Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗ୍ୟାସ ଲିକରେ ୪ କର୍ମୀଙ୍କ ମୃତ୍ୟୁ ଘଟଣା, RSPକୁ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲର ନୋଟିସ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନାରେ ଗ୍ୟାସ ଲିକ ହୋଇ ୪ ଜଣ ଠିକା କର୍ମଚାରୀ ମୃତ୍ୟୁବରଣ କରିବା ଘଟଣାରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ପକ୍ଷରୁ ନୋଟିସ ଜାରି କରାଯାଇଛି। ଗ୍ୟାସ ଲିକ ଘଟଣାରେ ପରିବେଶରେ କ'ଣ କ୍ଷତି ହୋଇଛି ସେନେଇ ରିପୋର୍ଟ ଦେବାକୁ ରାଉରକେଲା ଇସ୍ପାତ…

ଗଞ୍ଜା ଲଢ଼େଇ ବେଳେ ପୋଲିସ-ଜନତା ଖଣ୍ଡଯୁଦ୍ଧ

ମାଲକାନଗିରି: ଗଞ୍ଜା ଲଢେଇ ବେଳେ ପୋଲିସ-ଜନତା ଖଣ୍ଡଯୁଦ୍ଧ । ପୋଲିସ ଉପରକୁ ଆକ୍ରମଣ କଲେ ଗ୍ରାମବାସୀ । ଆକ୍ରମଣରେ ଜଣେ ଏସଡିପିଓଙ୍କ ସମେତ ୪ ପୋଲିସ କର୍ମୀ ଆହତ ହୋଇଛନ୍ତି । ୩୦ରୁ ଅଧିକ ଗ୍ରାମବାସୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ୧୬ଜଣଙ୍କୁ ଗିରଫ କରାଯାଇଥିବା ସୂଚନା…

ପାରାଦୀପରେ ୨ ଦିନିଆ ମିଳିତ ସମରାଭ୍ୟାସ ‘ସି ଭିଜିଲ’ ଆରମ୍ଭ

ପାରାଦୀପ: ପାରାଦୀପ ଉପକୂଳରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ ‘ସି ଭିଜିଲ’ । ଭାରତୀୟ ନୌସେନା, କୋଷ୍ଟଗାର୍ଡ ସମେତ ୧୮ଟି ସାମୁଦ୍ରିକ ଥାନାର କର୍ମଚାରୀ ଏଥିରେ ସାମିଲ ହୋଇଛନ୍ତି। ସମୁଦ୍ର ଉପକୂଳରେ ସୁରକ୍ଷା କଡାକଡି ବାହ୍ୟଶତ୍ରୁ ମୁକାବିଲାରେ ସବୁ ବିଭାଗରେ ସମନ୍ୱୟ…

ଗଳା କାଟି ବୀଭତ୍ସ ହତ୍ୟା, ମହିଳାଙ୍କ ମୃତଦେହ ଉଦ୍ଧାର

ଭଦ୍ରକ: ବୀଭତ୍ସ ଓ ଅମାନୁଷିକ ହତ୍ୟାକାଣ୍ଡ । ଗଳା କାଟି ମହିଳାଙ୍କୁ ନିର୍ମମ ହତ୍ୟା । ବାଉଶ ବୁଦା ମୂଳରେ ବେକ କଟା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡରୀପୋଖରୀ ଥାନା ନୂଆପୋଖରୀ ଗାଁରେ । ମୃତକଙ୍କ ନାଁ ରାଧାରାଣୀ ମହାନ୍ତି ।…

ଆଜି ଓଡ଼ିଶାରେ ପହଞ୍ଚିବ ‘କୋଭିସିଲ୍ଡ’ ଭ୍ୟାକସିନ୍

ଭୁବନେଶ୍ୱର: ଆଜିଠୁ ସାରା ଦେଶରେ ଆରମ୍ଭ ହୋଇଛି ଟିକା ପରିବହନ । ବିଭିନ୍ନ ରାଜ୍ୟକୁ ସେରମ୍ ଇନଷ୍ଟିଚ୍ୟୁଟର କୋଭିଡସିଲ୍ଡ ଟିକା ପରିବହନ ଆରମ୍ଭ ହୋଇଛି । ଆଜି ପୁଣେରୁ ଭୁବନେଶ୍ୱରକୁ ଆସିବ କୋଭିସିଲ୍ଡ ଟିକା । ସ୍ୱତନ୍ତ୍ର ସ୍ପାଇସ ଜେଟ୍ ବିମାନରେ ଅପରାହ୍ନ ୪ଟା ୨୦ରେ ଭୁବନେଶ୍ୱର ବିମାନବନ୍ଦରରେ…

ବୋମାମାଡ଼ କରି ଦୁର୍ବୃତ୍ତ ଲୁଟି ନେଲେ ଟଙ୍କା ଓ ସୁନା ଗହଣା

କଟକ: ବୋମାମାଡ଼ କରି ଦୁର୍ବୃତ୍ତ ଲୁଟି ନେଲେ ଟଙ୍କା ଓ ସୁନା ଗହଣା । ବିଳମ୍ବିତ ରାତିରେ ଡକାୟତ ଗ୍ୟାଙ୍ଗର ଉନ୍ମତ୍ତକାଣ୍ଡ । ଘର ଆଗରେ ବୋମାମାଡ଼ କରି ପ୍ରଥମେ ଲୋକଙ୍କୁ ଭୟଭୀତ କଲେ । ତାପରେ ଘରେ କଳାକନା ବୁଲାଇ ଦେଲେ ଲୁଟେରା । କଟକ ଜିଲ୍ଲା କାନପୁର ଥାନା ହରିପୁର ଗାଁରେ ଏଭଳି ଡକାୟତି…

ସମ୍ବଲପୁରରୁ ଜବତ ହେଲା ବିପୁଳ ପରିମାଣର କଫସିରଫ ଓ ନିଶା ଟାବଲେଟ; ୪ ଗିରଫ 

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରୁ ଜବତ ହୋଇଛି ବିପୁଳ ପରିମାଣର କଫସିରଫ ଓ ନିଶା ଟାବଲେଟ। ଘଟଣାରେ ସମ୍ପୃକ୍ତି ଜଣାଇ ସମ୍ବଲପୁର ଟାଉନଥାନା ପୋଲିସ ୪ଜଣଙ୍କୁ ଗିରଫ କରିଥିବା ସୂଚନା। ମିଳିଥିବା ଖବର ଅନୁଯାୟୀ, ବ୍ୟାପକ ପରିମାଣର କପସିରଫ ଓ ନିଶା ଟେବଲେଟ ଜବତ କରିବା ସହ ସମ୍ବଲପୁର ଟାଉନଥାନା…

ଚଳିତ ବର୍ଷ ରଥଯାତ୍ରା ଲାଗି ପ୍ରକ୍ରିୟା ଆରମ୍ଭ

ପୁରୀ: ୨୦୨୧ରେ ରଥଯାତ୍ରା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଏକ ୪ଜଣିଆ ଟିମ୍ ନୟାଗଡର ଦଶପଲା ରେଞ୍ଜର ବଡମୂଳର ବଡରାଉଳ ଠାକୁରାଣୀଙ୍କ ମନ୍ଦିରକୁ ସୋମବାର ଦିନ ଯାତ୍ରା କରିଥିଲେ।…

ବିଶ୍ୱବ୍ୟାପୀ ପ୍ରଦୂଷଣ କମାଇବାରେ ସ୍ଲରି ପାଇପ୍‌ଲାଇନ୍ ସହାୟକ ହେଉଛି: ସୋଆ କର୍ମଶାଳା

ଭୁବନେଶ୍ୱର: ସ୍ଲରି ପାଇପ୍‌ଲାଇନ୍ ମାଧ୍ୟମରେ ଖଣିଜ ପଦାର୍ଥ ପରିବହନ ଦ୍ୱାରା ୯୭ ପ୍ରତିଶତ ପ୍ରଦୂଷଣ କମୁଛି ଏବଂ ୯୩ ପ୍ରତିଶତ ଶକ୍ତି ସଂରକ୍ଷଣ ହୋଇପାରୁଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ କୁହାଯାଇଛି। ସୋଆର ପରିକଳ୍ପନା, ନିର୍ମାଣ ଏବଂ ପରିଚାଳନା ଦୃଷ୍ଟିରୁ ଦୂରଗାମୀ…

ନୂଆ କୃଷି ଆଇନ ବାତିଲ ଦାବିରେ ପଦଯାତ୍ରା

ଭୁବନେଶ୍ୱର: ଦିଲ୍ଲୀ କୃଷକ ଆନ୍ଦୋଳନ ସମର୍ଥନରେ ଏବଂ ୩ କଳା କୃଷି ଆଇନ ବାତିଲ ଦାବିରେ ସିପିଆଇ(ଏମ୍-ଏଲ) ରେଡ଼ ଷ୍ଟାର କେନ୍ଦ୍ରୀୟ କମିଟି ପକ୍ଷରୁ ୨୬ ଡ଼ିସେମ୍ବରରୁ ୧୧ ଜାନୁଆରୀ ଦେଶବ୍ୟାପୀ ଅଭିଯାନ ଡ଼ାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ପାର୍ଟିର ଖୋର୍ଦ୍ଧା ଜିଲ୍ଲା କମିଟି ଆନୁକୂଲ୍ୟରେ…