Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅଧା ଓଡ଼ିଶାରେ ଶୀତ ଲହରି: ସୋନପୁରରେ ୯ ଡିଗ୍ରୀ ତଳକୁ ଖସିଲା ପାରଦ, ଆହରୁ ୪-୫ଦିନ ଶୀତ

ଭୁବନେଶ୍ୱର: ଓଡ଼ିଶାର ଥରାଇଲାଣି ଜାଡ଼ । ଅଧା ଓଡ଼ିଶାରେ ଶୀତ ଲହରି ଅନୁଭୂତ ହେଲାଣି । ଆଜି ରାଜ୍ୟର ୧୫ଟି ସହରରେ ପାରଦ ୧୫ ଡିଗ୍ରୀ ତଳକୁ ଖସିଛି । ସବୁଠୁ ଥଣ୍ଡା ସହର ପାଲଟିଛି ସୋନପୁର । ସେଠାରେ ସର୍ବନିମ୍ନ ତାପମାତ୍ରା ୮.୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଓଡ଼ିଶାର କାଶ୍ମୀର…

ଜଳିଗଲା ମୋବାଇଲ୍ ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

ଝାରସୁଗୁଡ଼ା: ରାତିରେ ମୋବାଇଲ୍ ଦୋକାନରେ ଲାଗିଲା ନିଆଁ । ଲକ୍ଷାଧିକ ଟଙ୍କାର ଜିନିଷ ଓ ଉପକରଣ ପୋଡ଼ି ପାଉଁଶ ହୋଇଛି । ଝାରସୁଗୁଡ଼ାର ବକ୍ସି ଛକଠାରେ ଥିବା ଏକ ମୋବାଇଲ ଦୋକାନରେ ଏହି ଅଗ୍ନିକାଣ୍ଡ ହୋଇଛି । ଗତକାଲି ବିଳମ୍ବିତ ରାତିରେ ମହାପାତ୍ର ଇଲେକ୍ଟ୍ରୋନିକ୍ସ ନାମକ ମୋବାଇଲ ଦୋକାନରେ…

ବଲାଙ୍ଗିର ସୁନ୍ଦରୀ ଶୁଭଶ୍ରୀ ପିନ୍ଧିଲେ ଫେମିନା ମିସ୍ ଇଣ୍ଡିଆ ଓଡ଼ିଶା ମୁକୁଟ

ଭୁବନେଶ୍ୱର: ବଲାଙ୍ଗୀର ଝିଅ ଶୁଭଶ୍ରୀ ରାୟଗୁରୁ ଜିତିଲେ ଭିଏଲସିସି ଫେମିନା ମିସ୍ ଇଣ୍ଡିଆ ଓଡିଶା ୨୦୨୦ ଟାଇଟଲ। ଏହି ଟାଇଟଲ୍ ସହିତ ସେ VLCC ଫେମିନା ମିସ୍ ଇଣ୍ଡିଆର ଟପ୍ -୩୧ ରେ ସ୍ଥାନ ପାଇଛନ୍ତି । ଏବେ ସେ ଟପ୍ ୧୫ରେ ସ୍ଥାନ ପାଇବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ହୋଇଥିବା ୩୦…

ଆଜିଠୁ ଖୋଲୁଛି ରାଜ୍ୟର ସବୁ ମେଡିକାଲ କଲେଜ

ଭୁବନେଶ୍ୱର: ଆଜିଠୁ ଖୋଲୁଛି ରାଜ୍ୟର ସମସ୍ତ ମେଡିକାଲ କଲେଜ । କୋଭିଡ୍ କଟକଣା ସହ ମେଡିକାଲ କଲେଜଗୁଡ଼ିକୁ ଖୋଲିବା ପାଇଁ ସରକାର ଅନୁମତି ଦେଇଛନ୍ତି । କରୋନା ଯୋଗୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ମେଡିକାଲ କଲେଜ…

ନୂଆପଡ଼ାରେ ଭାଲୁ ଉତ୍ପାତ; ୨ ଦିନରେ ୩ ଗୁରୁତର

ନୂଆପଡ଼ା: ନୂଆପଡ଼ାରେ ଭାଲୁ ଉତ୍ପାତ। ଦୁଇ ଦିନରେ ୩ ଜଣ ଗୁରୁତର ହୋଇଥିବା ସୂଚନା । ସୂଚନାନୁସାରେ, ନୂଆପଡ଼ା ବୋଡେନ ରେଞ୍ଜ ବାବେବି ଗାଁରେ ଭାଲୁ ଆତଙ୍କ ଦେଖାଦେଇଛି। ସୋମବାର ଦିନ ସକାଳୁ ସ୍ଥାନୀୟ ଜଣେ ବ୍ୟକ୍ତି ଲବ ମାଲି ସକାଳୁ ଶୌଚ ହେବା ଯାଇଥିଲେ । ସେଠାରେ ନିକଟସ୍ଥ ଜଙ୍ଗଲରୁ ୩ଟି…

ଖସୁଛି ପାରଦ; ୧୫ ଡିଗ୍ରୀ ତଳେ ରାଜ୍ୟର ୧୩ଟି ସହର

ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ । ଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ପ୍ରାୟ ୧ରୁ ଦେଢ଼ ଡିଗ୍ରି ପର୍ଯ୍ୟନ୍ତ ଖସିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା। ବିଭାଗର ସୂଚନାନୁସାରେ, ୧୦ ଡିଗ୍ରି ତଳେ ରାଜ୍ୟର ୨ ଟି ସହର ରହିଥିବା ରେକର୍ଡ ହୋଇଥିବା ବେଳେ…

ଆଜିଠୁ ଆରମ୍ଭ ହେଉଛି ପ୍ରସିଦ୍ଧ କୋଣାର୍କ ମହୋତ୍ସବ ସହିତ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ବିଶ୍ଵ ପ୍ରସିଦ୍ଧ କୋଣାର୍କ ମହୋତ୍ସବ। ଓଡ଼ିଶାର ପ୍ରମୁଖ ଉପକୂଳ ନାଭିକେନ୍ଦ୍ର କୋଣାର୍କ ପୁନଶ୍ଚ ଦେଖିବ ବିଶ୍ୱବ୍ୟାପି ଦ୍ୱୈତ ଘଟଣାର ମିଳନବିନ୍ଦୁରେ କୋଣାର୍କର ବିବିଧ ଶାସ୍ତ୍ରୀୟ ନୃତ୍ୟ ସହିତ ସର୍ବୋକୃଷ୍ଟ ସୂର୍ଯ୍ୟମନ୍ଦିରର ପୃଷ୍ଠଭୂମିରେ ଆନ୍ତର୍ଜାତୀୟ…

ଓଡ଼ିଶାର ପାରମ୍ପରିକ ଲୋକ ବାଦ୍ୟ ଧୁଡୁକି ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ଧୁଡୁକି (ଘୁଡ଼ୁକି ଭାବେ ମଧ୍ୟ ଜଣାଶୁଣା) ।ଓଡ଼ିଶାର ଏକ ପାରମ୍ପାରିକ ବାଦ୍ୟ ଯନ୍ତ୍ର ।ଏହାକୁ ଭିତ୍ତି କରି ପରିବେଷିତ ହେଉଥିବା ଲୋକକଳା ଘୁଡ଼ୁକି ବା ଧୁଡ଼ୁକି ନାଚ ନାମରେ ପରିଚିତ । ଧୁଡୁକିଆ ଶବର(ମୁଣ୍ଡପୋତା କେଳା) ସମ୍ପ୍ରଦାୟର ଲୋକେ ଏହି ବାଜା ବଜେଇ, ଲୋକମାନଙ୍କର ମନୋରଞ୍ଜନ…

ଓଡ଼ିଶାରେ ଆରମ୍ଭ ହେବ ଓସିଏଲ ଟି-ଟ୍ୱେଣ୍ଟି

କଟକ: କଟକ ବାରବାଟୀଠାରେ ଡିସେମ୍ବର ୧୪ରୁ ଓସିଏଲ ଟି-ଟ୍ୱେଣ୍ଟି ଆରମ୍ଭ ଲାଗି ଓସିଏ ପକ୍ଷରୁ ଯୋଜନା କରାଯାଇଛି। TCM ସହଯୋଗରେ ଓସିଏ ଆୟୋଜନ କରିବ ଏହି ଟୁର୍ଣ୍ଣାମେଣ୍ଟ। ଓଡ଼ିଶା କ୍ରିକେଟ ଆସୋସିଏସନ୍ ସଂପାଦକ ସଂଜୟ ବେହେରା ଏହି ସୂଚନା ଦେଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଓସିଏ…

ସାଇ ଇଣ୍ଟରନ୍ୟାସନାଲ ସ୍କୁଲକୁ ‘ବିଦ୍ୟାଳୟ ଅଫ୍ ଦି ଇୟର ୨୦୨୦’ ପୁରସ୍କାର ପ୍ରଦାନ

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ବିଜନେସ୍ ଓ୍ବାଲ୍ଡ ଦ୍ୱାରା ପ୍ରଦତ୍ତ କେ ୧୨ ବିଦ୍ୟାଳୟ ବର୍ଗ ଅଧୀନରେ 'ସ୍କୁଲ୍ ଅଫ୍ ଦି ଇୟର' ପୁରସ୍କାର ୨୦୨୦ ହାସଲ କରିଛି। ପୂର୍ବରୁ ଏହା 14th annual EducationWorld India School Rankings (EWISR) 2020-21 surveyରେ ଭାରତର ନଂ ୧…