Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଲଟିଲା କୁକୁଡ଼ା ବୋଝେଇ ଗାଡ଼ି, ବସ୍ତା ଓ ବ୍ୟାଗରେ ବୋହିନେଲେ ଲୋକ

ସୁନ୍ଦରଗଡ଼: ରାସ୍ତାକଡ଼ରେ ଓଲଟି ପଡିଲା କୁକଡ଼ା ବୋଝେଇ ଗାଡ଼ି । ଡ୍ରାଇଭର ଓ ଅନ୍ୟମାନଙ୍କୁ ଲୋକ ଉଦ୍ଧାର କରିବେ କଣ କୁକୁଡ଼ା ବୋହିବାରେ ବ୍ୟସ୍ତ ସମସ୍ତେ । ଏମିତି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାରେ । ଦୁର୍ଘଟଣାର ଫାଇଦା ନେଇ ଲୋକ ଘରକୁ ବୋହି ନେଲେ କୁକୁଡ଼ା । ବ୍ୟାଗ, ବସ୍ତା…

ବାରମ୍ବାର ନିରାଶ ହେବା ପରେ ତହସିଲ ଅଫିସରେ ନିଆଁ ଲଗାଇଲେ ଯୁବକ

ରେଙ୍ଗାଲି: ବାରମ୍ବାର ତହସିଲ ଅଫିସକୁ ଦୌଡ଼ି ଦୌଡ଼ି ନିରାଶ ଯୁବକ ତହସିଲ ଅଫିସରେ ଲଗାଇଲେ ନିଆଁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରେଙ୍ଗାଲି ତହସିଲ ଅଫିସ ପରିସରରେ। ପ୍ରାପ୍ତ ସୂଚନା ଅନୁଯାୟୀ, ଜମିଜମା କାମରେ ଯୁବକ ଜଣଙ୍କ ବାରମ୍ବାର ତହସିଲ ଅଫିସକୁ ଦୌଡ଼ି ଦୌଡ଼ି ନୟାନ୍ତ…

ହାଜତ ମୃତ୍ୟୁ ପ୍ରତିବାଦରେ ଭୁବନେଶ୍ୱରରେ ବିଜେପିର ବିକ୍ଷୋଭ, ପୋଲିସ ସହ ଧସ୍ତାଧସ୍ତି

ଭୁବନେଶ୍ୱର: ପୁରୀ ଓ ବୀରମିତ୍ରପୁରରେ ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ଅଭିଯୋଗରେ ଭୁବନେଶ୍ୱରରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ । ଏତିକିବେଳେ ପୋଲିସ ସହ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ହାଜତ ମୃତ୍ୟୁ ଅଭିଯୋଗକୁ ନେଇ ବିଜେପି କର୍ମୀ ଓ ମହିଳା ମୋର୍ଚ୍ଚ ପକ୍ଷରୁ ବିକ୍ଷୋଭ…

ବନ୍ଦ ହେବନି ବ୍ରହ୍ମପୁର ଶୀତଳାପଲ୍ଲୀରେ ଥିବା ଟାଟା କୋଭିଡ୍ ହସ୍ପିଟାଲ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟକ୍ଷମ ଟାଟା କୋଭିଡ୍ ହସ୍ପିଟାଲରେ ବନ୍ଦ ହେବନି । କରୋନାର ଦ୍ୱିତୀୟ ଲହରି ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପୂର୍ବ ନିଷ୍ପତ୍ତି ବଦଳାଇଛି । ବ୍ରହ୍ମପୁର ଶୀତଳାପଲ୍ଲୀରେ ଥିବା ଟାଟା କୋଭିଡ୍ ହସ୍ପିଟାଲରେ 55 ଆଇସିୟୁ ବେଡ୍ ସହ ରୋଗୀ ଚିକିତ୍ସା…

ମୃତ୍ୟୁର ୪ ମାସ ପରେ ଆସିଲା ବିିଇଓଙ୍କ ବଦଳି ଅର୍ଡର

ଭୁବନେଶ୍ୱର: ମୃତ୍ୟୁକୁ ପୂରିଲାଣି ୪ ମାସ । କିନ୍ତୁ ଏବେ ଆସୁଛି ବଦଳି ନିର୍ଦ୍ଦେଶ । ଏଭଳି ଘଟଣା ଘଟିଛି କୋରାପୁଟ ବୋରିଗୁମ୍ମା ବିଇଓଙ୍କ କ୍ଷେତ୍ରରେ । ଗତ ଅଗଷ୍ଟ ମାସରେ ବିଇଓ କୃଷ୍ଣ ଚନ୍ଦ୍ର ନାୟକଙ୍କ କୋଭିଡରେ ଚିକିତ୍ସାଧୀନ ଅବସ୍ଥାରେ ବିଶାଖାପାଟଣାରେ ମୃତ୍ୟୁ ହୋଇଥିଲା । କିନ୍ତୁ ସ୍କୁଲ…

ସ୍ୱାମୀ ସାଜିଲା ସୈତାନ: ସ୍ତ୍ରୀକୁ କୁରାଢ଼ିରେ ହାଣି ହତ୍ୟା

ବାରିପଦା: ପତ୍ନୀ ହନ୍ତା । ସ୍ତ୍ରୀକୁ କୁରାଢିରେ ଅତି ନିର୍ମମ ଭାବରେ ହାଣି ହତ୍ୟା କରିଛି ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ପଳାଶବଧା ଗାଁରେ । ମୃତକଙ୍କ ନାଁ ମଞ୍ଜଦୋରୀ ମହାନ୍ତ । ହତ୍ୟାକାମୀ ସ୍ୱାମୀ ଶିବପ୍ରସାଦ ମହାନ୍ତକୁ ଗିରଫ କରି…

ରାଜ୍ୟରେ ୧୬ ଶହ ଟପିଲା କରୋନା ଡେଥ୍ କେସ୍

ଭୁବନେଶ୍ୱର: ରାଜ୍ୟରେ ୧୬ ଶହ ଟପିଲା କରୋନା ଡେଥ୍ କେସ୍ । ଗତ ୨୪ ଘଣ୍ଟାରେ ଆଉ ୧୬ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ । ୯ଟି ଜିଲ୍ଲାରୁ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଗତ କିଛି ଦିନ ହେବ ସୁନ୍ଦରଗଡ଼ ଜିଲ୍ଲାରେ ବଢୁଛି ମୃତ୍ୟୁସଂଖ୍ୟା । ବିଶେଷ କି ପଶ୍ଚିମ ଓଡ଼ିଶାରେ ବଢୁଛି ଡେଥ୍ କେସ୍ ।…

ରାଜ୍ୟରୁ ୨୪ ଘଣ୍ଟାରେ ୭୫୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା କେସ୍ କମୁଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୭୫୭ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୪୩୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୨୧ଟି । ସବୁ ଜିଲ୍ଲାରୁ ନୂଆ ସଂକ୍ରମିତଙ୍କ ସଂଖ୍ୟା ଶହେରୁ କମ୍ ରହିଛି । Covid-19 Report For…

ଜଗତସିଂହପୁରରୁ ୩୦୦ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ତର୍ତ୍ତଙ୍ଗ ଗାଁରୁ ୩୦୦ ଗ୍ରାମ ବ୍ରାଉନସୁଗର ଜବତ । ଏହି କାରବାରରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ । ଜଗତସିଂହପୁର ସଦର ପୋଲିସ ଓ ଅବକାରୀ ବିଭାଗ ଟିମ ଚଢାଉ କରି…

କୋଭିଡ କଟକଣା ମଧ୍ୟରେ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ଆରମ୍ଭ ହେଲା ବିଧାନସଭାର ଶୀତ ଅଧିବେଶନ । କୋଭିଡ କଟକଣା ମଧ୍ୟରେ ଚାଲିଛି ଅଧିବେଶନ । ପ୍ରଥମେ ପୂର୍ବତନ ବାଚସ୍ପତି ଶରତ କରଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ଏଥି ସହ ଦିବଗଂତ ବିଧାୟକ ଓ କୋଭିଡ ଯୋଦ୍ଧାଙ୍କୁ ଶ୍ରଦ୍ଧାଂଜଳି ଦିଆଯାଇଛି । ଶୋକପ୍ରସ୍ତାବ ଆଗତ ପରେ ଗୃକୁ…