗୋଳ: ଲାଞ୍ଚ ନେଇ ତାଳଚେର ଉପଖଣ୍ଡ ଡାକ୍ତରଖାନାର ବରିଷ୍ଠ କିରାଣି ନିଲମ୍ବିତ । ତାଙ୍କ ନାଁ ବିନୋଦ କୁମାର ବେହେରା । ତାଙ୍କ ନାମରେ ଚାକିରି ଦେବାକୁ କହି ୫ ହଜାର ଟଙ୍କାର ଦଲାଲି ‌ଅଭିଯୋଗ ହୋଇଥିଲା । ଚାକିରି ନେଇ ସେ ଡିଲ କରୁଥିବାର ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।…