Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଲଟିଲା କପା ବୋଝେଇ ଟ୍ରାକ୍ଟର, ୨ ମୃତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା କ୍ରିକାଲୁପାଡୁ ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଲା କପା ବୋଝେଇ ଟ୍ରାକ୍ଟର । ଏହି ଦୁର୍ଘଟଣାରେ ଡ୍ରାଇଭର ସମେତ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା । ସୂଚନାନୁସାରେ, ଗତକାଲି ବିଳମ୍ବିତ ରାତିରେ ଏହି ଟ୍ରାକ୍ଟରଟି…

ଘନ କୁହୁଡି ଯୋଗୁଁ ଓଲଟିଲା ଗ୍ୟାସ ଟ୍ୟାଙ୍କର

ଖଲ୍ଲିକୋଟ: ଘନ କୁହୁଡି ଯୋଗୁଁ ଓଲଟିଲା ଗ୍ୟାସ୍‌ ଟ୍ୟାଙ୍କର । ଗଞ୍ଜାମ ଜିଲ୍ଲା ଛତ୍ରପୁର ଜାତୀୟ ରାଜପଥ ତାମ୍ପରା ନିକଟରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁଯାୟୀ, ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଠୁବା ଗ୍ୟାସ୍‌ ଟ୍ୟାଙ୍କର ହଠାତ୍‌ ଛତ୍ରପୁର ଜାତୀୟ ରାଜପଥ ତାମ୍ପରା ନିକଟରେ…

ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍; ୨ ଗୁରୁତର

କଳାହାଣ୍ଡି: କଳାହାଣ୍ଡି-ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣୀ ଘାଟିରେ ଓଆଲଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ବସ୍‌ ହେଲପର ଓ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଯାତ୍ରୀ ମାନେ ବର୍ତ୍ତିଯାଇଥିବା ସୂଚନା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ସହ…

ଲାଞ୍ଚ ନେବା ବେଳେ ଧରାପଡିଲେ ଜିଲ୍ଲା ମତ୍ସ୍ୟ ଅଧିକାରୀ

ବାରିପଦା: ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ମତ୍ସ୍ୟ ସମ୍ପଦ ଅଧିକାରୀ ସୁରେନ୍ଦ୍ର କୁମାର ଘଡ଼େଇ । ଆଜି ଲକ୍ଷେ ୧୦ହଜାର ଲାଞ୍ଚ ନେବା ବେଳେ ଟଙ୍କା ସହିତ ବାରିପଦା ଭିଜିଲାନ୍ସ ଟିମ୍ ଶ୍ରୀ ଘଡ଼େଇଙ୍କୁ ଧରିଥିଲେ। ଜଣେ ମତ୍ସ୍ୟଚାଷୀଙ୍କୁ ସରକାରୀ ସହାୟତା ରାଶି ମଞ୍ଜୁର କରିବା ପାଇଁ ଏହି…

କବି କୈଳାସ ପାତ୍ରଙ୍କୁ ସାହିତ୍ୟ ଚର୍ଚ୍ଚା ସମ୍ମାନ

ଯାଜପୁର:ବ୍ୟାସନଗର କବି କୈଳାସ ପାତ୍ର ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ରିକ୍ସା ଚଳାଇବା ହେଉଛି ତା’ଙ୍କର ପେଶା। ହେଲେ ନିଶା ହେଉଛି କବିତା ଲେଖିବା। ସେ ବର୍ତ୍ତମାନ ସୁଦ୍ଧା ଏହିଭଳି ପାଂଚହଜାରରୁ ଉର୍ଦ୍ଧ୍ବ ଉଚ୍ଚକୋଟୀର କବିତା ଲେଖିସାରିଲେଣି। ବ୍ୟାସନଗର ଅଂଚଳର ଏହି ରିକ୍ସା ଚାଳକ କବି କୈଳାସ…

ମକର ସଂକ୍ରାନ୍ତିରେ ବନ୍ଦ ରହିବ ଧବଳେଶ୍ଵର ପୀଠ

କଟକ: ମକର ସଂକ୍ରାନ୍ତିରେ ଭିଡ଼କୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଠଗଡର ଧବଳେଶ୍ଵର ମନ୍ଦିରରେ ଧାରା ୧୪୪ ଲାଗୁ କରାଯାଉଛି। ଏନେଇ ସୂଚନା ଦେଇଛନ୍ତି ଆଠଗଡର ଉପ-ଜିଲ୍ଲାପାଳ ଅଜମ୍ବର ମହାନ୍ତି। ସେ କହିଛନ୍ତି ଯେ ଏହି ଦିନରେ ପୂଜାପାଠ କରିବା ପାଇଁ ଅଧିକ ସଂଖ୍ୟକ ଭକ୍ତଙ୍କ ସମାଗମ…

ଚନ୍ଦ୍ରଭାଗା ଓ ତଳସରୀ ବେଳାଭୂମିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଯୋଜନା

ଭୁବନେଶ୍ୱର: ଚନ୍ଦ୍ରଭାଗା ଓ ତଳସରୀର ସମୁଦ୍ରକୂଳକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ କରିବା ଲାଗି ରାଜ୍ୟସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇ ଯୋଜନାର ରୂପାୟନ ସଂପର୍କରେ ଭିଡିଓ କନଫରେନ୍ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକ କରି…

ବୀଭତ୍ସ ହତ୍ୟା: ପେଟ୍ରୋଲ ଢାଳି ଯୁବକଙ୍କୁ ଜିଅନ୍ତା ଜାଳିଦେଲେ

ଅନୁଗୋଳ: ବୀଭତ୍ସ, ଅମାନୁଷିକ ଓ ଲୋମଟାଙ୍କୁରା ହତ୍ୟାକାଣ୍ଡ। ଗାଁ ଦାଣ୍ଡରେ ଯୁବକଙ୍କୁ ଜିଅନ୍ତା ଜାଳିଦେଲେ ସମ୍ପର୍କୀୟ। ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇ ଦେଲେ। ଏହି ବର୍ବରକାଣ୍ଡ ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ କଦଳିମୁଣ୍ଡା ଗାଁର କେନ୍ଦୁସାହିରେ। ମୃତକଙ୍କ ନାଁ ରାଜକିଶୋର…

ଷ୍ଟିଲ ସିଟିର ତିନି ସରକାରୀ ଶିକ୍ଷକଙ୍କୁ କରୋନା

ରାଉରକେଲା: ସରକାରୀ ହାଇସ୍କୁଲର ୩ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨ ଦିନ ମଧ୍ୟରେ ୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ସମସ୍ତ ଶିକ୍ଷକ ଗୋଟିଏ ସ୍କୁଲର ହୋଇଥିବା ଜଣାପଡିଛି । କରୋନା ମହାମାରୀ କାରଣରୁ ଗତ ନଅମାସ ଗହେଲା ସ୍କୁଲ ବନ୍ଦ ରହିଥିବା । ତେବେ…

ରାଜ୍ୟ ସ୍ତରୀୟ ମୁରୁଜ ପ୍ରତିଯୋଗିତା

ଭୁବନେଶ୍ୱର:ଓଡ଼ିଆ ସଂସ୍କୃତିରେ ଥିବା ବୈଜ୍ଞାନିକ ଦୃଷ୍ଟି ଭଙ୍ଗୀ ଓ କଳାର ପ୍ରଚାର ପ୍ରସାର। ପାଇଁ ଶ୍ରୀ ଗୋବିଜ୍ଞାନ ଫାଉଣ୍ଡେସନର ମାତୃଶକ୍ତି ଶ୍ରୀ ଗୋବିଜ୍ଞାନ ବିଭାଗ ଗତ ପଞ୍ଚୁକ ଉପଲକ୍ଷେ ରାଜ୍ୟ ସ୍ତରୀୟ ଏକ ମୁରୁଜ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ଓଡ଼ିଶାର…