Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁରୀରୁ ୧୪ ଗ୍ରାମର ବ୍ରାଉନ ସୁଗାର ଜବତ

ପୁରୀ: ପୁରୀରେ ପୋଲିସର ଅପରେସନ ବ୍ରାଉନ ସୁଗାର ଅଭିଯାନ ଜାରି ରହିଛି। ଏହି ଅବସରରେ ପ୍ରାୟ ୧୪ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି। ଏଥିସହିତ ପିପିଲି ପୋଲିସ ୭ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ଗିରଫ ବ୍ୟକ୍ତି ମାନେ ହେଲେ ସେହି ଥାନା ଅଧିନସ୍ତ ଭବାନୀପୁର…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୦୧୯ କରୋନା ରୋଗୀ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୦୧୯ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। https://twitter.com/HFWOdisha/status/1329417168543354880?s=19 ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।…

ଓଡ଼ିଶାର ଏହି ଜିଲ୍ଲାରେ ବାଲିଯାତ୍ରା ଉପରେ ଲାଗିଲା କଟକଣା

ଜଗତସିଂହପୁର: କୋଭିଡ-୧୯ ବିସ୍ତାରକୁ ରୋକିବା ପାଇଁ ଗୁରୁବାର ଦିନ ଜିଲ୍ଲା ପ୍ରଶାସନ ପାରାଦୀପ ସମେତ ବିଭିନ୍ନ ସ୍ଥାନରେ ବାଲିଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛି। ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ବହୁ ସଂଖ୍ୟାରେ ପର୍ଯ୍ୟଟକ ବାଲିଯାତ୍ରା ପାଇଁ…

ଆରଏମସି ପକ୍ଷରୁ ପରିମଳ ବ୍ୟବସ୍ଥାର ସୁପରିଚାଳନା ନେଇ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସହ ଏମ୍.ଓ.ୟୁ ସ୍ୱାକ୍ଷର

ରାଉରକେଲା: ରାଉରକେଲା ମହାନଗର ନିଗମ ପକ୍ଷରୁ ଆଜି ବିଶ୍ୱ ଶୌଚାଳୟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆଜି ନିଗମ କାର୍ଯ୍ୟାଳୟରେ ଆୟୋଜିତ ଏକ ନିରାଡାମ୍ବର କାର୍ଯ୍ୟକ୍ରମରେ ଯୋଗଦେଇ କମିଶନର ଦିବ୍ୟଜ୍ୟୋତି ପରିଡ଼ା ସାଧାରଣ ଜୀବନରେ ଶୌଚାଳୟ ବ୍ୟବହାରର ଗୁରୁତ୍ୱ ଏବଂ ସ୍ୱାସ୍ଥ୍ୟ ତଥା…

ଭୁବନେଶ୍ୱ‌ରରୁ ଆଜି ୪୬ କରୋନା ଆକ୍ରାନ୍ତ ଚିହ୍ନଟ; ସୁସ୍ଥ ହେଲେ ୬୧

ଭୁବନେଶ୍ୱ‌ର: ଭୁବନେଶ୍ୱ‌ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ସୁସ୍ଥ ହାର ମଧ୍ୟ ବଢିବାରେ ଲାଗିଛି। ଆଜି ୪୬ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦,୩୩୦ରେ ପହଞ୍ଚିଛି। ୪୬ ଜଣଙ୍କ ମଧ୍ୟରୁ ୧୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ରହିଥିବା ବେଳେ ୨୭ଟି…

ସମ୍ବଲପୁର ଲଇମୁରା ଡକାୟତି ମାମଲାର ପର୍ଦ୍ଦାଫାସ୍‌

ସମ୍ବଲପୁର: ବହୁଚର୍ଚ୍ଚିତ ଲଇମୁରା ୟୁନିଅନ୍ ବ୍ୟାଙ୍କ ଗାଡି ଡକାୟତି ମାମଲା । ସୋମବାର ୯ ତାରିଖରେ ବନ୍ଧୁକ ମୁନରେ ହୋଇଥିଲା ଲୁଟ୍‌ପାଟ୍ । ତିନୋଟି ବାଇକରେ ୬ ଜଣ ଲୁଟେରା ୩୫ ଲକ୍ଷ ୪୧ ହଜାର ଟଙ୍କା ଧରି ଚମ୍ପଟ୍ ମାରିଥିଲେ । ଶେଷରେ ସମ୍ବଲପୁରର ସ୍ୱତନ୍ତ୍ର ପୋଲିସ ଟିମ୍ ଦୀର୍ଘଦିନ ପରେ…

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ଏଲ୍ ଆଣ୍ଡ ଟି କମ୍ପାନୀର ପାଇପ୍

ରାଉରକେଲା: ଉଦିତନଗର ଖେଳ ପଡିଆରେ ଏଲ୍ ଆଣ୍ଡ ଟି କମ୍ପାନୀ ପକ୍ଷରୁ ରଖାଯାଇଥିବା ପାଇପରେ ଲାଗିଲା ନିଆଁ । ଆଜି ସାଢ଼େ 12ଟା ବେଳେ ଏଥିରେ ନିଆଁ ଲାଗି ଥିବା ଦେଖିବାକୁ ମିଳିଥିଲା । ପ୍ରବଳ ନିଆଁ ଓ ଧୂଆଁ ଦେଖିବାକୁ ମିଳିଥିଲା । ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମ ବାହିନୀ ଟିମ୍ ।…

NHRC ଗାଇଡଲାଇନ ଅନୁସାରେ ପୋଲିସ ହେପାଜତରେ ମୃତ୍ୟୁ ଅଭିଯୋଗ ତଦନ୍ତ: ପୋଲିସ ଡିଜି

ଭୁବନେଶ୍ୱର: ପୁରୀ ଓ ବୀରମିତ୍ରପୁରରେ ପୋଲିସ୍‌ ହେପାଜତରେ ଯପୁବକଙ୍କ ମୃତ୍ୟୁ ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ଅଭୟ । ସେ କହିଛନ୍ତି, ଘଟଣାର ତଦନ୍ତ ହେବ । ଏଭଳି ମୃତ୍ୟୁ ହେଲେ ତଦନ୍ତ ନେଇ ଜାତୀୟ ମାନବାଧିକା କମିଶନ ବା NHRCଙ୍କ ଗାଇଡଲାଇନ ରହିଛି । ଡାକ୍ତରୀ ଟିମ୍…

ଚଳିତ ମାସରେ ବନ୍ଦ ହେବ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟକ୍ଷମ ଟାଟା କୋଭିଡ୍ ହସ୍ପିଟାଲ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଶୀତଳାପଲ୍ଲୀରେ ଥିବା ଟାଟା କୋଭିଡ୍ ହସ୍ପିଟାଲକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଚଳିତ ମାସ ଶେଷ ସୁଦ୍ଧା ଏହା ବନ୍ଦ ହେବ ।…

ପୁରୀ ବାସେଳିସାହି ଥାନାରେ ହାଜତ ମୃତ୍ୟୁ ଅଭିଯୋଗ, ଖଣ୍ଡନ କଲେ ଏସପି

ପୁରୀ: ବାସେଳି ସାହି ଥାନାରେ ହାଜତ ମୃତ୍ୟୁ ଅଭିଯୋଗ । ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ଏଭଳି ଅଭିଯୋଗ ସାମାନକୁ ଆସିଛି । ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ମୃତକଙଙ୍କ ନାଁ କେ. ରମେଶ ଓ ଘ ବଳିଆପଣ୍ଡ ଫାଦର ସ୍କୁଲ ଅଞ୍ଚଳରେ । ଗତକାଲି କେ.…