Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୁବନେଶ୍ୱର:ରାଜ୍ୟ ସଂଗ୍ରହାଳୟରେ ଖୋଲିବାଜୁ ଯାଉଛି ଦେଶର ସବୁଠୁ ବଡ଼ ଆର୍ଟ ଗ୍ୟାଲେରୀ। ଏହା ଇଣ୍ଡିଆ ହାବିଟାଟସେଣ୍ଟର ଭିଜୁଆଲ ଆର୍ଟସ ଗ୍ୟାଲେରୀ ଠାରୁ ବଡ଼ ହେବ। ଏଠାରେ ୨୫୦ କଳାକୃତି ପ୍ରଦର୍ଶିତ ହେବ। ଜାନୁଆରୀ ଶେଷ-ଫେବୃଆରୀ ଆରମ୍ଭରେ ଏହି ଗ୍ୟାଲେରୀ ଉଦଘାଟନ କରାଯିବ। ଓଡିଶା ଲଳିତ କଳା…

ଉପାନ୍ତ ଇଲାକାର ଡିଜିଟାଲ ଚାଷୀ : ପଢ଼ନ୍ତୁ ଘାସିରାମଙ୍କ ସଫଳତାର ସିକ୍ରେଟ

କୋରାପୁଟ: ଅନେକ ସମୟରେ ଦେଖାଯାଏ ଯେ ଚାଷୀ ଭାଇ କୃଷିକାର୍ଯ୍ୟ ସମ୍ବନ୍ଧୀୟ ଆବଶ୍ୟକୀୟ ସୂଚନା ଓ ପରାମର୍ଶ ସଠିକ ସମୟରେ ପାଇପାରି ନ ଥାନ୍ତି । ଫଳରେ ବର୍ଷ ତମାମ ଝାଳ ବୁହା ପରିଶ୍ରମ କରିଥିଲେ ସୁଦ୍ଧା ସେମିତି କିଛି ଆଖି ଦୃଶିଆ ଲାଭ ପାଇପାରି ନ ଥାନ୍ତି । ଆଉ ପରାମର୍ଶ ଯଦି ସଠିକ୍ ମିଳେ ତେବେ…

ବଣଭୋଜି କରିବାକୁ ଯିବା ବେଳେ ଦୁର୍ଘଟଣା, ଜଣେ ମୃତ ଓ ୭ ଆହତ

ସୁନ୍ଦରଗଡ଼: ବଣଭୋଜି କରିବାକୁ ଯାଉଥିଲେ । ବାଟରେ ଛକି ବସିଥିଲା ମୃତ୍ୟୁ । ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଲା । ଜଣଙ୍କର ଜୀବନ ଯାଇଥିବା ବେଳେ ଆହତ ହୋଇଛନ୍ତି ସାତ ଜଣ । ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ସବଡେଗାରେ ଏହି ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ବୋଲେରୋଟି ଗଛରେ ପିଟି…

ଦୈନିକ ସଂକ୍ରମଣରେ ସାମାନ୍ୟ ବୃଦ୍ଧି: ୨୪ ଘଣ୍ଟାରେ ରାଜ୍ୟରୁ ୨୬୦ କରୋନା ପଜିଟିଭ୍

ଭୁବନେଶ୍ୱର: ଗତକାଲି ଅପେକ୍ଷା ଆଜି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସାମାନ୍ୟ ବଢ଼ିଛି । ଗତ ୨୪ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୬୦ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୫୧ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୦୯ଟି । ଆଜି ୨୯ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି…

ଚନ୍ଦକା ବନଖଣ୍ଡକୁ ଏବର୍ଷ ଆସିଛନ୍ତି ଅଧିକ ପକ୍ଷୀ

ଭୁବନେଶ୍ୱର: ଚନ୍ଦକା-ଡମପଡ଼ା ବନଖଣ୍ଡରେ ଶେଷ ହୋଇଛି ପକ୍ଷୀ ଗଣନା । ଚଳିତବର୍ଷ ରେକର୍ଡ ସଂଖ୍ୟକ ପକ୍ଷୀ ଆସିଛନ୍ତି । ମୋଟ୍ ୨୧ ହଜାର ୯୪୮ଟି ପକ୍ଷା ଆସିଥିବା ଜଣାପଡ଼ିଛି । ଗତବର୍ଷ ଅପେକ୍ଷା ପ୍ରାୟ ୬ହଜାର ଅଧିକ ପକ୍ଷୀ ଏବର୍ଷ ଆସିଛନ୍ତି । ୨୦୨୦ରେ ଏହି ସମୟରେ ଚନ୍ଦକା-ଡମପଡ଼ା ବନଖଣ୍ଡକୁ ୧୬…

ଗାଡ଼ିରେ ନୀଳବତି ଲଗାଇ ଗଞ୍ଜେଇ ଚାଲାଣ, ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ମାଲକାନଗିରି: ଗଞ୍ଜେଇ ଚୋରା ଚାଲାଣର ନୂଆ ତରିକା । ପୋଲିସ ଆଖିରେ ଧୂଳି ଦେବାକୁ ନୂଆ ନୂଆ କୌଶଳ ଆପଣଉଛନ୍ତି ବେପାରୀ । ଗାଡ଼ିରେ ନୀଳବତି ଲଗାଇ ଗଞ୍ଜେଇ ଚାଲାଣ କରୁଥିଲେ । ଏଭଳି ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ କରିଛି ମାଲକାନଗିରି ଥାନା ପୋଲିସ । ଦୁର୍ବୃତ୍ତ ନୀଳବତି ଲାଗିଥିବା ଗାଡ଼ି…

କଟକରେ ବାଲିଘାଟରେ ଚଢ଼ାଉ: ୧୧ ଅଟକ, ୭ଟି ଟ୍ରାକ୍ଟର ଜବତ

କଟକ: ବାଲିଘାଟ ଉପରେ କମିଶନରେଟ ପୋଲିସର ଚଢ଼ାଉ । କଟକ ଗୋପାଳପୁର ଅଞ୍ଚଳରେ ଏକ ବାଲିଘାଟରେ ଚଢ଼ାଉ ହୋଇଛି । ଏତିକିବେଳେ ଜବତ ହୋଇଛି ୭ଟି ଟ୍ରାକ୍ଟର । ୧୧ ଜଣଙ୍କୁ ଅଟକ ରଖିଛି ପୋଲିସ । ଏମାନଙ୍କ ମଧ୍ୟରେ ଗାଡ଼ିମାଲିକ, ଗାଡି ଚାଳକ ଓ ଘାଟ ଚଳାଉଥିବା କିଛି ବ୍ୟକ୍ତି ରହିଛନ୍ତି । ଏହି…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ତାଲିକା, ଜାଣନ୍ତୁ କେଉଁଠି କଣ ଓ କେତେ ସମ୍ପତ୍ତି ଅଛି ?

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ଆପଣେଇଛନ୍ତି ଜିରୋ ଟଲେରାନ୍ସ ନୀତି । ଲୋକ ପ୍ରତିନିଧି, ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ସମ୍ପତ୍ତି ତାଲିକା ବାଧ୍ୟତାମୂଳକ କରିଛନ୍ତି ସରକାର । ତାପୂର୍ବରୁ ନିଜେ ମୁଖ୍ୟମନ୍ତ୍ରୀ ନିଜ ସମ୍ପତ୍ତି ତାଲିକା ପ୍ରକାଶ କରିଛନ୍ତି । ୨୦୨୦ ମାର୍ଚ୍ଚ…

ସ୍କୁଲ ଖୋଲିବା ପରେ ଗଜପତିରେ ୨୬ ଶିକ୍ଷକ କରୋନା ପଜିଟିଭ, ୨ ବିଦ୍ୟାର୍ଥୀ ସଂକ୍ରମିତ

ପାରଳାଖେମୁଣ୍ଡି: ରାଜ୍ୟରେ ବିଦ୍ୟାଳୟ ଖୋଲିବାର ଗୋଟିଏ ଦିନ ପରେ ତଥା ଶନିବାର ଦିନ ଗଜପତି ଜିଲ୍ଲାରେ ୨୬ ଜଣ ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ପ୍ରଦିପ କୁମାର ପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ସରକାରଙ୍କ…

ସ୍ୱାଭିମାନ ଅଞ୍ଚଳ ଗୋରାସେତୁ ନିକଟ ଜଙ୍ଗଲରୁ ଲ୍ୟାଣ୍ଡମାଇନ୍ ଉଦ୍ଧାର

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରୁ ପୁଣି ଜବତ ହେଲା ଲ୍ୟାଣ୍ଡମାଇନ୍ । ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ୍‌ ଅନ୍ତର୍ଗତ ଗୋରାସେତୁର ହାଣ୍ଡିଖାଲ ଜଙ୍ଗଲରୁ ଜବତ ହୋଇଛି ୫ କିଲୋ ଓଜନର ଅଫୁଟା ଲ୍ୟାଣ୍ଡମାଇନ‌ । ବିଏସ୍‌ଏଫ୍‌ ଯବାନମାନେ ଲ୍ୟାଣ୍ଡମାଇନ୍ ସହ ମାଓବାଦୀଙ୍କ କିଛି ସାମଗ୍ରୀ ବି…