Latest Odisha News

BREAKING NEWS

Browsing Category

ଓଡିଶା

Odisha

ପରୀ ମୃତ୍ୟୁ ଓ ରାଜ୍ୟରେ ଶିଶୁ ନିଖୋଜ ଘଟଣାରେ ବିଜେପି ଓ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: ନୟାଗଡ଼ ପରୀ ହତ୍ୟା ଓ ରାଜ୍ୟରେ ଶିଶୁ ନିଖୋଜ ଘଟଣାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଫିସ ଘେରିଲେ ବିଜେପି ମହିଳା ମୋର୍ଚ୍ଚା କର୍ମୀ । ଅଫିସ ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ସେମାନଙ୍କୁ ପୋଲିସ ବାଧା ଦେଇଥିଲା । ଏତିକିବେଳେ ପୋଲିସ ସହ ବିକ୍ଷୋଭକାରୀଙ୍କ ମଧ୍ୟରେ…

ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ପୋଲିସ ଡିଜି ଅଭୟ

ମାଲକାନଗିରି: ମାଓଏନକାଉଣ୍ଟର ପରେ ଆଜି ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇଛନ୍ତି ପୋଲିସ ଡିଜି ଅବୟ । ହନ୍ତାଳଗୁଡା ବିଏସଏଫ କ୍ୟାମ୍ପରେ ପହଞ୍ଚିଥିଲେ ଡିଜିପି । ବରିଷ୍ଠ ଅଧିକାରୀଙ୍କ ସହ ମାଓ ଦମନ ରଣନୀତି ନେଇ ଆଲୋଚନା କରିଛନ୍ତି । ଗତକାଲି ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ମୁହାଁମୁହିଁ…

ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବାପପୁଅଙ୍କ ଆତ୍ମାହୁତି ଉଦ୍ୟମ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭାବନୀୟ ଘଟଣା । ଦେହରେ କିରାସିନି ଢାଳି ବାପପୁଅଙ୍କ ଆତ୍ମାହୁତି ଉଦ୍ୟମ । ଏତିକିବେଳେ ସେମାନଙ୍କୁ କାବୁ କଲା ପୋଲିସ । ସେମାନେ ହେଲେ ତାଳଚେର ସୋଲଡା ଗାଁର ସୁରେଶ ବେହେରା ଓ ତାଙ୍କ ପୁଅ ଅଜୟ ବେହେରା । ଆଜି ସକାଳ ପ୍ରାୟ ୧୧ଟା…

ରାଜ୍ୟରୁ ଆଉ ୪ ଜୀବନ ନେଲା ମହାମାରୀ, ମୋଟ୍ ମୃତ୍ୟୁସଂଖ୍ୟା ୧, ୮୧୧

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସହ ମୃତ୍ୟୁସଂଖ୍ୟାକୁ ବି ନିୟନ୍ତ୍ରଣରେ ଆଣିଛି ଓଡ଼ିଶା । ଡେଥ୍ କେସ୍ ବଢୁଥିଲେ ବି ଦୈନିକ ମୃତ୍ୟୁସଂଖ୍ୟା ପୂର୍ବ ଅପେକ୍ଷା ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୪ ଜଣ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ…

ରାଜ୍ୟରେ କରୋନାରୁ ସୁସ୍ଥ ହେଲେଣି ୯୮% ଆକ୍ରାନ୍ତ, ୨୪ ଘଣ୍ଟାରେ ୩୩୨ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଚାରି ଶହ ତଳେ ରହୁଛି ସଂକ୍ରମିତଙ୍କ ସଂଖ୍ୟା । ଅଧିକାଂଶ ଜିଲ୍ଲାରୁ ଦିନକୁ ୧୦ରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ଆଉ ୩୩୨ ନୂଆ କରୋନା ପଜିଟିଭ୍ । କ୍ୱାରେଣ୍ଟାଇନରୁ ୧୮୯ ଓ…

ରାଜ୍ୟରେ ଧାର୍ମିକ ସ୍ଥଳ ଖୋଲିବା ନିଷ୍ପତ୍ତି ନେବା ପାଇଁ ଜିଲ୍ଲାପାଳମାନଙ୍କୁ ଦିଆଯାଇଛି କ୍ଷମତା

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ପରେ ଏବେ ରାଜ୍ୟର ଅନ୍ୟ ପ୍ରମୁଖ ମନ୍ଦିର ଖୋଲିବା ନେଇ ଆଶା ସଞ୍ଚାର ହୋଇଛି । ରାଜ୍ୟରେ ଧାର୍ମିକ ସ୍ଥଳ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳମାନେ ନେବେ । ସେମାନଙ୍କୁ ରାଜ୍ୟ ସରକାର କ୍ଷମତା ଦେଇଛନ୍ତି । ଆଜି ଏନେଇ…

ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷର୍ମ ମାମଲା: କ୍ରାଇମବ୍ରାଞ୍ଚ ହେପାଜତରେ ୪ ଅଭିଯୁକ୍ତ

ଭୁବନେଶ୍ୱର: ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ । ଏଫଆଇଆରରେ ନାଁ ଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗତକାଲି ରାତିରେ ସେମାନଙ୍କୁ ଉଠାଇ ନେଇଥିଲା । ସେମାନେ ହେଲେ ଓଟିଭି କର୍ମଚାରୀ ଅନିରୁଦ୍ଧ ପଣ୍ଡା, କୃଷ୍ଣଚନ୍ଦ୍ର ବେହେରା ଏବଂ ଦୁଇ…

ନିଖୋଜର ତିନି ଦିନ ପରେ ବାଳିଆପାଳ ଅଞ୍ଚଳ ନାବାଳିକାଙ୍କ ମୃତଦେହ ଉଦ୍ଧାର

ବାଲେଶ୍ୱର: ବାଲିଆପାଳ ଥାନା ଅଞ୍ଚଳରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି । ସୁନ୍ଦରକୋଇଲି ଗାଁର ଏକ ପୋଖରୀ ହୁଡ଼ାରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ବୟସ ୭ ବର୍ଷ ହେବ । ଗତ ଶୁକ୍ରବାରଠାରୁ ସେ ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ଝିଅକୁ ନପାଇବାରୁ ପରିବାର ଲୋକେ…

ଟାର୍ଗେଟରେ ବର୍ଷା ! ସୋସିଆଲ୍ ମିଡିଆ ଟ୍ରୋଲକୁ ନେଇ ମୁହଁ ଖୋଲିଲେ ଜାଗ୍ରତି

ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତିଙ୍କ ସହ ଏକ ଫଟୋକୁ ନେଇ ସୋସିଆଲ୍ ମିଡିଆରେ ଟ୍ରୋଲ ପରେ ମୁହଁ ଖୋଲିଛନ୍ତି ସାମ୍ବାଦିକା ଜାଗ୍ରତି ଶୁକ୍ଳା । ଅନୁଭବ-ବର୍ଷା ପ୍ରସଙ୍ଗରେ ଚୁପ୍‌ ରହିଥିବା ଜାଗ୍ରତି ତାଙ୍କୁ ବିବାଦ ଭିତରକୁ ଟଣା ଯାଇଥିବାରୁ କ୍ଷୁବ୍ଧ ହୋଇଛନ୍ତି । ସୋସିଆଲ ମିଡିଆରେ ତାଙ୍କୁ…

ବାଲେଶ୍ୱରରୁ ପୁଣି ବ୍ରାଉନସୁଗର ଜବତ, ଜଣେ ଗିରଫ

ବାଲେଶ୍ୱର: ପୁଣି ବାଲେଶ୍ୱରରୁ ବ୍ରାଉନସୁଗର ଜବତ । ଜେଲ ସାମନାକୁ ସାଢ଼େ ୪ଲକ୍ଷ ଟଙ୍କାର ଧଳା ଜହର ଜବତ କରିଛି ସହଦେବଖୁଣ୍ଟା ଥାନା ପୋଲିସ । ଶେଖ ମହମ୍ମଦ ବାବୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ତା ନିକଟରୁ ଜବତ ହୋଇଛି ୪୪ଗ୍ରାମ ବ୍ରାଉନସୁଗର । ଶେଖ ମହମ୍ମଦ ବାବୁ ନିକଟରୁ…