Latest Odisha News

BREAKING NEWS

Browsing Category

ଓଡିଶା

Odisha

ପିଲାଚୋର ସନ୍ଦେହରେ ଯୁବକଙ୍କୁ ନିର୍ଧୁମ ମାଡ଼; ଉଦ୍ଧାର କଲା ପୋଲିସ

ଢେଙ୍କାନାଳ: ଗତ କିଛିଦିନ ହେବ ରାଜ୍ୟରେ ପିଲା ଚୋରି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟ ଖେଳି ଯାଇଛି। ତେବେ ଢେଙ୍କାନାଳରେ ପିଲା ଚୋରି କରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ନିର୍ଧୁମ ପିଟିଛନ୍ତି ଲୋକେ। ସୂଚନା ଅନୁଯାୟୀ ଢେଙ୍କାନାଳ ସହରର ମିନା ବଜାର…

କାର୍‌-ପିକ୍‌ଅପ୍‌ ଭ୍ୟାନ୍ ମୁହାଁମୁହିଁ ଧକ୍‌କା; ଡ୍ରାଇଭର ଗୁରୁତର

ନରାଜ: କଟକ ଜିଲ୍ଲା ବାରଙ୍ଗ ସୁଭାଷ ସେତୁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ କାର୍‌ ଓ ପିକ୍‌ଅପ୍‌ ଭ୍ୟାନ୍ ମୁହାଁମୁହିଁ ଧକ୍‌କା। ଫଳରେ କାର ଚାଳକ ଗୁରୁତର ହୋଇଥିବା ସୂଚନା। ସୂଚନାନୁସାରେ, ରବିବାର ବିଳମ୍ବିତ ରାତିରେ ତ୍ରିଶୁଳିଆ ଛକପଟୁ କଟକ ଯାଉଥିବା ଏକ ପିକଅପ୍ ଭ୍ୟାନ୍ ବିପରୀତ…

ରାଜ୍ୟ କ୍ୟାବିନେଟର ଆଜି ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଆଜି ବସୁଛି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ବୈଠକ ଆଜି ସନ୍ଧ୍ୟା ୫ ଟାରେ ଅନୁଷ୍ଠିତ ହେବ। ସୂଚନାନୁସାରେ, କ୍ୟାବିନେଟ୍‌ର ଏହି ଜରୁରୀ ବୈଠକରେ ପ୍ରାୟ ୭ଟି ପ୍ରସ୍ତାବ ଉପରେ ମୋହର…

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୩୮୬ କରୋନା ରୋଗୀ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୮୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ କରିଛନ୍ତି। ୫୭ ସୁନ୍ଦରଗଡ଼ରୁ, ୫୩ ଖୋର୍ଦ୍ଧାରୁ,୨୭ ଅନୁଗୁଳରୁ , ୨୩…

ଶ୍ରୀମନ୍ଦିରରେ ‘ଦେବ ଦୀପାବଳି’ ନୀତି ଆରମ୍ଭ; ୩ ଦିନ ଯାଏଁ ଚାଲିବ

ପୁରୀ: ଶ୍ରୀମନ୍ଦିରରେ ଆଜିଠାରୁ ତିନିଦିନ ବ୍ୟାପୀ ମହାପ୍ରଭୁଙ୍କ 'ଦେବ ଦୀପାବଳି' ନୀତି ଆରମ୍ଭ ହୋଇଛି। ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ କରି ଶ୍ରାଦ୍ଧବେଶରେ ଵିଭୂଷିତ ହୋଇଥାନ୍ତି। ମାର୍ଗଶୀର ମାସ କୃଷ୍ଣପକ୍ଷ ଚତୁର୍ଦଶୀ, ଅମାବାସ୍ୟା ଓ…

ଭୁବନେଶ୍ୱରରୁ ଆଜି ୪୧ ପଜିଟିଭ, ସେଥିରୁ ୩୪ ଲୋକାଲ୍ କେସ୍

ଭୁବନେଶ୍ୱର: ଦିନକରେ ଭୁବନେଶ୍ୱରରୁ ୪୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ସୂଚନା ଦେଇଛି। ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୭ ଓ ସ୍ଥାନୀୟ ଅଂଚଳରୁ ୩୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।…

ପାଲା ଜଗତର ଅନନ୍ୟ ପ୍ରତିଭା; ଗାୟକ ମଣି ଅଗାଧୁ ବେଉରା

କଟକ: କଟକ ଜିଲ୍ଲା ଆଠଗଡ଼ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଗାୟକ ଅଗାଧୁ ବେଉରା। ଯିଏକି ପରବର୍ତ୍ତୀ ସମୟରେ ପାଲା ଜଗତରେ ଖୁବ୍ ଜଣାଶୁଣା ପାଲଟିଥିଲେ। ୧୯୫୫ ମସିହା ଜାନୁଆରି ୧୫ ତାରିଖରେ ସେ ବାପା ରଘୁନାଥ ବେଉରା ଏବଂ ମାଆ ଅଖାରୀ ଦେବୀଙ୍କର କୋଳମଣ୍ଡନ…

ଚଳିତ ବର୍ଷ ହେବନି ବିଶ୍ବପ୍ରସିଦ୍ଧ ଧନୁ ଯାତ୍ରା

ବରଗଡ: ଚଳିତ ବର୍ଷ ବିଶ୍ବପ୍ରସିଦ୍ଧ ଧନୁ ଯାତ୍ରା ଆୟୋଜିତ ହେବ ନାହିଁ। କୋଭିଡ୧୯ ମହାମାରୀକୁ ଦୃଷ୍ଟିରେ ରଖି ବରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ ରାଜ୍ୟ ତଥା ବାହାରେ ହଜାର ହଜାର ଲୋକଙ୍କୁ ଆକର୍ଷିତ କରୁଥିବା ଏହି ଯାତ୍ରା ଆସନ୍ତା ଡିସେମ୍ବର ୩୧ରୁ…

ଓଡ଼ିଶାରୁ ନୂଆ ୩୯୩ କରୋନା ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ…

ଭୁବନେଶ୍ୱର: ଓଡ଼ିଶାରେ ସର୍ବାଧିକ ୩୯୩ଟି ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ କରାଯାଇଛି। ଯାହା ଫଳରେ ମୋଟ୍ ସଂଖ୍ୟା ରବିବାର ଦିନ ୩ ଲକ୍ଷ ୨୩ ହଜାର ୭୫୭ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, କ୍ବାରେଣ୍ଟାଇନରୁ ୨୨୮ ଓ ୧୬୫ଟି ଲୋକାଲ୍ କେସ୍ ଚିହ୍ନଟ ହୋଇଛି।…

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଅଭିଭାବକଙ୍କ ଧାରଣା: ଘରୋଇ ସ୍କୁଲ ଫି ବିବାଦରେ ହସ୍ତକ୍ଷେପ ଦାବି

ଭୁବନେଶ୍ୱର: ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ଆଗରେ ଅଭିଭାବକଙ୍କ ଧାରଣା । ଘରୋଇ ସ୍କୁଲରେ ନିଜ ପିଲାଙ୍କୁ ପାଠ ପଢ଼ାଉଥିବା ଅଭିଭାବକମାନେ ଏହି ଧାରଣା ଦେଇଛନ୍ତି । ଘଣ୍ଟ ହୁଳାହୁଳି ପକାଇ ଗଙ୍ଗୋତ୍ରୀନଗର ସ୍ଥିତ ବାସଭବନ ଘେରିଲେ । ସେମାନେ ଅଭିଯୋଗ କରିଛନ୍ତି,…