Latest Odisha News

BREAKING NEWS

Browsing Category

ଓଡିଶା

Odisha

ଉଦଯାପିତ ହେଲା ବିଶ୍ୱ ପ୍ରସିଦ୍ଧ କୋଣାର୍କ ମହୋତ୍ସବ; ଶେଷ ସନ୍ଧ୍ୟାରେ ଓଡ଼ିଶୀରେ କୃଷ୍ଣଗାଥା ଓ କଥକରେ ପ୍ରେମର ଉଚ୍ଛ୍ୱାସ

କୋଣାର୍କ : ସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ ରମ୍ୟକଳାର କିର୍ତ୍ତୀସ୍ତମ୍ଭ କୋଣାର୍କ ସୂର୍ଯ୍ୟମନ୍ଦିର ପାଦଦେଶର ଚିତ୍ରିତ ପରିବେଶରେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀଙ୍କ ଭଙ୍ଗିମା ଓ ଛନ୍ଦାୟିତ ପଦଚାଳନା ନେଇ ଆସିଥିଲା ଏକ ଆବେଗମୟ ଭାବ । ଅବସର ଥିଲା ପର୍ଯ୍ୟଟନ ବିଭାଗ ଆୟୋଜିତ କୋର୍ଣାକ ଉତ୍ସବର ଉଦ୍‍ଯାପନୀ…

ବ୍ରହ୍ମପୁରରୁ ୬ କେଜି ସୁନା ଓ ୨୩୫କିଲୋ ରୁପା ଅଳଙ୍କାର ଜବତ

ବ୍ରହ୍ମପୁର: କାର ଭିତରୁ ୬କିଲୋ ସୁନା ଅଳଙ୍କାର ଓ ୨୩୫ କେଜିରୁ ଅଧିକ ରୁପା ଅଳଙ୍କାର ଜବତ। ତାମିଲନାଡୁରୁ ବ୍ରହ୍ମପୁର ଆସିବା ବେଳେ ଧରିଲା ଗୋସାଣୀ ନୂଆଗାଁ ଥାନା ପୋଲିସ। କାର ଯାଞ୍ଚ ବେଳେ ପ୍ୟାକେଟ ପ୍ୟାକେଟ ସୁନା ଓ ରୁପା ଅଳଙ୍କାର ମିଳିଛି। ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଅଟକ ରଖି…

ଓଡ଼ିଶାରୁ ସୁସ୍ଥ ହେଲେ ୬୦୫ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୬୦୫ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ କରିଛନ୍ତି। ତେବେ ୬୦୫ ଜଣ ଆରୋଗ୍ୟଙ୍କୁ ମିଶାଇ ଏଯାବତ ଓଡିଶାରେ ମୋଟ୍…

ଓଡିଶାରେ ଅକ୍ଷୟ ଶକ୍ତିକୁ ପ୍ରୋତ୍ସାହିତ ନିମନ୍ତେ ଓସିଏଫ୍ ଏବଂ ଅଟଳ ଇନକ୍ୟୁବେସନ ସେଣ୍ଟର ନାଳନ୍ଦା ମଧ୍ୟରେ ଏମ୍‌ଓୟୁ…

ଭୁବନେଶ୍ୱର: ଓଡିଶାରେ ଅକ୍ଷୟ ଶକ୍ତିକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏବଂ ଏହି କ୍ଷେତ୍ରରେ ଉଦ୍ୟୋଗିତା ପରିସର ପ୍ରସାର କରିବା ସହିତ ଯୁବ ଉଦ୍ୟୋଗୀମାନଙ୍କୁ ଏକ ନୂତନ ଦିଗ ପ୍ରଦାନ କରିବା ପାଇଁ ଓଡିଶା କର୍ପୋରେଟ୍ ଫାଉଣ୍ଡେସନ୍ ଏବଂ ଅଟଳ ଇନକ୍ୟୁବେସନ ସେଣ୍ଟର ନାଳନ୍ଦା ମଧ୍ୟରେ ଆଜି ଏକ…

କରୋନା ଟୀକାକରଣ ପାଇଁ କମିଟି ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ବର: ଟୀକାକରଣ ବ୍ୟବସ୍ଥା ସହଜ କରିବାକୁ ରାଜ୍ୟ ସରକାର ଗଠନ କଲେ କମିଟି । ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ କମିଟି ଗଠନ କରାଯାଇଛି ।୨୧ ଜଣିଆ ରାଜ୍ୟସ୍ତରୀୟ କମିଟିର ଅଧ୍ୟକ୍ଷ ରହିବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ । ଏଥିରେ ସଦସ୍ୟ ସଚିବ ଭାବେ କାମ କରିବେ ରାଜ୍ୟ ଟୀକାକରଣ…

ଆକ୍ରାନ୍ତଙ୍କ ତୁଳନାରେ ରାଜଧାନୀରେ ବଢୁଛି ସୁସ୍ଥତାଙ୍କ ସଂଖ୍ୟା

ଭୁବନେଶ୍ୱର: ଭୁବନେଶ୍ୱରରେ ଗୋଟିଏ ଦିନରେ ୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ୪୩ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଟ୍ବିଟ୍ ଅନୁଯାୟୀ ସଙ୍ଗରୋଧରୁ ୬ ଓ ସ୍ଥାନୀୟ ଅଂଚଳରୁ ୨୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରେ…

୯୦% ନଷ୍ଟ ଫୁସଫୁସକୁ ଇକ୍‌ମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର

ଭୁବନେଶ୍ୱର: କୋଭିଡ୍‌-୧୯ ସଂକ୍ରମିତ ହେଲେ ଅନେକ କ୍ଷେତ୍ରରେ ସଂକ୍ରମିତଙ୍କ ଫୁସଫୁସ ଅଧିକ ମାତ୍ରାରେ ଆକ୍ରାନ୍ତ ହେଉଛି। ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏଭଳି ଜଣେ କରୋନା ସଂକ୍ରମିତଙ୍କର ଚିକିତ୍ସା ଇକ୍‌ମୋ ସର୍ଭାଇଭର୍ ପଦ୍ଧତିରେ କରାଯାଇ ତାଙ୍କୁ…

ବାଇକ ପଛରେ ବସିଥିବା ଲୋକଙ୍କ ପାଇଁ ମଧ୍ୟ ହେଲ୍‌ମେଟ ବାଧ୍ୟତାମୂଳକ

ଭୁବନେଶ୍ୱର: ଏଣିକି ବାଇକ୍‌ ଚାଳକ ଓ ପଛ ସିଟରେ ବସିଥିବା ଲୋକଙ୍କ ପାଇଁ ହେଲ୍‌ମେଟ ବାଧ୍ୟତାମୂଳକ । ନିଯମ ନ ମାନିଲେ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ । ଏ ନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ । ବିପଦ ଓ ଜରିମାନାକୁ ଏଡ଼ାଇବା ଲାଗି ସତର୍କ ହେବାକୁ ପରାମର୍ଶ ।…

ଟାଟାର ସ୍ପଷ୍ଟୀକରଣ ‘ଆକାଶ କେବେ ବି ଟାଟାର କର୍ମଚାରୀ ନ ଥିଲେ’

ଭୁବନେଶ୍ୱର: ଆକାଶ ପାଠକଙ୍କୁ ନେଇ ପୁଣି ଥରେ ଟାଟା ମୋଟର୍ସର ସ୍ପଷ୍ଟୀକରଣ ଦେଇଛି । ଆକାଶ କେବେ ବି କମ୍ପାନିର କର୍ମଚାରୀ ନଥିଲେ କିମ୍ବା । ସ୍କାଏ କିଙ୍ଗ ସଂସ୍ଥା ସହ କମ୍ପାନିର କୌଣସି କାରବାର ନାହିଁ । ଏପରିକି ସ୍କାଏ କିଙ୍ଗ ଭାଉଚର ଉପରେ କେବେବି କମ୍ପାନି ଜିଏସଟି ଫେରସ୍ତ ଦାବି କରିନି…

ପୁଣି ଭାଇରାଲ୍ ହେଲା ଅନୁଶ୍ରୁତଙ୍କ ଭିଡିଓ

ଭୁବନେଶ୍ୱର: ନିକଟରେ ଏକ ଭିଡିଓ ପାଇଁ ନାଗପୁରର ଅନୁଶ୍ରୁତ ନାମକ ଏହି କୁନି ପୁଅ ଜଣକ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲେ । ଭିଡିଓରେ ଅନୁଶ୍ରୁତ୍ ବେଶ ମଜାଦାର ଅନ୍ଦାଜରେ ଚୁଟି କାଟୁଥିବା ଲୋକକୁ ଧମକ ଦେବାରେ ଦେଖିବାକୁ ମିଳିଥିଲା । ତେବେ ପୁଣିଥରେ ଅନୁଶ୍ରୁତଙ୍କ ଦୁଇଦୁଇଟି ଭିଡିଓ ଭାଇରାଲ୍…