Latest Odisha News

BREAKING NEWS

Browsing Category

ଓଡିଶା

Odisha

ଯୁଆଡେ ଦେଖ ସବୁ ନକଲି, ରାଜଧାନୀରୁ ନକଲି ଘିଅ କାରଖାନା ଠାବ

ଭୁବନେଶ୍ବର: ରାଜଧାନୀରୁ ବିପୁଳ ପରିମାଣରେ ନକଲି ଘିଅ ଜବତ ହୋଇଛି । କଟକରୁ ଲଗାତାର ନକଲି ଖାଦ୍ୟ ସାମଗ୍ରୀ ଜବତ ହେବା ପରେ ଏବେ ଭୁବନେଶ୍ବରରୁ ଭେଜଲ ଘିଅ କାରଖାନା ଠାବ କରିଛି ପୋଲିସ । ତ୍ରିଲୋଚନ ବିହାରରେ ଏୟାର ଫିଲ୍ଡ ଥାନା ପୋଲିସ ଓ କୁଇକ୍ ଆକ୍ସନ ଟିମ୍ ଚଢାଉ କରି ବିପୁଳ ପରିମାଣର…

ଖୁବଶୀଘ୍ର ରାଜ୍ୟ ସଚିବ ସ୍ତରରେ ଅଦଳବଦଳ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବରେ ସୁରେଶ ମହାପାତ୍ର ଓ ଉନ୍ନୟନ କମିଶନର ଭାବରେ ପ୍ରଦୀପ ଜେନା ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଗକୁ ବିଭିନ୍ନ ବିଭାଗରେ ସଚିବ ସ୍ତରରେ ଅଦଳବଦଳ ହୋଇପାରେ । ମିଳିଥିବା ସୂଚନା ଅନୁସାରେ ବିଭିନ୍ନ ବିଭାଗରେ ୭-୮ ଜଣ ବରିଷ୍ଠ ଆଇଏଏସଙ୍କ ପଦବୀରେ…

ତାତିଲେ ଜନତା: ବାଲିଗୁଡ଼ାରେ ପୋଲିସ ଲାଠି ଚାର୍ଜ ବିରୋଧରେ ରାସ୍ତାରୋକ

ଫୁଲବଣୀ: ପୋଲିସର ଲାଠି ଚାର୍ଜକୁ ବିରୋଧ । ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲେ ଉତ୍ୟକ୍ତ ଲୋକ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ ବିରୋଧରେ ରାସ୍ତାରୋକ କରିଛନ୍ତି ଦଣ୍ଡପଦର ଗାଁ ଲୋକ । ପଥର ପକାଇ ରାସ୍ତା ଉପରେ ଟାୟାର ଜାଳି 59ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ଏହି…

୧୬ ତାରିଖରେ ଭୁବନେଶ୍ୱରରେ ୫ଟି କେନ୍ଦ୍ରରେ ଟିକାକରଣ

ଭୁବନେଶ୍ୱର: ଆଜି ଓଡ଼ିଶାରେ ପହଞ୍ଚିବ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟିକା । ଆସନ୍ତା ୧୬ ତାରିଖରେ ଟିକାକରଣ ଶୁଭାରମ୍ଭ ହେବ । ଭୁବନେଶ୍ୱରରେ ୫ଟି କେନ୍ଦ୍ରରେ ଭ୍ୟାକସିନ୍ ଲଞ୍ଚ କରାଯିବ । ଏହି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଭୁବନେଶ୍ୱରରେ କ୍ୟାପିଟାଲ ହସ୍ପିଟାଲ,…

ଫେସ୍‌ବୁକ୍ ସହିତ ଡାଟା ସେୟାରିଂକୁ ନେଇ ହ୍ୱାଟ୍‌ସଅପ୍‌ର ପୁଣି ଏକ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ-ଫେସ୍‌ବୁକ୍ ସହିତ ହ୍ୱାଟସଅପ୍‌ର ଡାଟା ସେୟାରିଂ ବିବାଦ ଏବଂ ଏହି କାରଣରୁ ବ୍ୟକ୍ତିଗତ ଗୋପନୀୟ ତଥ୍ୟର ସୁରକ୍ଷାକୁ ନେଇ ପୁଣି ଥରେ ସ୍ପଷ୍ଟୀକରଣ ଦେଇଛି ହ୍ୱାଟସଅପ୍ । ଏହି ସୋସିଆଲ୍ ମିଡିଆ ସଂସ୍ଥା ପକ୍ଷରୁ କୁହା ଯାଇଛି ଯେ, ଫେସ୍‌ବୁକ୍ ସହିତ ଡାଟା ସେୟାରିଂ କଲେ ମଧ୍ୟ ପରିବାର…

ରାଜ୍ୟରୁ ୨୪ ଘଣ୍ଟାରେ ୨୨୪ କରୋନା ପଜିଟିଭ୍, ପାଞ୍ଚ ଜିଲ୍ଲାରେ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣ ଭିତରେ ରହିଛି ଦୈନିକ କରୋନା ସଂକ୍ରମଣ । ପ୍ରତିଦିନ ତିନି ଶହରୁ କମ୍ ନୂଆ ଆକ୍ରାନ୍ତ ବାହାରୁଛନ୍ତି । ଗତ ୨୪ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୨୬ ପଜିଟିଭ୍ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୩୧ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୯୪ଟି । ୨୫…

ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ, ଟ୍ରକ ଛାଡ଼ି ପଳାଇଲେ ମାଫିଆ

ରାୟଗଡ଼ା: ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ । ଟ୍ରକରେ ଭର୍ତ୍ତି ହୋଇ ଚାଲାଣ ହେଉଥିଲା । ଯାଞ୍ଚ ବେଳେ ଧରିଲା ଅବକାରୀ ବିଭାଗ । ରାୟଗଡ଼ା ଜିଲ୍ଲା ମୁକୁନ୍ଦପୁର ଘାଟିରେ ଟ୍ରକ୍‌ରୁ ଜବତ ହୋଇଛି ୧୬ଶହ ୨୨ କିଲୋଗ୍ରାମର ଗଞ୍ଜେଇ । ଯାହାର ମୂଲ୍ୟ ଦେଢ଼େ କୋଟି ଟଙ୍କା ହେବ । ୫୬ଟି ପ୍ୟାକେଟ କରି…

ନୟାଗଡ଼ ନାବାଳିକା ହତ୍ୟା ମାମଲା: ପୂର୍ଣ୍ଣାଙ୍ଗ ତଦନ୍ତ ରିପୋର୍ଟ ଦାଖଲ ପାଇଁ SITକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା ଶୁଣାଣି ହୋଇଛି । ଆଜି ହାଇକୋର୍ଟରେ ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ କଲାନି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍- SIT । ଗତ ଡିସେମ୍ବର ୧୬ ତାରିଖରେ SIT ଦେଇଥିବା ଷ୍ଟାଟସ ରିପୋର୍ଟ ଖୋଲାଗଲା । ପୂର୍ଣ୍ଣାଙ୍ଗ ତଦନ୍ତ ରିପୋର୍ଟ…

ଭୁବନେଶ୍ୱର-ପୁନେ ମଧ୍ୟରେ ଖୁବଶୀଘ୍ର ଏୟାର ଏସିଆ ବିମାନ ସେବା

ଭୁବନଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱରରୁ ପୁନେକୁ ସିଧାସଳଖ ଉଡ଼ିବ ବିମାନ । ଭୁବନେଶ୍ୱର-ପୁଣେ ମଧ୍ୟରେ ଆରମ୍ଭ ହେବ ବିମାନସେବା । ଏୟାର ଏସିଆର ସ୍ୱତନ୍ତ୍ର ବିମାନ ଚଳାଚଳ କରିବ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କ…

ଗ୍ୟାସ ଲିକରେ ୪ କର୍ମୀଙ୍କ ମୃତ୍ୟୁ ଘଟଣା, RSPକୁ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲର ନୋଟିସ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନାରେ ଗ୍ୟାସ ଲିକ ହୋଇ ୪ ଜଣ ଠିକା କର୍ମଚାରୀ ମୃତ୍ୟୁବରଣ କରିବା ଘଟଣାରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ପକ୍ଷରୁ ନୋଟିସ ଜାରି କରାଯାଇଛି। ଗ୍ୟାସ ଲିକ ଘଟଣାରେ ପରିବେଶରେ କ'ଣ କ୍ଷତି ହୋଇଛି ସେନେଇ ରିପୋର୍ଟ ଦେବାକୁ ରାଉରକେଲା ଇସ୍ପାତ…