Latest Odisha News

BREAKING NEWS

Browsing Category

ଓଡିଶା

Odisha

ଧର୍ମଛଡ଼ା ଧରମ ମାମୁଁ: ଢେଙ୍କାନାଳ ଜିଲ୍ଲାରେ ୪ ବର୍ଷ ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ତା ନାଁ ଶଙ୍କର୍ଷଣ ଦେହୁରୀ । ଘର ଯାଜପୁର ଜିଲ୍ଲା କାଳିଆପଣିରେ । ସେ ପୀଡ଼ିତାଙ୍କ ଧରମ ମାମୁଁ ବୋଲି ଜଣା ପଡ଼ିଛି । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ…

ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେଲା ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ: ପୁରୀ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ମନ୍ଦିର ବଜେଟ, ନାଗାର୍ଜୁନ ବେଶ ଓ ଶ୍ରୀମନ୍ଦିର ଖୋଲିବା ସମ୍ପର୍କରେ ଆଲୋଚନା ହେବା ନେଇ ଜଣାପଡିଛି। ସୂଚନାନୁସାରେ, ନୀଳାଦ୍ରି ଭକ୍ତ ନିବାସରେ ଗଜପତି…

ରାଜ୍ୟରେ କରୋନା ନେଲା ଆଉ ୧୭ ଲୋକଙ୍କ ଜୀବନ

ଭୁବନେଶ୍ୱର: ମହାମାରୀ ନେଉଛି ଜୀବନ । ରାଜ୍ୟରେ ଆଉ ୧୭ ଲୋକଙ୍କର ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ୧୦ ଜିଲ୍ଲାର ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ୧୨ ଜଣ ପୁରୁଷ ଓ ୫ ଜଣ ମହିଳା ଅଛନ୍ତି । ପଶ୍ଚିମ ଓଡ଼ିଶାରେ ବଢୁଛି ଡେଥ୍ କେସ୍ । ସୁନ୍ଦରଗଡ଼, ସମ୍ୱଲପୁର ଓ…

ରାଜ୍ୟରେ ଖସୁଛି କରୋନା ଟ୍ରେଣ୍ଡ: ୨୪ ଘଣ୍ଟାରେ ୬୪୪ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ଖସୁଛି କରୋନା ଗ୍ରାଫ । ଲଗାତାର ଚତୁର୍ଥ ଦିନରେ ହଜାରେରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରତିଦିନ ନୂଆ ସଂକ୍ରମିତଙ୍କ ସଂଖ୍ୟା ପୂର୍ବ ଦିନ ଅପେକ୍ଷା କମ୍ ରହୁଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୪୪ ଆକ୍ରାନ୍ତ । ଏମାନଙ୍କ…

ପତ୍ନୀଙ୍କୁ ଧରି ବାଇକରେ ଯାଉଥିଲା ବ୍ରାଉନସୁଗର ବେପାରୀ, ଧରିଲା ପୋଲିସ

ପୁରୀ: ଦିନକୁ ଦିନ ପୁରୀ ଜିଲ୍ଲାରେ କାୟା ମେଲାଇ ଚାଲିଛନ୍ତି ବ୍ରାଉନସୁଗର କାରବାର । ଅସ୍ତରଙ୍ଗ ଥାନା ପୋଲିସ ଜଣେ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିଛି । ତାଙ୍କ ନିକଟରୁ ଜବତ ହୋଇଛି ୧୨ ଗ୍ରାମରୁ ଅଧିକ ଧଳା ଜହର । ଗିରଫ ଅଭିଯୁକ୍ତଙ୍କ ନାଁ ହେଲେ ମନୋରଞ୍ଜନ ବିଶ୍ୱାଳ । ଅସ୍ତରଙ୍ଗ…

ଶାନ୍ତି ସ୍ତୁପ ଧଉଳିରେ ଫାଟ…

ଭୁବନେଶ୍ୱର: ରକ୍ଷଣା ବେକ୍ଷଣ ଅଭାବରୁ ଶାନ୍ତି ସ୍ତୁପ ଧଉଳିରେ ସୃଷ୍ଟି ହୋଇଛି ଫାଟ । ବିଶ୍ବ ଦରବାରରେ ଓଡ଼ିଶାର ଖ୍ୟାତି ବହନ କରୁଥିବା ଧଉଳି ଶାନ୍ତି ସ୍ତୁପର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଶାନ୍ତି ସ୍ତୁପର ପାହାଚ, ଛତରୀ, ଗମ୍ବୁଜ, ଚତୁଃପାର୍ଶ୍ବ କାନ୍ଥ…

ଶୀତ ଅଧିବେଶନ ପୂର୍ବରୁ ଆଜିଠୁ ବିଧାୟକଙ୍କ କୋଭିଡ୍ ଟେଷ୍ଟ

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ବିଧାନସଭାର ଶୀତ ଅଧିବେଶନ । ତାପୂର୍ବରୁ ଆଜିଠୁ ମନ୍ତ୍ରୀ, ବିଧାୟକ ଓ କର୍ମଚାରୀଙ୍କର ହେବ କୋଭିଡ୍ ଟେଷ୍ଚ । ଆଜିଠାରୁ ୩ଦିନ ଧରି ଚାଲିବ କରୋନା ପରୀକ୍ଷା । ଯେଉଁମାନଙ୍କର ରିପୋର୍ଟ ନେଗେଟିଭ ଆସିବ ସେମାନଙ୍କୁ ବିଧାନସଭା ଅଧିବେଶନରେ ସାମିଲ ହେବାକୁ ଅନୁମତି…

ତ୍ରିବେଣୀ ଘାଟରେ ୫ ଯୁବକ ବୁଡିଯିବା ଘଟଣା; ଉଦ୍ଧାର ହେଲା ଆଉ ଜଣଙ୍କ ମୃତ ଦେହ

ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳର କାଠସଙ୍ଗଡା ନଦୀରେ ସୋମବାର ଦିନ ୫ ଜଣ ଯୁବକ ଗାଧୋଇବା ବେଳେ ବୁଡିଯିବା ଘଟଣାରେ ଉଦ୍ଧାରକାରି ଦଳ ଆଉ ଜଣଙ୍କ ମୃତ ଦେହ ଉଦ୍ଧାର କରିଛନ୍ତି। ସୂଚନାଯୋଗ୍ୟ ଯେ, ନୀଳଗିରି ଅଞ୍ଚଳର ୫ ଜଣ ଯୁବକ ତ୍ରିବେଣୀଘାଟରେ ଗାଧୋଇବା ବେଳେ ଅସାବଧାନତା ଯୋଗୁଁ…

ଡକାୟତି ଯୋଜନା ପଣ୍ଡ, ୫ ଜଣଙ୍କୁ ବାନ୍ଧିଲା ପୁରୀ ପୋଲିସ

ପୁରୀ: ଡକାୟତି କରିବାକୁ ଯୋଜନା କରୁଥିଲେ । ପହଞ୍ଚିଗଲା ପୋଲିସ । ୫ ଜଣଙ୍କୁ ଗିରଫ କରାଯାଇଛି । ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ପୋଲିସ ଲୁହାପଡା ମଦ ଦୋକାନ ନିକଟରୁ ଏମାନଙ୍କୁ ଗିରଫ କରିଛି । ଜବତ ହୋଇଛି ମାରଣାସ୍ତ୍ର, ଅଫୁଟା ବୋମା ଓ ବାଇକ୍ । ଗିରଫ ଅଭିଯୁକ୍ତମାନେ ହେଲେ ଜଟଣୀ ଥାନା…

୫ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଗଛ ନଷ୍ଟକଲା ପୋଲିସ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଗଞ୍ଜେଇ କାରାବାର । ଏହାକୁ ଦୃଷ୍ଟିରେ ରଖି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସ୍ଥାନୀୟ ପ୍ରଶାସନ । ସୂଚନାନୁସାରେ, ଜିଲ୍ଲାର ଉପାନ୍ତ ଅଂଚଳ ଗୁଡିକରେ ବ୍ୟାପକ ପରିମାଣର ଗଂଜେଇ ଚାଷ ହେଉଥିବା ନେଇ ବିଭିନ୍ନ ସମୟରେ…