Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦିବସର ତାତ୍ପର୍ଯ୍ୟ ଓ ଆମେ

ଗଲା ସପ୍ତାହରେ ପୁଅର କିଛି ଜିନିଷ କିଣାକିଣି କରିବାକୁ ପୁଅକୁ ସାଙ୍ଗରେ ନେଇ ମଲକୁ ଯାଇଥିଲି। ଆମେ ମାଆ-ପୁଅ ଜିନିଷ କିଣି ଦୋକାନରୁ ବାହାରିଲାବେଳେ ହଠାତ୍ ଦେଖିଲୁ କିଛି ବ୍ୟବଧାନରେ ୭/୮ଜଣ ଲୋକ ଘେରି ଯାଇଛନ୍ତି ଜଣେ ଭଦ୍ର ମହିଳାଙ୍କୁ। ଆଉ ତା’ଭିତରେ ଦୁଇଜଣ ବ୍ୟକ୍ତି ତଳେ ପଡ଼ିଥିବା ସମ୍ପୃକ୍ତ…

କଟକରେ ଟ୍ରକ୍ ଧକ୍କାରେ ଜଣେ ମୃତ; ୨ ଗୁରୁତର

କଟକ: କଟକ ଜିଲ୍ଲାର ୬୦ନଂ ରାଜ୍ୟ ରାଜପଥରେ ଶନିବାର ଦିନ ଏକ ଟ୍ରକ୍ ଜଣେ ବୟସ୍କ ସାଇକେଲ ଆରୋହୀଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ସମ୍ପୃକ୍ତ ସାଇକେଲ ଚାଳକ ଙ୍କ ନାମ ଶରତ ଚନ୍ଦ୍ର ଦଳାଇ (୬୦) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ନିଆଳି ଅଞ୍ଚଳରେ ଘଟିଥିବା ଏହି…

ରାଜ୍ୟରୁ କରୋନାରେ ଆଖି ବୁଜିଲେ ଆଉ ୫ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବଢୁଛି । କିନ୍ତୁ ଦୈନିକ ଡେଥ୍ କେସ୍ ପୂର୍ବ ଅପେକ୍ଷା କମିଛି । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୫ ସଂକ୍ରମିତ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ୪ଟି ଜିଲ୍ଲାର ଆକ୍ରାନ୍ତ ଅଛନ୍ତି । ଭୁବନେଶ୍ୱରରୁ କରୋନା ସଂକ୍ରମିତ ଜଣେ…

ନୟାଗଡ଼ ‘ପରୀ’ ହତ୍ୟା ମାମଲା: ଅଭିଯୁକ୍ତ ବାବୁଲି ନାୟକଙ୍କୁ SITର ମାରାଥନ୍ ଜେରା

ନୟାଗଡ଼: ପରୀ ହତ୍ୟା ମାମଲାରେ ତଦନ୍ତକୁ ଜୋରଦାର କରିଛି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ । ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ତଦନ୍ତକାରୀ ଟିମ୍ ଘଟଣାର ବିଭିନ୍ନ ଦିଗ ଉପରେ ତନାଘନା ତଦନ୍ତ ଚଳାଇଛନ୍ତି । ଗତକାଲି ପରୀ ମୃତ୍ୟୁର ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକଙ୍କ ଘରେ ରେଡ୍…

୨୭ ଜିଲ୍ଲାରୁ ୪୦୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା କାୟା । ସୁସ୍ଥ ହେଲେଣି ୯୮ ପ୍ରତିଶତ ସଂକ୍ରମିତ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୪୦୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୨୩୪ ଜଣ ଥିବା ବେଳେ ଲୋକାଲ୍…

ଦୋକାନ ପଛପାଖ କାନ୍ଥ ତାଡ଼ି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍

ଜଗତପୁର: ସୁନା ଦୋକାନରେ କଳାକନା ବୁଲାଇ ଦେଲେ ଲୁଟେରା । ଦୋକାନ ପଛପାଖ କାନ୍ଥ ତାଡି ନେଇଗଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା । କଟକ ଜଗତପୁର ସ୍ଥିତ ଆଇବି ରୋଡରେ ଥିବା ସୁନାଗହଣା ଦୋକାନରୁ ଏହି ଲୁଟ୍ ହୋଇଛି । ଅଭିଯୋଗ ଅନୁସାରେ ଲୁଟେରା ୬୦ଭରି ସୁନା, ୩୫ କେଜି ରୁପା ଓ ନଗଦ ୬୦ ହଜାର ଟଙ୍କା…

କୃଷକଙ୍କ ଭାରତ ବନ୍ଦ ଡକରାକୁ ରାଜ୍ୟ କଂଗ୍ରେସର ସମର୍ଥନ

ଭୁବନେଶ୍ୱର: ଆସନ୍ତା ୮ ତାରିଖରେ କୃଷକ ସଂଗଠନ ଭାରତ ବନ୍ଦ ଡକରା ଦେଇଛି । ଏହାକୁ ସମର୍ଥନ କରିବ ଓଡ଼ିଶା କଂଗ୍ରେସ । ଏନେଇ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, କଂଗ୍ରେସ ଦଳ ଭାରତ ବନ୍ଦ ଡାକରାକୁ ସମର୍ଥନ କରୁଛି । ଚାଷୀମାନେ ଆମର…

ବୁର୍ଲା ଭୀମସାରରେ ଟଳିଲା ବଡଧରଣର ଅଘଟଣ

ସମ୍ୱଲପୁର: ଗଛ ଭାଙ୍ଗି ବିଦ୍ୟୁତ ତାର ଛିଣ୍ଡିଗଲା । ୧୧ କେଭି ବିଦ୍ୟୁତ ତାର ଛିଣ୍ଡିଯିବାରୁ ସର୍ଟ ସର୍କିଟରୁ ଲାଗିଲା ନିଆଁ । ଏଥିରୁ ବୁର୍ଲା ଭୀମସାର ରକ୍ତଭଣ୍ଡାରରେ ଅଗ୍ନିକାଣ୍ଡ ହୋଇଛି । ପୋଡ଼ି ଯାଇଛି ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର । ଏବେ ବାକି ଥିବା ୩ଟି ଫ୍ରିଜରରେ…

ଶୀତ ଲହରି: ରାଜ୍ୟରେ ୧୪ ଡିଗ୍ରୀ ତଳେ ୧୪ ସହରର ପାରଦ

ଭୁବନେଶ୍ୱର: ରାଜ୍ୟରେ ପାଗ ଶୁଖିଲା ରହିଛି । ଧୀରେ ଧୀରେ ବଢୁଛି ଶୀତ । ୧୪ଟି ସହରରେ ପାରଦ ୧୪ ଡିଗ୍ରୀ ସେଲସିୟସ୍ ତଳେ ରହିଛି । ସବୁଠୁ ଥଣ୍ଡା ସହର ପାଲଟିଛି ସୋନପୁର । ସେଠାରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ୧୦ ଡିଗ୍ରୀ ସେଲସିୟସ ତଳେ ଦୁଇଟି…

ପ୍ରକାଶ ପାଇଲା ବିଏଡ୍ ପ୍ରବେଶିକା ଫଳ

ଭୁବନେଶ୍ୱର: ବିଏଡ୍ ପ୍ରବେଶିକା ପରୀକ୍ଷା- ୨୦୨୦ର ଫଳାଫଳ ଏବଂ କଟ୍ ଅଫ୍ ତାଲିକା ସହପ୍ରୋଭିଜନାଲ ଛାତ୍ରଛାତ୍ରୀଙ୍କ ନାମ ପ୍ରକାଶିତ ହୋଇଛି। ସବିଶେଷ ସୂଚନା ପାଇଁ ଛାତ୍ରଛାତ୍ରୀ ମାନେ ସାମସ୍ ଓ୍ବେବସାଇଟ ଚେକ୍ କରିପାରିବେ। କାଉନସେଲିଂ ପାଇଁ ଉଭୟ ବିଜ୍ଞାନ ଏବଂ କଳା ଷ୍ଟ୍ରିମର ମୋଟ ୯୦୦…