Latest Odisha News

BREAKING NEWS

Browsing Category

ଓଡିଶା

Odisha

କିମସରେ ଖୋଲିଲା ପୋଷ୍ଟ କୋଭିଡ ମାତୃ ଓ ଶିଶୁ କ୍ଲିନିକ

ଭୁବନେଶ୍ଵର: କରୋନାରୁ ସୁସ୍ଥ ହୋଇଥିବା ପ୍ରସୂତି ମହିଳା ଓ ସେମାନଙ୍କ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଓ ଚିକିତ୍ସା ନିମନ୍ତେ କିମସରେ ଏକ ପୋଷ୍ଟ କୋବିଡ ମାତୃ ଓ ଶିଶୁ କ୍ଲିନିକ ଖୋଲିଛି। ଗତ ୮ ମାସ ମଧ୍ୟରେ ଓଡ଼ିଶାର ୩ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୨୯୭ କରୋନା ରୋଗୀ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୨୯୭ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଉଲ୍ଲେଖଯୋଗ୍ୟ, ଓଡିଶାରେ ୩,୦୯,୪୦୮ କରୋନା ମାମଲା ରହିଥିବା ବେଳେ ମୋଟ୍ ୨,୯୯,୧୫୯ ଜଣ ଆରୋଗ୍ୟ…

କାଳ ହେଲା ଜଳକ୍ରୀଡ଼ା; ଜଣେ ମୃତ, ୨ ନିଖୋଜ

ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳର କାଠସଙ୍ଗଡା ନଦୀରେ ୫ ଜଣ ଯୁବକ ଗାଧୋଇବା ବେଳେ ଘଟିଛି ଏକ ବଡ଼ ଅଘଟଣ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି ଓ ଅନ୍ୟ ୨ ଜଣ ଏବେବି ନିଖୋଜ ଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ,…

ପତ୍ନୀ ସହ ଝଗଡା ପରେ ବରଗଛରେ ଚଢିଲା ନିଶାସକ୍ତ ଯୁବକ; ଆଉ ତା’ପରେ…

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଅଞ୍ଚଳରେ ଜଣେ ନିଶାସକ୍ତ ଯୁବକ ବରଗଛର ପୂରା ଅଗରେ ଚଢିଯିବା ଭଳି ଚାଞ୍ଚଲ୍ୟକର ଘଟଣା ନଜରକୁ ଆସିଛି । ଏପରିକି ସେ ତଳକୁ ଓହ୍ଲାଇବାକୁ ମନା କରିଥିଲା । ପୋଲିସ ଓ ଅଗ୍ନିଶମ ବାହିନୀ ତାକୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ଯୁବକ ଜଣକ ତଳକୁ ଡେଇଁ ପଡିବ…

କମୁଛି ସଂକ୍ରମଣ; ବନ୍ଦ ହେବ ସମ୍ବଲପୁର ସଦର କୋଭିଡ ହସ୍ପିଟାଲ

ସମ୍ବଲପୁର: ରାଜ୍ୟରେ ତଳ ମୁଁହା କୋଭିଡ ଗ୍ରାଫ। ଗତ କିଛିଦିନ ହେବ କରୋନା ସଂକ୍ରମଣ ହାର କମିବାରେ ଲାଗିଛି। ସମ୍ବଲପୁରରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା କମିବାରର ଲାଗିଛି। ଏହାକୁ ଦୃଷ୍ଟରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବଲପୁର ସଦର କୋଭିଡ ହସ୍ପିଟାଲକୁ ବନ୍ଦ କରାଯିବାକୁ ନିଷ୍ପତ୍ତି…

ଛଟ ପୂଜା ପାଳନ ଉପରେ ଲାଗିଲା କଟକଣା

ଭୁବନେଶ୍ୱର: ଚଳିତ ବର୍ଷ ଛଟ ପୂଜା ପାଳନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଓଡିଶା ସରକାର । ଏପରିକି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନଦୀ ପଠାରେ ଏକାଠି ଗାଧୋଇବା ଉପରେ ମଧ୍ୟ କଟକଣା ଲଗାଯାଇଛି । ଘରେ ରହି ପୂଜା କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ନିର୍ଦେଶ ଦେଇଛନ୍ତି ।…

ଗାଡି ଅଟକାଇ ବ୍ୟବସାୟୀଙ୍କୁ ସହାୟତା କଲେ ଟ୍ରାଫିକ କନଷ୍ଟେବଳ

ଭୁବନେଶ୍ୱର: ଭୁବନେଶ୍ୱରର ବ୍ୟସ୍ତବହୁଳ ଏୟାରପୋର୍ଟ ଟ୍ରାଫିକ ଛକ ନିକଟରେ ଜଣେ ଗରିବ ବ୍ୟବସାୟୀଙ୍କ ଟମାଟୋ ତଳେ ପଡ଼ିଯିବାରୁ ତାଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ ଟ୍ରାଫିକ୍ ପୋଲିସ। ଏପରିକି ସେମାନେ ରାସ୍ତାରେ ଯାଉଥିବା ଗାଡି ଗୁଡ଼ିକୁ ଅଟକାଇବା ସହ ରାସ୍ତା ରେ ପଡ଼ିଥିବା ଟମାଟୋକୁ…

ସମ୍ କୋଭିଡ ହସ୍ପିଟାଲ୍‌ରେ କରୋନାକୁ ପରାସ୍ତ କଲେ ୯୬ ଓ ୮୮ ବର୍ଷର ଦମ୍ପତି 

ଭୁବନେଶ୍ୱର: ଏକା ସଂଗେ କରୋନା ସଂକ୍ରମିତ ହେଲେ, ଏକା ସଂଗେ ଏହି ମହାମାରୀକୁ ପରାସ୍ତ ମଧ୍ୟ କଲେ ବୟୋଜ୍ୟେଷ୍ଠ ଦମ୍ପତି । ୯୬ ଓ ୮୮ ବର୍ଷର ଦମ୍ପତି ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୯୬ ବର୍ଷୀୟ ବୈଦ୍ୟନାଥ ପରିଡା ଓ ତାଙ୍କ ପତ୍ନୀ ୮୮ ବର୍ଷୀୟା ଶକୁନ୍ତଳା ପରିଡା ଏକା…

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ ମାମଲା; ଆଜି ୫୨ ପଜିଟିଭ

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ସଂକ୍ରମଣ ମାମଲା ଦିନକୁ ଦିନ କମୁଥିବା ବେଳେ ଆଜି  ୫୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂଖ୍ୟା ୩୦ ହଜାର ୧୭୯ରେ ପହଞ୍ଚିଛି । https://twitter.com/bmcbbsr/status/1328296669427888129?s=19 ଭୁବନେଶ୍ୱର ମହାନଗର ନିଗମ…

ହସ୍ପିଟାଲରେ ଭର୍ତ୍ତି ହେଲେ ବିଧାୟକ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ପାଟନାର ବିଜେଡି ବିଧାୟକ ଜଗନ୍ନାଥ ନାଏକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ଅସୁସ୍ଥତାର କାରଣ ଜଣାପଡିନଥିବା ବେଳେ ନିକଟ ଅତୀତରେ ସରିଥିବା ବାଲେଶ୍ୱର ସଦର ବିଧାନସଭା ଉପ-ନିର୍ବାଚନରେ ସେ…