Latest Odisha News

BREAKING NEWS

Browsing Category

ଓଡିଶା

Odisha

ଡିସେମ୍ବର ପାଇଁ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର: ଖୋଲିବନି ସିନେମା ହଲ, ବନ୍ଦ ରହିବ ସୁଇମିଂ ପୁଲ

ଭୁବନେଶ୍ବର: ଡିସେମ୍ବର ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଡିସେମ୍ବର ୩୧ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନରେ ଜାରି ରହିବ ଲକଡାଉନ୍ । ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ମେଡିକାଲ କଲେଜ । ଧାର୍ମିକ ଅନୁଷ୍ଠାନ ଖୋଲିବା ନିଷ୍ପତ୍ତି ପୁଣି ଥରେ ସ୍ଥାନୀୟ ପ୍ରଶାସନ ଉପରେ…

ମଙ୍ଗଳବାର ଠାରୁ କଟକ-ଭୁବନେଶ୍ୱରର ସମସ୍ତ ରୁଟରେ ଚାଲିବ ‘ମୋ ବସ’

ଭୁବନେଶ୍ୱର: କଟକ-ଭୁବନେଶ୍ୱରର ସମସ୍ତ ରୁଟରେ ମଙ୍ଗଳବାର ଠାରୁ ପୁଣି ‘ମୋ ବସ’ ସେବା ଆରମ୍ଭ ହେବ ବୋଲି କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ପକ୍ଷରୁ ସୋମବାର କୁହାଯାଇଛି । କ୍ରୁଟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କଟକ-ଭୁବନଶ୍ୱେରର ୨୨ଟି ରୁଟରେ ‘ମୋ ବସ୍’ ଚଳାଚଳ କରିବ…

୫ ହଜାର ତଳକୁ ଖସିଲା ଆକ୍ଟିଭ କେସ୍; ୨୪ ଘଣ୍ଟାରେ ଚିହ୍ନଟ ଆକ୍ରାନ୍ତଙ୍କ ଦୁଇଗୁଣ ବ୍ୟକ୍ତି ହେଲେ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ତଳମୁଁହା କରୋନା ଗ୍ରାଫ। ୨୪ ଘଣ୍ଟାରେ ୪୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୮୦୯ ଜଣ। ଏହାସହ ଓଡିଶାରେ ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା ୩,୧୨,୦୬୫ ଛୁଇଁଛି। ଏହା ସହିତ ରାଜ୍ୟରେ ସକ୍ରିୟ ମାମଲା ୪୮୬୮ କୁ ହ୍ରାସ ପାଇଛି। ସ୍ୱାସ୍ଥ୍ୟ ଏବଂ ପରିବାର…

ଓଡ଼ିଶାର ଦ୍ୱିତୀୟ ଥର ପାଇଁ ସମ୍ ହସ୍ପିଟାଲ୍‌ରେ ସଫଳ ଯକୃତ ପ୍ରତ୍ୟାରୋପଣ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ଟୁ ବି ୟୁନିଭର୍ସିଟି ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସ୍ପିଟାଲରେ ରବିବାର ଦିନ ଦ୍ୱିତୀୟ ଥର ପାଇଁ ସଫଳତାର ସହ ଲିଭିଙ୍ଗ ଡୋନର୍ ଯକୃତ ପ୍ରତ୍ୟାରୋପଣ କରାଯାଇଛି। ଗତ ମାର୍ଚ୍ଚ ୫ ତାରିଖରେ ଆଇଏମଏସ ଆଣ୍ଡ ସମ୍…

ଓଡ଼ିଶା କୋଭିଡ୍ ଟୀକାକରଣ ଯୋଜନା ଚୂଡାନ୍ତ: ୩୦ ହଜାର ସ୍ଥାନ ଚିହ୍ନଟ

ଭୁବନେଶ୍ବର: ଓଡ଼ିଶା କୋଭିଡ୍ ଟୀକାକରଣ ଯୋଜନା ଚୂଡାନ୍ତ ହୋଇଛି । ଟୀକାକରଣ ପାଇଁ ୩୦ ହଜାର ସ୍ଥାନ ଚିହ୍ନଟ କରାଯାଇଛି । ଟୀକାକରଣ ପାଇଁ ୮ ହଜାର ୩ଶହ ଜଣ କର୍ମଚାରୀ ତାଲିକାଭୁକ୍ତ ହୋଇଛନ୍ତି । କ୍ୟାବିନେଟ୍ ସଚିବଙ୍କ ପ୍ରସ୍ତୁତି ବୈଠକରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ…

ନାବାଳିକା ହତ୍ୟାକାଣ୍ଡ ମାମଲାରେ ବିଜୟଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲାର ନାବାଳିକା ହତ୍ୟାକାଣ୍ଡ ମାମଲାରେ ହାଇକୋର୍ଟଙ୍କ ତତ୍ବାବଧାନରେ ଏସଆଇଟି ଯାଞ୍ଚ କରୁଥିବା ବେଳେ ସତ୍ୟତା ଜଣାପଡିବ ବୋଲି ସୋମବାର ଦିନ କହିଛନ୍ତି ବିଜେପି ନେତା ବିଜୟ ମହାପାତ୍ର। “ମୋର ବ୍ୟକ୍ତିଗତ ମତରେ, ନାବାଳିକାଙ୍କ ମୃତ୍ୟୁ ସାରା ରାଜ୍ୟବାସୀଙ୍କ ପାଇଁ ଏକ…

ମାତାମଠରେ କାର୍ତିକ ବ୍ରତ ନିଷ୍ଠାର ସହ ପାଳନ

ପୁରୀ: ଶ୍ୟାମକୁଞ୍ଜ ଗଳି ମଧ୍ୟରେ ଥିବା ରାଧେଶ୍ୟାମ ଆଶ୍ରମରେ କାର୍ତିକ ବ୍ରତ ସମ୍ପୂର୍ଣ୍ଣ ନିଷ୍ଠାର ସହ ପାଳନ କରାଯାଇଛି । କୋଭିଡ-୧୯ କଟକଣା ସହ ପ୍ରତ୍ୟେକ ଦିନ ମହାପ୍ରସାଦ ସେବନ ସହ କାର୍ତିକବ୍ରତୀମାନଙ୍କ ପାଇଁ ଭାଗବତ ପାରାୟଣ ପ୍ରବଚନର ଆୟୋଜନ ହୋଇଥିଲା । ମଠର ମହନ୍ତ ସୁବଳ ଚରଣ ଦାସ ଏହି…

ପରଦାକୁ ଆସିଲା ସୁରେଶ ରାଉତରାୟଙ୍କ ମ୍ୟୁଜିକ ଭିଡିଓ “ରଙ୍ଗବତୀ”

ଭୁବନେଶ୍ୱର: ଚର୍ଚ୍ଚା ହେଉଥିଲା ରାପର୍ ପାଲଟିଥିଲେ କଂଗ୍ରେସ ନେତା ସୁରେଶ ରାଉତରାୟ । ହେଲେ ଖାଲି ରାପିଂ ନୁହଁ ବରଂ ନେତାରୁ ଅଭିନେତା ସାଜିଛନ୍ତି ସୁରେଶ ରାଉତରାୟ । ନିକଟରେ ତାଙ୍କ ମ୍ୟୁଜିକ ଭିଡିଓ ରଙ୍ଗବତୀ ଦର୍ଶକଙ୍କ ସାମ୍ନାକୁ ଆସିଛି । ଏଥିରେ ସୁରେଶ ରାଉତରାୟଙ୍କ ସମେତ କଣ୍ଠଶିଳ୍ପୀ…

ଆମାଜାନ୍‌ରେ କିଏ ବିକୁଛି ନିର୍ମାଲ୍ୟ ମହାପ୍ରସାଦ ?

ପୁରୀ: ବ୍ୟବସାୟ ଆଗରେ ଫିକା ପଡିଛି ଧାର୍ମିକ ମନୋଭାବନା । ଆମାଜନ୍ ଭଳି ବିଶ୍ୱସ୍ତରୀୟ ଅନ୍‌ଲାଇନ୍ ସପିଂ ସାଇଟ୍‌ରେ ମିଳୁଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିର୍ମାଲ୍ୟ ମହାପ୍ରସାଦ । ପୁରୀ ଶ୍ରୀମନ୍ଦରର ଜଣେ ସେବାୟତ ଏ ନେଇ ଅଭିଯୋଗ ଆଣିବା ସାମ୍ନାକୁ ଆସିଥିଲା ଏପରି ଲଜ୍ଜାକର ତଥ୍ୟ ।…

ଜଗତପୁରରେ ନକଲି ଘିଅ କମ୍ପାନି ଠାବ

କଟକ: ଜଗତପୁରର ଶିଳ୍ପାଞ୍ଚଳରେ ପୋଲିସ ପକ୍ଷରୁ ଏକ ନକଲି ଘିଅ କମ୍ପାନି ଠାବ କରାଯାଇଛି। ସୂଚନା ଅନୁଯାୟୀ ଘଟଣାସ୍ଥଳରୁ ବିପୁଳ ପରିମାଣର ନକଲି ଘିଅ, ନାମୀଦାମୀ କମ୍ପାନିର ଲୋ‌ଗୋ ଓ ପ୍ୟାକିଂ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ତେବେ ଏହି ମାମଲାରେ ଦୁଇଜଣଙ୍କୁ ଅଟକ ରଖାଯାଇଥିବା ନେଇ…