Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶାରେ ଦିନ ୩ଟା ସୁଦ୍ଧା ୫୩% ଟିକାକରଣ ପଞ୍ଜିକୃତ

ଭୁବନେଶ୍ୱର: ଓଡ଼ିଶାରେ ଶନିବାର ଅପରାହ୍ନ ୩ଟା ସୁଦ୍ଧା ୫୩% କରୋନା ଟିକାକରଣ ପଞ୍ଜିକରଣ ହୋଇଥିବା ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସ୍ୱାସ୍ଥ୍ୟ) ପ୍ରଦିପ୍ତ କୁମାର ମହାପାତ୍ର କହିଛନ୍ତି। ଭଦ୍ରକ ଜିଲ୍ଲାରେ ସର୍ବାଧିକ ୮୧% ଟିକାକରଣ ହୋଇଥିବା ବେଳେ ସୋନପୁରରେ ସର୍ବନିମ୍ନ ୩୧% ଟିକା…

କିମ୍ସରେ କୋଭିଡ୍‍-୧୯ ଟିକାଦାନ ଆରମ୍ଭ

ଭୁବନେଶ୍ୱର: ସମଗ୍ର ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶନିବାର କୋଭିଡ୍‍-୧୯ ଟିକା ଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ କିମ୍‍ସରେ ଆଜି ଟିକା ଦାନ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ଦିନରେ କିମ୍‍ସର ଆଗ ଧାଡ଼ିର କରୋନା ଯୋଦ୍ଧା ତଥା କିମ୍‍ସ…

ଆଜି ପୁଣି ମିଳିଲା ଗ୍ରାମସାଥୀଙ୍କ କଟା ଗୋଡ, ତଦନ୍ତ ଚଳାଇଛି ପୋଲିସ

ସୁନ୍ଦରଗଡ : ହତ୍ୟାର ଶିକାର ହୋଇଥିବା କିରେଇ ଗ୍ରାମପଞ୍ଚାୟତର ଗ୍ରାମସାଥୀ ରମେଶ ସିଂ ଆଜି ଏକ କଟା ଗୋଡ ମିଳିଛି । ଗତକାଲି ତାଙ୍କର କଟା ମୁଣ୍ଡ, ଗଣ୍ଡି, କଟା ହାତ ଆଦି ମିଳିଥିଲା । ପୋଲିସ ଏ ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଗତ ୧୩ ତାରିଖରେ ରମେଶ ସାଙ୍ଗମାନଙ୍କ ସହ ଭୋଜି…

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ କୋଭିଡ-୧୯ ଟିକାକରଣ

ଭୁବନେଶ୍ୱର: ଦେଶରେ କୋଭିଡ-୧୯ ଟିକାକରଣର ଶୁଭାରମ୍ଭ ହୋଇଥିବା ବେଳେ ଶନିବାର ଏହି ଅଭିଯାନରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ସାମିଲ ହୋଇଛି। ଏହି ଟିକାକରଣ ସମୟରେ ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋସର୍ଜନ…

ଝରିଗାଁ ଓ ଚିତ୍ରକୋଣ୍ଡା ବିଡ଼ିଓ ନିଲମ୍ବିତ

ନବରଙ୍ଗପୁର/ମାଲକାନଗିରି: ସ୍ୱଚ୍ଛ ଭାରତ ମିଶନ ପାଇଖାନା ଟଙ୍କା ହଡ଼ପ ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୂର ସିଂ । ପାଇଖାନା ନିର୍ମାଣରେ ଦୁର୍ନୀତି ଅଭିଯୋଗ ଦୁଇ ଶହରୁ ଅଧିକ ହିତାଧିକାରୀ ଝରିଗାଁ ଥାନାରେ ଏତଲା ଦେଇଥିଲେ। ଏହାର…

ମାର୍ଚ୍ଚ ଯାଏଁ ବଢିଲା ପାର୍ବଣ ବିଶେଷ ଟ୍ରେନ ଚଳାଚଳ ଅବଧି

ଭୁବନେଶ୍ୱର: ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ପ୍ରାୟ ୨୧ ଯୋଡ଼ା ବିଶେଷ ଟ୍ରେନର ଚଳାଚଳ ଅବଧିକୁ ୨୦୨୧ ମାର୍ଚ୍ଚ ମାସ ଶେଷ ଯାଏଁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ଜାଣନ୍ତୁ, କେଉଁ ସବୁ ଟ୍ରେନ୍-  ୦୧. ଭୁବନେଶ୍ୱରରୁ ପ୍ରତି ବୁଧବାର ଓ ରବିବାର ଦିନ ଏବଂ ଆନନ୍ଦ ବିହାର…

କୁଚିଣ୍ଡାରେ ପ୍ରଧାନଶିକ୍ଷକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

କୁଚିଣ୍ଡା: ସମ୍ବଲପୁର କୁଚିଣ୍ଡା ଥାନା ଅନ୍ତର୍ଗତ ଲାଖପଡ଼ା ଗାଁରେ ଶିକ୍ଷକଙ୍କୁ ନିର୍ମମ ହତ୍ୟା । ଆଜି ଖଣ୍ଡେକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମଶଙ୍କର ଜୟପୁରିଆ ପୋଖରୀରୁ ଗାଧୋଇ ଫେରୁଥିବା ବେଳେ ତାଙ୍କୁ କିଛି ଦୁର୍ବୁତ ଟାଙ୍ଗିଆରେ ହାଣି ଫେରାର ହୋଇଯାଇଥିଲେ ।ଗାଁ ଲୋକ…

ରାଜ୍ୟରୁ ଆଜି ଚିହ୍ନଟ ହେଲେ ୧୭୮ କରୋନା ପଜିଟିଭ୍, ପଶ୍ଚିମ ଓଡ଼ିଶାରୁ ଅଧିକ

ଭୁବନେଶ୍ୱର: ରାଜ୍ୟରେ କମିଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୭୮ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୦୩ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୫ଟି । ୨୨ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି । ପଶ୍ଚିମ ଓଡ଼ିଶା ଜିଲ୍ଲାରୁ ଅଧିକ ନୂଆ…

ଗୁଜବରେ ବିଶ୍ୱାସ ନକରି ଟିକା ନେବାକୁ ଅପିଲ କଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ

ଭୁବନେଶ୍ୱର: କୋଭିଡ୍ ଟିକା ନେଉଛି ଓଡ଼ିଶା । ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଉଛି । ଆଜି କ୍ୟାପିଟାଲ୍ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ବି ଟିକା ନେଇଛନ୍ତି । ସେ କହିଛନ୍ତି, କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ । ଟିକା ନେବାର ଅଧଘଣ୍ଟା…

ଝାରପଡ଼ା ଜେଲରେ ଜଣେ ବିଚାରଧୀନ କଏଦୀର ମୃତ୍ୟୁ

ଭୁବନେଶ୍ୱର: ଝାରପଡା ଜେଲରେ ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁ । ତାଙ୍କ ନାଁ ରବି ଦୁଲ୍ଲା । ହୃତଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି  । ନୟାଗଡ ଅସ୍ତ୍ରାଗାର ଲୁଟ ଘଟଣାରେ ସେ ସଜା କାଟୁଥିଲେ । ମାଓବାଦୀଙ୍କ ସହ ସମ୍ପୃକ୍ତି ଅଭିଯୋଗରେ ଜେଲରେ ଥିଲେ ରବି ଦୁଲ୍ଲା । ୨୦୦୮ରେ ସେ…