Latest Odisha News

BREAKING NEWS

Browsing Category

ଓଡିଶା

Odisha

ସରିଲା ୩ୟ ରାଉଣ୍ଡ ଓଜେଇଇ ପରୀକ୍ଷା, ଜାଣନ୍ତୁ, କେଉଁଠି କେତେ ସିଟ୍ ଖାଲି

ଭୁବନେଶ୍ୱର: ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ମେଡିକାଲ କାଉନସେଲିଂର ତୃତୀୟ ରାଉଣ୍ଡ ସରିଥିବା ବେଳେ ଏମବିବିଏସ୍ ଏବଂ ବିଡିଏସ୍ ପାଠ୍ୟକ୍ରମରେ ୨୨ ଟି ସିଟ୍ ଖାଲି ରହିଛି। ଏବିପି ଏଜୁକେସନ୍ ରିପୋର୍ଟ ଅନୁଯାୟୀ ରାଜ୍ୟ ସରକାରୀ କଲେଜଗୁଡ଼ିକରେ ଏମବିବିଏସ୍ ଏବଂ ବିଡିଏସ୍ ପାଇଁ…

ସକାଳେ ସିମେଣ୍ଟ ସନ୍ଧ୍ୟାରେ ନକଲି ସସ୍ କାରଖାନା ଉପରେ ଚଢଉ

କଟକ : ନକଲି କାରଖାନାର ହବ ପାଲଟିଛି କଟକ ସହର । ଗତ କିଛି ଦିନ ହେଲା କେତେବେଳେ ହଦଳିଗୁଣ୍ଡ ତ ପୁଣି କେବେ ସୋୟା ବଡ଼ି, ନକଲି ଘିଅ ଆଉ ଟମାଟୋ ସସ୍ । ଏପରିକି ଆଜି ସକାଳେ ନକଲି ସିମେଣ୍ଟ କାରଖାନା ଠାବ ହୋଇଥିଲା । ଆଉ ସନ୍ଧ୍ୟାରେ ମଧୁପାଟଣା ଅଞ୍ଚଳରେ ନକଲି ସସ୍ ତିଆରି କାରଖାନା ଉପରେ ଚଢ଼ାଉ…

କୁଆଁରମୁଣ୍ଡା ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍‌, ତିନି ଗୁରୁତର

ରାଉରକେଲା : ୧୪୩ ନମ୍ବର ଜାତୀୟ ରାଜପଥର କୁଆଁରମୁଣ୍ଡା ଚାର୍ଡିହରିହରପୁର ନିକଟରେ ଓଲଟିଲା ଘରୋଇ ଯାତ୍ରୀବାହୀ ବସ । ଫଳରେ ୧୪ ଯାତ୍ରୀ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ତିନି ଜଣ ଗୁରୁତର ଅଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କୁଆଁରମୁଣ୍ଡା…

ସ୍ୱାମୀ ନା ସଇତାନ !

ରାଇରଙ୍ଗପୁର: ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ୱାମୀ । ଏଭଳି ଘଟଣା ଘଟିଛି ମୟୂରଭଂଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଲକ୍ଷ୍ମଣଛତ୍ର ଗାଁରେ । ଏହି ଘଟଣାରେ ଅଭିୟୁକ୍ତ ସ୍ୱାମୀକୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ, ଗାଁର…

ବରିଷ୍ଠ କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ଭୁବନେଶ୍ବର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ସ୍ଥିତ ଆର୍ ଆଣ୍ଡ ‌ବି ଡିଭିଜନ୍‌ର ବରିଷ୍ଠ କିରାଣିଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ତାଙ୍କ ନାଁ ଅସିତ କୁମାର ନାୟକ । ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଜାରି ରଖିଛନ୍ତି । ଭୁବନେଶ୍ୱର ଡୁମଡୁମାରେ ଥିବା…

କଟକରୁ ନକଲି ସିମେଣ୍ଟ କାରଖାନା ଠାବ, ଜଣେ ଅଟକ

କଟକ: ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ । କେତେବେଳେ ହଦଳିଗୁଣ୍ଡ ତ ପୁଣି କେବେ ସୋୟା ବଡ଼ି, ଟମାଟୋ ସସ୍ । ନକଲି ଘିଅ, ତେଲ ପରେ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି । ଆଜି କଟକ-ଚାନ୍ଦବାଲି ରାସ୍ତାର ଜଗତପୁରଠାରେ ନକଲି ସିମେଣ୍ଟ କାରଖାନା ଠାବ କରାଯାଇଛି । କୌଣସି ସୂତ୍ରରୁ…

ରାଜ୍ୟରୁ କରୋନାରେ ଆଖି ବୁଜିଲେ ଆଉ ୪ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ ନେଇଛି ଆଉ ୪ ଆକ୍ରାନ୍ତଙ୍କ ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ୪ଟି ଜିଲ୍ଲାର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଭୁବନେଶ୍ୱରରୁ ୭୦ବର୍ଷୀ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ସେହିପରି ଯାଜପୁର ଜିଲ୍ଲାରୁ ଜଣେ ୭୨ବର୍ଷୀୟ ବୃଦ୍ଧ କରୋନାରେ ଆଖି ବୁଜିଛନ୍ତି । Regret…

ରାଜ୍ୟରୁ ଦିନକରେ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡ଼ରୁ ୭୨ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କିନ୍ତୁ ଦୈନିକ ସଂକ୍ରମଣ ଚାରି ଶହ ଭିତରେ ରହିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୧୯ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୮୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ୧୩୫ଟି ରହିଛି । ୨୬ ଜିଲ୍ଲାରୁ ନୂଆ ଆକ୍ରାନ୍ତ…

ନୟାଗଡ଼ ନାବାଳିକାଙ୍କୁ ହତ୍ୟା ପରେ ଦୁଷ୍କର୍ମ, ସରୋଜ ସେଠୀ ମୁଖ୍ୟ ଅଭିଯୁକ୍ତ: ଅରୁଣ ବୋଥ୍ରା

କଟକ: ନୟାଗଡ଼ ନାବାଳିକା ହତ୍ୟାକାଣ୍ଡ ଘଟଣାରେ ଗିରଫ ସରୋଜ ସେଠୀ ମୁଖ୍ୟ ଅଭିଯୁକ୍ତ । ନାବାଳିକାଙ୍କୁ ହତ୍ୟା କରିବା ପରେ ଦୁଷ୍କର୍ମ କରାଯାଇଛି । ପ୍ରେସମିଟରେ ଆଜି ଏହି ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ସେ କହିଛନ୍ତି, ଜେରା ବେଳେ ଅଭିଯୁକ୍ତ ହତ୍ୟା ଓ ଦୁଷ୍କର୍ମ ଉଦ୍ୟମ…

କବି ଦୁର୍ଗାଚରଣ ପରିଡାଙ୍କ କବିତା ,କବିତା ବଜ୍ର ହୋଇପାରେ, ନୀରବତା ବି ହୋଇପାରେ

ଗତକାଲି କବି ଦୁର୍ଗାଚରଣ ପରିଡା ଚାଲିଗଲେ। ବୟସ ପାକଲା ହୋଇସାରିଥିଲା। ୯୨ ବର୍ଷର ପରିପୂର୍ଣ୍ଣ ଜୀବନ ପରେ, ବିଦାୟ ଏକ ସ୍ଵାଭାବିକ ପ୍ରକ୍ରିୟା। ହେଲେ ଓଡ଼ିଆ କବିତାରେ ସେ ଅନୁପସ୍ଥିତିର କବି। ଅନେକ ତାଙ୍କୁ ଜାଣନ୍ତି ନାହିଁ। ଏପରିକି ସାହିତ୍ୟରେ ବୁଡ଼ିକି ଥିବା ଲୋକେ ବି ତାଙ୍କୁ ମନେ…