Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷା : ଲାଞ୍ଚ ନେଇ ଧରାପଡ଼ିଲେ

ବଲାଙ୍ଗିର : ମହଙ୍ଗା ପଡ଼ିଲା ଲାଞ୍ଚ ନେବା । ଲାଞ୍ଚ ନେଇ ଧରାପଡ଼ିଲେ କଲେଜ ଅଧ୍ୟକ୍ଷା । ବଲାଙ୍ଗିର ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ସ୍କୁଲର ଭାରପ୍ରାପ୍ତ ପ୍ରିନ୍ସିପାଲଙ୍କୁ ଧରିଛି ସମ୍ବଲପୁର ଭିଜିଲାନ୍ସ ଡିଭିଜନ । ୮୦ ହଜାର ଟଙ୍କା ଲାଞ୍ଚ ମାଗିବା ସହ ଟଙ୍କା ନେବା ବେଳେ ଗିରଫ କରିଛି…

ଅବିକା କ୍ୟାଲେଣ୍ଡର୍ ଗ୍ରାଣ୍ଡଫିନାଲେ: ପ୍ରଗତି ପ୍ରିୟଦର୍ଶିନୀ ଫେସ୍ ଅଫ୍ ଦ ଇୟର

ଭୁବନେଶ୍ୱର : ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଓ ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ‘ଅବିକା’ ପକ୍ଷରୁ କ୍ୟାଲେଣ୍ଡର ମଡେଲ୍ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏଥିରେ ପ୍ରଗତି ପ୍ରିୟଦର୍ଶିନୀ ‘ଫେସ୍ ଅଫ୍ ଦ ଇୟର ୨୦୨୧’ ଭାବେ ମନୋନୀତ ହୋଇଛନ୍ତି । ଗ୍ରାଣ୍ଡ୍ ଫିନାଲେ ଉତ୍ସବରେ ଓଲିଉଡ୍ର…

ଆଜିଠୁ ଜାତୀୟ ସଡ଼କ ସୁରକ୍ଷା ମାସ: ପୁରୀରେ ସାଇକେଲ ଶୋଭାଯାତ୍ରା

ପୁରୀ: ଆଜିଠୁ ଆରମ୍ଭ ହୋଇଛି ସଡ଼କ ସୁରକ୍ଷା ମାସ । ଚଳିତବର୍ଷ ମାସେ ଧରି ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ଆଜି ପୁରୀରେ ଏକ ସାଇକେଲ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏହାର ଶୁଭାରମ୍ଭ କରିଥିଲେ ଜିଲ୍ଲାପାଳ ସମର୍ଥ ବର୍ମା । ଗୁଣ୍ତିଚା ମନ୍ଦିରଠାରୁ ଏକ ସାଇକେଲ…

କବି ରାମକୃଷ୍ଣଙ୍କ ଚାରୋଟି ପୁସ୍ତକ ଉନ୍ମୋଚିତ

ସମ୍ବଲପୁର: ଅନ୍ୟା ଆୟୋଜିତ ପୁସ୍ତକ ଲୋକାର୍ପଣ ଉତ୍ସବରେ କବି ରାମକୃଷ୍ଣଙ୍କ ପ୍ରବନ୍ଧ ସଂକଳନ ‘ଜୀବନ ଶୃଂଗାର’, ‘ଆତ୍ମୋପଲବ୍ଧିର କଥନ’, ‘ଅଜ୍ଞାତର ପଦଚିହ୍ନ’ ଏବଂ ୧୨୬ ପୃଷ୍ଠାର ବିରଳ କବିତା ସଂକଳନ ‘ରାଗ ଉତ୍ତରା’ ଲୋକାର୍ପିତ ହୋଇଯାଇଛି। ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ…

କାର ଉପରେ ଆକ୍ରମଣ ଘଟଣା: ବିଜେପିକୁ ଟାର୍ଗେଟ କଲେ ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: କେନ୍ଦୁଝରରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଟ୍ୱିଟ୍ । କାର୍ ଉପରେ ଆକ୍ରମଣ ଏବଂ ସୁରକ୍ଷାକର୍ମୀ ଓ ଡ୍ରାଇଭରଙ୍କୁ ମାଡ଼ ମାରିବା ଘଟଣାରେ ବିଜେପିକୁ ସେ ଟାର୍ଗେଟ କରିଛନ୍ତି । ନିରଞ୍ଜନ ଲେଖିଛନ୍ତି, ‘ଆକ୍ରମଣକାରୀ ବିଜେପି ଯୁବ ମୋର୍ଚ୍ଚାର…

ରାଜ୍ୟରେ ଦ୍ୱିତୀୟ ଦିନରେ ଟିକାକରଣ: ୩୧ ହଜାର ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ଟିକାକରଣ । ଦ୍ୱିତୀୟ ଦିନରେ ୩୧ହଜାର ୯୦୨ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ୩୮୦ ସେସନ ମାଧମରେ ୩୧,୯୦୨ ଜଣଙ୍କୁ ଟିକାକରଣ କରାଯିବ । ଆଜିଠୁ ୨୫ ତାରିଖ ଯାଏ ୧୬ଶହ ୯୮ଟି ସେସନରେ ୧ ଲକ୍ଷ ୭୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା…

ଅନଲାଇନ ଗେମରେ ହାରିବାରୁ ଆତ୍ମହତ୍ୟା କଲେ ଯୁବକ

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଏକ ଅନଲାଇନ୍ ଗେମରେ ହାରିଯିବାରୁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ରଣପୁର ବ୍ଲକର ପଥରପୁଞ୍ଜି ଗ୍ରାମର ନିବାସୀ ମନୋରଞ୍ଜନ ଶଢଙ୍ଗୀ (୧୯) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ମନୋରଞ୍ଜନ ପୁରୀର ତାଳବଣିଆ ସ୍ଥିତ ଏକ ଆଇଟିଆଇ କଲେଜର…

ଖାକିର ମହାନତା: କଏଦୀଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ଜେଲ କର୍ମଚାରୀ

ମାଲକାନଗିରି: ଜେଲ କର୍ମଚାରୀଙ୍କ ମହାନତା । କଏଦୀଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ କନେଷ୍ଟବଳ । ମାନକାନଗିରି ଜିଲ୍ଲା ଉପଖଣ୍ଡ ଜେଲ କର୍ମଚାରୀଙ୍କ ଏଭଳି ମହତ କାମକୁ ଚାରିଆଡୁ ତାରିଫ ମିଳୁଛି । ଜେଲରେ ବିଚାରାଧୀନ କଏଦୀ ଦୁରୁଆ ଲାଚା ଗୁରୁତର ହୋଇଥିଲେ । ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ…

ଖୋର୍ଦ୍ଧା ରାମେଶ୍ୱରରୁ ପାଣିକୋଇଲି ଜାତୀୟ ରାଜପଥକୁ ଜଗିବ ସିସିଟିଭି

ଭୁବନେଶ୍ୱର: ଖୋର୍ଦ୍ଧା ରାମେଶ୍ୱରରୁ ଯାଜପୁର ଜିଲ୍ଲା ପାଣିକୋଇଲି ଯାଏ ଜାତୀୟ ରାଜପଥରେ ଲାଗିବ ସିସିଟିଭି । ପ୍ରତି ୪ରୁ ୫ କିଲୋମିଟରରେ ସିସିଟିଭି ଲାଗିବା ନେଇ ଟେଣ୍ଡର ସରିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ କମିଶନର ସଞ୍ଜୀବ ପଣ୍ଡା । ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା…

ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରେ ଆକ୍ରମଣ ଉଦ୍ୟମ ଘଟଣାରେ ଜଣେ ଅଟକ

କେନ୍ଦୁଝର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରେ ଆକ୍ରମଣ ଉଦ୍ୟମ ଏବଂ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଓ ଡ୍ରାଇଭରଙ୍କୁ ମାଡ଼ ମାରିବା ଘଟଣାରେ ଜଣେ ଅଟକ । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସଞ୍ଜୟ ମହାନ୍ତିଙ୍କୁ ଅଟକ ରଖିଛି କେନ୍ଦୁଝର ଟାଉନ୍ ଥାନା ପୋଲିସ । ତାଙ୍କୁ ପଚରାଉଚରା…