Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜଧାନୀରେ ବାସହରାଙ୍କୁ ଖାଦ୍ୟ ବାଣ୍ଟିବା ଉପରେ ଲାଗିଲା କଟକଣା

ଭୁବନେଶ୍ୱର: ରାଜଧାନୀକୁ ଭିକାରୀ ମୁକ୍ତ କରିବା ପାଇଁ ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ । ରାଜଧାନୀରେ ବାସହରାଙ୍କୁ ଖାଦ୍ୟ ବାଣ୍ଟିବା ଉପରେ ଲାଗିଲା କଟକଣା । ଅନ୍ୟାନ୍ୟ ସାମଗ୍ରୀ ବାଣ୍ଟିବା ଉପରେ ମଧ୍ୟ ବିଏମସି ପ୍ରତିବନ୍ଧକ ଲଗାଇଛି । ଏନେଇ ବିଏମସି ପକ୍ଷରୁ ଜାରି ହୋଇଛି…

ରାଜ୍ୟର ତିନି ଜଣ ମନ୍ତ୍ରୀଙ୍କୁ କଳା ପତାକା ଦେଖାଇଲେ କଂଗ୍ରେସ କର୍ମୀ

ଭବାନୀପାଟଣା: ମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ । ରାଜ୍ୟର ତିନି ଜଣ ମନ୍ତ୍ରୀଙ୍କୁ କଂଗ୍ରେସ କର୍ମୀ କଳା ପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଛନ୍ତି । ଭବାନୀପାଟଣାରେ ଏଭଳି ବିରୋଧ କରିଛନ୍ତି କଂଗ୍ରେସ କର୍ମୀ । ମନ୍ତ୍ରୀ ସୁଶାନ୍ତ ସିଂହ, ଦିବ୍ୟଶଙ୍କର ମିଶ୍ର ଓ ଟୁକୁନି ସାହୁଙ୍କୁ କଳା…

୧୦୦ କୋଟି ଡଲା‌ରରେ ବିକ୍ରି ହୋଇଗଲା ନିଟ୍ ଓ ଜେଇଇ କୋଚିଂ ସେଣ୍ଟର ଆକାଶ ଇନଷ୍ଟିଚ୍ୟୁଟ୍‌!

ବେଙ୍ଗଳୁରୁ: NEET ମେଡିକାଲ ଓ JEE ଣ୍ଟ୍ରାନ୍‌ସରେ ବେଶ୍ ନାଁ କରିଥିବା କୋଚିଂ ସେଣ୍ଟର ଆକାଶ ଇନ୍‌ଷ୍ଟିଚ୍ୟୁଟ ବିକ୍ରି ହୋଇ ଯାଇଛି । ଅନଲାଇନ୍ ପାଠପଢାର ଷ୍ଟାର୍ଟ ଅପ୍ ବାଇଜୁସ୍ ଏହି କୋଚିଂ ସେଣ୍ଟରକୁ ୧ ବିଲିୟନ ଡଲାର ଅର୍ଥାତ ୧୦୦ କୋଟି ଡଲାରରେ କିଣିଛି । ଶିକ୍ଷା କ୍ଷେତ୍ରରେ ଏହା ଏକ…

ରାଜ୍ୟରୁ ୨୪ ଘଣ୍ଟାରେ ୨୧୦ କରୋନା ପଜିଟିଭ୍, ୫ ଜିଲ୍ଲାରେ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟରେ କମିଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । ପ୍ରତିଦିନ ଏବେ ଅଢ଼େଇ ଶହ ଭିତରେ ନୂଆ ଆକ୍ରାନ୍ତ ବାହାରୁଛନ୍ତି । ଗତ ୨୪ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୧୦ ଜଣ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୨୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି…

ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା

ପୁରୀ: ପ୍ରଥମ ପର୍ଯ୍ୟାୟରେ ପୁରୀର ପହଞ୍ଚିଛି ସେରମ୍ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଭ୍ୟାକସିନ୍ । ଜିଲ୍ଲା ସଦର ମହକୁମା ଡାକ୍ତରଖାନା ପରିସରରେ ଥିବା ଟିକା ଭଣ୍ଡାରରେ ଏହାକୁ ସଂରକ୍ଷିତ ରଖାଯାଇଛି । ପ୍ରାୟ ୭ହଜାର ଡୋଜ୍ ଭ୍ୟାକସିନ୍ ଆସିଥିବା ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଚିକିତ୍ସା…

ବାଇକ୍ ଚାଳକକୁ ବଞ୍ଚାଇବାକୁ ଯାଇ ଓଲଟିଲା ପୋଲିସ ଗାଡ଼ି, ୫ କର୍ମଚାରୀ ଆହତ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଦୁଇ ଦୁଇଟି ଦୁର୍ଘଟଣା ଘଟିଛି । ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ିଥିବା ବେଳେ ପୋଲିସ ଗାଡ଼ି ବି ଦୁର୍ଘଟଣାଗ୍ରସ୍ତ ହୋଇଛି । ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଓଲଟି ପଡ଼ିଲା ପୋଲିସ ପାଟ୍ରୋଲିଂ ଗାଡ଼ି ।ଛତ୍ରପୁର…

ଭାରସାମ୍ୟ ହରାଇ ଛତ୍ରପୁର ନିକଟ ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟ ତାମ୍ପରାଠାରେ ଓଲଟିଲା ଗ୍ୟାସ ଟ୍ୟାଙ୍କର । ଛତ୍ରପୁରର ୧୬ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ମଝି ରାସ୍ତାରେ ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ିଥିଲା । ଏଥିରେ ଗାଡ଼ି ଚାଳକ ସାମାନ୍ୟ ଆହତ ହୋଇଛନ୍ତି । ଘନ କୁହୁଡ଼ି ପାଇଁ ରାସ୍ତା ଦେଖାଯାଇ…

ନୟାଗଡ଼ ନାବାଳିକା ହତ୍ୟା ମାମଲା: ଅଭିଯୁକ୍ତ ନାବାଳକର ବ୍ରେନ୍ ମ୍ୟାପିଂ ପାଇଁ ଆବେଦନ ଉପରେ ଆଜି ବିଚାର

ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଆଜି ଅଭିଯୁକ୍ତ ନାବାଳକର ବ୍ରେନ୍ ମ୍ୟାପିଂ ଆବେଦନ ଉପରେ ଶୁଣାଣି ହେବ । ଜୁଭେନାଇଲ ଜଷ୍ଟିସ ବୋର୍ଡରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍-SIT କରିଥିବା ଆବେଦନର ଶୁଣାଣି ହେବ । ନାର୍କୋ ଟେଷ୍ଟ ପାଇଁ ଅଭିଯୁକ୍ତ ରାଜି ହୋଇ ନଥିଲା । ଏନେଇ…

କଟକରୁ ଜବତ ହେଲା ୧୦ ଲକ୍ଷ ମୂଲ୍ୟର ବ୍ରାଉନସୁଗାର

କଟକ: କଟକ ଜିଲ୍ଲା ବିଡାନାସୀ ଅଞ୍ଚଳରୁ ଜବତ ହୋଇଛି ୧୦ ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ବ୍ରାଉନସୁଗାର। ବିଡ଼ାନାସୀ ଦେଉଳସାହି ଦେବୀଘର ପଛପଟୁ ଏହି ବ୍ରାଉନସୁଗାର ପୋଲିସ ଜବତ କରିଥିବା ସୂଚନା। ଏଭଳି ବିପୁଳ ପରିମାଣର ବ୍ରାଉନସୁଗାର ସାହି ଭିତରୁ ଜବତ ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ…

କୋଭିସିଲ୍ଡ ପରେ ଭୁବନେଶ୍ୱର ଆସିଲା କୋଭାକ୍ସିନ ଟିକା

ଭୁବନେଶ୍ୱର: କାଲି ଆସିଥିଲା ସେରମ ଇନଷ୍ଟିଚ୍ୟୁଟର କରୋନା ଭ୍ୟାକସିନ୍ କୋଭିସିଲଡ୍ । ଆଜି ଓଡ଼ିଶାରେ ପହଞ୍ଚିଛି ଭାରତ ବାୟୋଟେକର କରୋନା ଟିକା କୋଭାକ୍ସିନ୍ । ହାଇଦ୍ରାବାଦରୁ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ପହଞ୍ଚିଛି । ପ୍ରଥମ ପର୍ଯ୍ୟାୟରେ ୨୦ହଜାର ଡୋଜ୍ କୋଭାକ୍ସିନ୍ ଟିକା ପହଞ୍ଚିଥିବା…