Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ଭୁବନେଶ୍ୱରରେ ପହଞ୍ଚିବ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛି ଦ୍ୱିତୀୟ ପର୍ଯ୍ୟାୟ କୋଭିଡ ଟିକା । ଆଜି  ଭୁବନେଶ୍ୱରରେ ପହଞ୍ଚିବ ସେରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଭ୍ୟାକସିନ । ସ୍ପାଇସ୍ ଜେଟର ଏକ ସ୍ୱତନ୍ତ୍ର ବିମାନରେ ପୁଣେରୁ ଭୁବନେଶ୍ୱର ଆସିବ । ଟିକା ଧରି ଆସୁଥିବା ବିମାନ ଅପରାହ୍ନ ପ୍ରାୟ ୪ଟା ୨୫ ମିନିଟରେ…

ଆଜି ବଲାଙ୍ଗିରର ପ୍ରସିଦ୍ଧ ଶୁଲିଆ ଯାତ୍ରା, ପରମ୍ପରା ଅନୁସାରେ ଦିଆଯିବ ପଶୁ ବଳି

ବଲାଙ୍ଗିର: ଆଜି ବଲାଙ୍ଗିରର ପ୍ରସିଦ୍ଧ ଶୁଲିଆ ଯାତ୍ରା । ଦେଓଗାଁ ବ୍ଲକ ଖଇରଗୁରାଠାରେ ଅନୁଷ୍ଠିତ ହେଉଛି ଆଦିବାସୀଙ୍କ ଏହି ଯାତ୍ରା । କୋଭିଡ୍ କଟକଣା ଭିତରେ ପୂଜା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି । ନିଶି ପୂଜା ସରିବା ପରେ ଶୋଭାଯାତ୍ରା ବାହାରିଛି । ପରମ୍ପରା ଅନୁସାରେ ପଶୁ ବଳି ଦିଆଯିବ ।…

ରାଜାରାଣୀ ମହୋତ୍ସବର ଉଦଘାଟନୀ ସନ୍ଧ୍ୟା ଆରମ୍ଭ ହେଲା ବିଦୁଶୀ ଶୁଦ୍ଧା ରଘୁରମଣନଙ୍କ ସଙ୍ଗୀତରୁ

ଭୁବନେଶ୍ୱର :କର୍ଣ୍ଣାଟକୀ ଗାୟିକା ବିଦୁଶୀ ଶୁଦ୍ଧା ରଘୁରମଣନଙ୍କର କର୍ଣ୍ଣାଟକୀ ସଙ୍ଗୀତ ପରିବେଷଣରୁ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ତରଫରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବ ତିନି ଦିନ ପାଇଁ କଳା ସ୍ଥାପତ୍ୟ ଓ ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ…

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଉପକୁଳପତି ଭାବେ ଦାୟିତ୍ୱ ନେଲେ ପ୍ରଫେସର କ୍ଷିତିଭୂଷଣ ଦାସ

ଭୁବନେଶ୍ୱର: କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂଆ ଉପ-କୁଳପତି ଭାବେ ପ୍ରଫେସର କ୍ଷିତି ଭୂଷଣ ଦାସ ଦାୟିତ୍ୱ ନେଇଛନ୍ତି । ତାଙ୍କୁ କୁଳପତି ପ୍ରଫେସର ଆଇ.ରାମବ୍ରହ୍ମନ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ଦାସ ଏହା ପୂର୍ବରୁ ଇନ୍ଦିରା ଗାନ୍ଧି ମୁକ୍ତ ବିଶ୍ୱବିଦ୍ୟାଳୟର ଉପକୁଳପତି…

ବାଣୀବିହାରରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ, କ୍ୟାମ୍ପସରେ ଉତ୍ତେଜନା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ଉତେଜନା । ଗୋପବନ୍ଧୁ ହଷ୍ଟେଲରେ ବିଭିନ୍ନ ସମସ୍ୟା ପ୍ରତିବାଦରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ପ୍ରତିବାଦରେ ଛାତ୍ରମାନେ ହଷ୍ଟେଲ ଆଗରେ ଆନ୍ଦୋଳନ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ହଷ୍ଟେଲରେ ଥିବା କିଛି ସମସ୍ୟାର…

ସଡ଼କ ସୁରକ୍ଷା ସପ୍ତାହରେ ସୁନ୍ଦରଗଡ଼ରେ ଗଡ଼ିଲା ସଚେତନତା ରଥ

ସୁନ୍ଦରଗଡ଼: ନୂଆ ଟ୍ରାଫିକ ନିୟମ ପାଳନ ଓ ସଡ଼କ ଦୁର୍ଘଟଣା କମାଇବା ଦିଗରେ ସଚେତନତା ପାଇଁ ସୁନ୍ଦରଗଡ଼ରେ ୩୨ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ ହୋଇଛି। ଏହି ଅବସରରେ ସୋମବାର ଦିନ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟରୁ ଏକ ସଚେତନତା ରଥ ବାହାରିଥିଲା। ଯାହାକୁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଓ…

ଆସନ୍ତାକାଲି ଓଡ଼ିଶା ଆସିବ ଦ୍ବିତୀୟ ପର୍ଯ୍ୟାୟ କରୋନା ଟିକା

ଭୁବନେଶ୍ୱର: ଆସନ୍ତା କାଲି ଓଡିଶା ଆସିବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା। ସୂଚନା ଅନୁଯାୟୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ୩,୩୪,୫୦୦ ଡୋଜର କୋଭିଶିଲ୍ଡ ଟିକା ମଙ୍ଗଳବାର ଦିନ ରାଜଧାନୀ ଭୁବନେଶ୍ବରରେ ଆସି ପହଞ୍ଚିବ।…

ପୂର୍ବତଟ ରେଳପଥର ସ୍ୱାସ୍ଥ୍ୟ କର୍ମୀଙ୍କୁ ଦିଆଯିବ କୋଭିଡ ଟିକା

ଭୁବନେଶ୍ୱର: ଦେଶରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା ବେଳେ ଡାକ୍ତର, ପାରାମେଡିକାଲ୍ ଷ୍ଟାଫ୍ ଏବଂ ଅନ୍ୟାନ୍ୟ ମେଡିକାଲ୍ କର୍ମଚାରୀଙ୍କ ସମେତ ସମସ୍ତ ରେଳ ସ୍ୱାସ୍ଥ୍ୟ କର୍ମୀଙ୍କୁ ଭୁବନେଶ୍ୱର ରେଳ ହସ୍ପିଟାଲରେ କୋଭାକ୍ସିନ ଟିକା ଦିଆଯିବ। ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ ପୂର୍ବ ତଟ ରେଳପଥ…

ସେନାର ଭାଇସ ଚିଫ୍ ହେବେ ଓଡ଼ିଆ ଅଫିସର ଚଣ୍ଡୀପ୍ରସାଦ ମହାନ୍ତି

ଭୁବନେଶ୍ୱର: ପୁଣି ଦେଶର ଦାୟିତ୍ୱରେ ଓଡ଼ିଆ ପୁଅ । ଓଡ଼ିଆ ସେନା ଅଫିସରଙ୍କୁ ମିଳିଲା ବଡ଼ ଦାୟିତ୍ୱ । ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି ହେବେ ଭାରତୀୟ ସେନାର ଭାଇସ ଚିଫ୍ । ଭାରତୀୟ ସେନାର ୪୨ ତମ ଭାଇସ ଚିଫ୍ ହେବେ ଜଗସିଂହପୁରରେ ଜନ୍ମିତ ଚଣ୍ଡିପ୍ରସାଦ ମହାନ୍ତି । ଭାରତୀୟ…

ଚାଷୀଙ୍କୁ ନେଇ ଘନେଇଲା ବିବାଦ, ମିଲର୍ସମାନଙ୍କ ପାଇଁ ଓକିଲାତି କରୁଛି ଶାସକ ବିଜେଡି : ବିଜେପି

ଭୁବନେଶ୍ବର : ଚାଷୀ ସମସ୍ୟାକୁ ନେଇ ଶାସକ ବିଜେଡି ଓ ବିଜେପି ମୁହାଁମୁହିଁ । ଉଷୁନା ଚାଉଳ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛି ବିଜେଡି । ରାଜ୍ୟରେ ଉତ୍ପାଦିତ ହେଉଥିବା ଉଷୁନା ଚାଉଳର ୫୦ ପ୍ରତିଶତ କେନ୍ଦ୍ର ନେବ ବୋଲି କହୁଛି । କିନ୍ତୁ ଉତ୍ପାଦିତ ଉଷୁନା ଚାଉଳ କିଣାରେ କେନ୍ଦ୍ର ପଛ…