Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାପର୍ ହେବେ ସୁର ରାଉତରାୟ…

ଭୁବନେଶ୍ୱର: ଓଡ଼ିଶାର ଲୋକପ୍ରିୟ ରାଜନେତା ସୁରେଶ ରାଉତ ରାୟ ଓରଫ ସୁର ଭାଇନା। କିଛି ନା କିଛି କାରଣକୁ ନେଇ ସବୁବେଳେ ଚର୍ଚ୍ଚାର ପରିଧି ମଧ୍ୟରେ ରହି ଆସୁଛନ୍ତି । ନିଜର ରକଠୋକ କଥା ପାଇଁ ଜନସାଧାରଣଙ୍କ ପ୍ରିୟ ପାଲଟିଥିବା ସୁରନାନା ପୁଣି ଥରେ ଚର୍ଚ୍ଚାକୁ ଟାଣି ହୋଇ ଆସିଛନ୍ତି। ମାତ୍ର…

ବ୍ୟାସନଗର ମ୍ୟୁନିସିପାଲିଟିର ଅଭିନବ ପ୍ରୟାସ; ସ୍ୱଚ୍ଛତା ଦିଗରେ ନେଲେ ଏହି ପଦକ୍ଷେପ

ଯାଜପୁର: ସ୍ବଚ୍ଛତା ଦିଗରେ ଆଉ ପାଦେ ଆଗେଇଛି ଯାଜପୁର ଜିଲ୍ଲାର ପ୍ରମୁଖ ସହର ବ୍ୟାସନଗର । ସହର ପରିମଳ ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି ପୌର ପରିଷଦ । ପ୍ରଥମ କରି ସହରରେ ଅଳିଆ ଆବର୍ଜନା ଉଠାଇବା ପାଇଁ ବ୍ୟାଟେରୀ ଚାଳିତ ଗାଡିର ବ୍ୟବସ୍ଥା କରାଯାଇଛି । ଆଉ ଏହି ଗାଡି ଚଳାଉଛନ୍ତି ଜଣେ…

ରାଜ୍ୟର ୭ ଟି ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା; ବିଭାଗ ପକ୍ଷରୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର ୭ଟି ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପନିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କଟକ, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ କନ୍ଧମାଳ ଜିଲ୍ଲାକୁ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।…

ଟ୍ରାଫିକ ଡିସିପି ସୌମ୍ୟା ମିଶ୍ରଙ୍କ କ୍ୟାଡର ପରିବର୍ତ୍ତନ ଆବେଦନକୁ ମଞ୍ଜୁରୀ

ଭୁବନେଶ୍ୱର: ପଞ୍ଜାବ ଯିବେ ଓଡ଼ିଶା କ୍ୟାଡର୍‌ ଆଇପିଏସ୍‌ ଅଫିସର୍‌ ତଥା ଟ୍ରାଫିକ ଡିସିପି ସୌମ୍ୟା ମିଶ୍ର । କ୍ୟାଡର୍‌ ପରିବର୍ତ୍ତନ ପାଇଁ ସେ କରିଥିବା ଆବେଦନକୁ ମଞ୍ଜୁରି ମିଳିଛି । ପୂର୍ବରୁ ରାଜ୍ୟ ସରକାର ଆବେଦନକୁ ମଞ୍ଜୁରୀ ଦେଇଥିବାବେଳେ ଏବେ ମୋହର ମାରିଛନ୍ତି କେନ୍ଦ୍ର ସରକାର ।…

ରାଜଧାନୀରୁ ୩୦ ଲକ୍ଷ ଟଙ୍କା ସହ ଯୁବକକୁ ଧରିଲା ପୋଲିସ

ଭୁବନେଶ୍ୱର: ଅଖାରେ ଟଙ୍କା ରଖି ବସକୁ ଅପେକ୍ଷା କରିଥିଲେ ଯୁବକ । ହଜାରେ କି ଲକ୍ଷେ ନୁହେଁ ଅଖା ଭିତରେ ଥିଲା 30 ଲକ୍ଷ ଟଙ୍କା । ଯୁବକଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ତପୋବନ ପେଟ୍ରୋଲ ପମ୍ପ ନିକଟରୁ ଯୁବକଙ୍କୁ ଧରିଛି ପୋଲିସ । ଯୁବକ ଜଣଙ୍କ କେଉଁଠୁ ଏତେ ଟଙ୍କା ଆଣିଲେ ?…

ପୁରୀର ବିଭିନ୍ନ ସ୍ଥାନରୁ ଜବତ ହେଲା ୧୨ ଶହ ଲିଟର ଦେଶୀ ମଦ; ୭ ଗିରଫ

ଭୁବନେଶ୍ୱର: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ମଦ ଓ ଭାଙ୍ଗ ଜବତ କରିଛି । ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଥିବା ସୂଚନା। ପୋଲିସ ପକ୍ଷରୁ ପ୍ରାପ୍ତ ସୂଚନାନୁଯାୟୀ, ସେମାନଙ୍କ ଠାରୁ  ୭ ଶହ ଲିଟର ଦେଶୀ ମଦ ସହ ୫ କିଲୋ…

ଲାଞ୍ଚ ନେଇ ନିଲମ୍ୱିତ ହେଲେ ସିଡିପିଓ

ଜୟପୁର: ଚାକିରିରୁ ନିଲମ୍ବିତ ହେଲେ ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଚାକିରିରୁ ସସପେଣ୍ଡ କରିଛନ୍ତି କୋରାପୁଟ ଜିଲ୍ଲାପାଳ .। ଲାଞ୍ଚ ନେବାବେଳେ ସିଡିପିଓଙ୍କୁ ଧରିଥିଲା ଜୟପୁର ଭିଜିଲାନ୍ସ । ଏସଏଚଜି ଗ୍ରୁପଠାରୁ ୧ଲକ୍ଷ ୭୫ ହଜାର ଟଙ୍କା…

କୋଭିଡ୍ କଟକଣାରେ ଆଜିଠୁ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ । ଡିସେମ୍ବର ୩୧ ତାରିଖ ଯାଏ ଚାଲିବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ଅଧିବେଶନର ପ୍ରଥମ ଦିନରେ ଆଜି ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପିତ ହେବ। କୋଭିଡ୍ କଟକଣା ଓ ଗାଇଡଲାଇନ ଭିତରେ ଏହି ଅଧିବେଶନ…

ପୁରୀରେ ପୋଲିସ୍‌ ମାଡ଼ରେ ଅଭିଯୁକ୍ତର ମୃତ୍ୟୁ ଅଭିଯୋଗର ତଦନ୍ତ ଆରମ୍ଭ

ପୁରୀ: ପୋଲିସ୍‌ ହେପାଜତରେ ପୁରୀରେ ଅଭିଯୁକ୍ତର ମୃତ୍ୟୁ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି । ପୁରୀରେ ମାମଲାର ସମୀକ୍ଷା କରିଛନ୍ତି ପୋଲିସ ଆଇଜି ଇନ୍‌ଚାର୍ଜ ଏସ୍. ପ୍ରବୀଣ କୁମାର । ପୁରୀ ଏସପି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସେ ମାମଲା ସମ୍ପର୍କରେ ଆଲୋଚନା କରିଛନ୍ତି । ତଦନ୍ତରେ ଜାତୀୟ…

ଓଡ଼ିଶାର ପାରମ୍ପରିକ ଦାସକାଠିଆ ନାଚ ସମ୍ପର୍କରେ, ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶା କଳା, ନାଚ, ସଂଗୀତରେ ଭରା ଏକ ରାଜ୍ୟ । ଅତୀତରେ ଅନେକ ରାଜାଙ୍କ ଶାସନ କାଳାରେ ଏଠାକାର କଳା, ନାଚ ଆଦି ଖୁବ ସମୃଦ୍ଧ ହୋଇଅଛି । ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ।…