Latest Odisha News

BREAKING NEWS

Browsing Category

ଓଡିଶା

Odisha

କୋହଳ ହୋଇପାରେ କାଳିଆ ଦର୍ଶନ, ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥାରେ କୋହଳ ହୋଇପାରେ । ଉଠିପାରେ କୋଭିଡ୍ ଟେନେଗିଭ୍ ରିପୋର୍ଟ ବ୍ୟବସ୍ଥା । ଏଥିପାଇଁ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଦର୍ଶନ ବ୍ୟବସ୍ଥା ନେଇ ଏଠାରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ ।…

ନେତାଜୀଙ୍କ ୧୨୫ତମ ଜୟନ୍ତୀ ପାଇଁ କମିଟି ଗଠିତ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ

ଭୁବନେଶ୍ୱର: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀକୁ ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଯେଉଁଥିରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କମିଟି ଗଠନ ସମ୍ପର୍କିତ ଏକ ଗେଜେଟ…

‘ବାର୍ଡ ଫ୍ଲୁ’ ଭୟ, ଗଞ୍ଜାମରେ ରାପିଡ ରେସପନ୍ସ ଟିମ୍ ଗଠିତ

ବ୍ରହ୍ମପୁର: ବାର୍ଡ ଫ୍ଲୁର ମୁକାବିଲା ପାଇଁ ସତର୍କତାମୂଳକ ପଦକ୍ଷେପ ଭାବେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୨ଟି ରାପିଡ୍ ରେସପନ୍ସ ଟିମ୍ (ଆରଆରଟି) ଗଠନ କରାଯାଇଛି। ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ (ଡିଭିଓ) ଡ. ଦେବରାଜ ବେହେରା କହିଛନ୍ତି ଯେ ପ୍ରତ୍ୟେକ ଆରଆରଟିରେ ଜଣେ ପ୍ରାଣୀ…

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୨୬୯ କରୋନା ସଂକ୍ରମିତ

ଭୁବନେଶ୍ୱର: ଓଡିଶାରୁ ଗୋଟିଏ ଦିନରେ ପ୍ରାୟ ୨୬୯ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ୩ ଲକ୍ଷ ୨୭ ହଜାର ୮୦୩ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ…

ଚିଲି ଗସ୍ତରେ ଯିବ ଭାରତୀୟ ଜୁନିଅର ମହିଳା ହକି ଦଳ, ଟିମରେ ୩ ଓଡ଼ିଆ ସାମିଲ

ଭୁବନେଶ୍ୱର: ଚିଲି ଗସ୍ତରେ ଭାରତୀୟ ଜୁନିଅର ମହିଳା ହକି ଦଳ ଯିବାକୁ ଥିବା ବେଳେ ସେଥିରେ ଓଡିଶାର ତିନିଜଣ ବାଳିକା ସ୍ଥାନ ପାଇଛନ୍ତି। ଏହି ତିନି ଜଣ ହେଉଛନ୍ତି ମରିଆନା କୁଜୁର (ମିଡଫିଲ୍ଡର), ଅଜମିନା କୁଜୁର (ମିଡଫିଲ୍ଡର) ଏବଂ ଜିୱନ୍ କିଶୋରୀ ଟପ୍ପୋ (ଫରୱାର୍ଡ)। ଏନେଇ ଶନିବାର ଦିନ…

ମିସ୍ ଆଣ୍ଡ ମିସେସ୍ ଅପେରା ଗ୍ଲୋବାଲ ଇଣ୍ଡିଆ ସୁନ୍ଦରୀ ପ୍ରତିଯୋଗିତା ଫାଇନାଲରେ ସ୍ମୃତି ପଣ୍ଡା

ବ୍ରହ୍ମପୁର : ଜାତୀୟ ସ୍ତରର ପ୍ରତିଯୋଗିତା ମିସ୍ ଆଣ୍ଡ ମିସେସ୍ ଅପେରା ଗ୍ଲୋବାଲ ଇଣ୍ଡିଆ-୨୦୨୦- ୧ ସୁନ୍ଦରୀ ପ୍ରତିଯୋଗିତା ଫାଇନାଲରେ ବ୍ରହ୍ମପୁରର ସ୍ମୃତି ପଣ୍ଡା । କୋରନା ପାଇଁ ଅନ୍ ଲାଇନ୍ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିବା ବେଳେ ଭାରତରୁ ୨୫ଜଣ ପ୍ରତିଯୋଗୀ ମନୋନୀତ ହୋଇଛନ୍ତି ।…

ବେଳ ହୁଁ ସାବଧାନ

ଆଜିର ଶିଶୁ କାଲିର ଭବିଷ୍ୟତ। ଏହା ସବୁ ଜାଗାରେ ଶୁଣିବାକୁ ମିଳେ। କନ୍ୟାରତନ କର ଯତନ, ବେଟି ପଢ଼ାଓ ବେଟି ବଚାଓ। ଏସବୁ ସ୍ଲୋଗାନ ସବୁ ଶୁଣିବାକୁ ସତରେ କେତେ ସୁନ୍ଦର। କିନ୍ତୁ କାମରେ ଯଦି ଦେଖିବା ତା’ହେଲେ ଏସବୁ ଖାଲି ସ୍ଲୋଗାନରେ ହିଁ ରହିଯାଇଛି । କାର୍ଯ୍ୟକାରୀ ହୋଇପାରୁନି। ଏହାର ନଗ୍ନ…

ସମ୍ ଅଲ୍ଟିମେଟ୍ ମେଡିକେୟାରରେ ସିଭିଟିଏସ୍ ସର୍ଜନଙ୍କ ଯୋଗଦାନ

ଭୁବନେଶ୍ୱର: ବିଶିଷ୍ଟ କାର୍ଡିଓଭାସ୍କୁଲାର ଥୋରାସିକ୍ ସର୍ଜନ ଡଃ ବନ ବିହାରୀ ମିଶ୍ର ସିନିୟର କନ୍‌ସଲ୍‌ଟାନ୍‌ଟ ଭାବେ ସମ୍ ଅଲ୍ଟିମେଟ ମେଡିକେୟାରରେ ଯୋଗ ଦେଇଛନ୍ତି। ଡଃ ମିଶ୍ରଙ୍କର ବିଭିନ୍ନ କର୍ପୋରେଟ୍ ହସ୍ପିଟାଲ୍‌ରେ ୧୩ ବର୍ଷର କାର୍ଯ୍ୟ କରିବା ଅଭିଜ୍ଞତା ରହିଥିବା ବେଳେ ସେ ବାଇପାସ୍…

ଶ୍ରୀଜିଉଙ୍କୁ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଦିନ ପୁରୀ ଗସ୍ତରେ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ସୂଚନା ଅନୁଯାୟୀ, କୋଭିଡ କଟକଣା ମଧ୍ୟରେ ଶ୍ରୀ ପ୍ରଧାନ ପ୍ରଶାସନିକ ନିୟମ ମାନି କୋଭିଡ଼ ନେଗେଟିଭ ରିପୋର୍ଟ ଦେଖାଇବା ସହ ଦର୍ଶନ ପାଇଁ ମନ୍ଦିର ଭିତରକୁ…

ଖୁଣ୍ଟୁଣିରେ ପୋଲିସ ଉପରକୁ ବୋମାମାଡ

ଆଠଗଡ: ଖୁଣ୍ଟୁଣିରେ ପୋଲିସ ଉପରକୁ ବୋମାମାଡ । ଏଥିରେ ଜଣେ ହାବିଲଦାର ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏକ ସିମେଣ୍ଟ କମ୍ପାନୀରେ ବିଦ୍ୟୁତ ସଂଯୋଗ ଦିଆଯିବା ବେଳେ ଏହି ଘଟଣା ଘଟିଛି । ସୂଚନା ଅନୁଯାୟୀ, ଯେଉଁ ସବୁ ଜମି ଉପର ଦେଇ ବିଦ୍ୟୁତ…