Latest Odisha News

BREAKING NEWS

Browsing Category

ଓଡିଶା

Odisha

ବୈଜୟନ୍ତଙ୍କୁ ଦିଲ୍ଲୀ ଓ ଆସାମ ପ୍ରଭାରୀ ଦାଯିତ୍ୱ

ଭୁବନେଶ୍ୱର: ମଣିପୁର ଉପନିର୍ବାଚନରେ ସଫଳତା ପରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜଯନ୍ତ ପଣ୍ଡାଙ୍କୁ ଦିଲ୍ଲୀ ଓ ଆସାମର ପ୍ରଭାରୀ ଦାଯିତ୍ୱ ମିଳିଛି । ସେହିପରି ସମ୍ବିତ ପାତ୍ରଙ୍କୁ  ମଣିପୁର ଓ ଡି. ପୁରନ୍ଦେଶ୍ୱରୀଙ୍କୁ ଓଡିଶା ଦାଯିତ୍ୱ ମିଳିଛି । ସେହିପରି ବିଜୟପାଲ ସିଂଙ୍କୁ…

‘ମୋ ସ୍କୁଲ’ ଅଭିଯାନରେ ସାମିଲ ହେଲା ୧୬୧୦ ସ୍କୁଲ

ଭୁବନେଶ୍ୱର: ମୋ ସ୍କୁଲ’ ଅଭିଯାନରେ ସାମିଲ ହେଉଛି ୧୬୧୦ ସ୍କୁଲ । ଶୁକ୍ରବାର ଅପରାହ୍ନରେ ‘ମୋ ସ୍କୁଲ’ ପରିଚାଳନା ସଂଗଠନର ୧୮ତମ କାର‌୍ୟ୍ୟକାରୀ କାଉନ୍‌ସିଲ୍ ବୈଠକ ଭର୍ଚୁଆଲ ମୋଡ୍‌ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଦୀପାବଳିରେ ୨ଟା ଯାଏଁ ଗଡିବ ‘ମୋ ବସ୍’

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୪ ତାରିଖ ତଥା ଦୀପାବଳି ଅବସରରେ 'ମୋ ବସ୍' ସେବା ଚଳାଚଳ ଉପରେ କ୍ରୁଟ୍ ପକ୍ଷରୁ କଟକଣା ଲଗାଇବା ନିଷ୍ପତ୍ତି ହୋଇଛି। କ୍ରୁଟର ସୂଚନା ଅନୁଯାୟୀ ବସ୍ ଗୁଡିକ ୧୫ଟି ରୁଟରେ ଅପରାହ୍ନ ୨ଟା ଯାଏଁ ଚଳାଚଳ କରିବ।…

ଓଡ଼ିଶାରେ‌ ପ୍ରତିଷ୍ଠା କରାଯିବ ୪ ଗୋଟି ବାଣିଜ୍ୟିକ କୋର୍ଟ

ଭୁବନେଶ୍ୱର: ଓଡ଼ିଶାରେ‌ ୪ ଗୋଟି ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା କରାଯିବା ନେଇ ସୂଚନା ମିଳିଛି। ବାଣିଜ୍ୟିକ ମାମଲା ଗୁଡିକର ବିଚାର ନିମନ୍ତେ ଏଭଳି କୋର୍ଟ ପ୍ରତିଷ୍ଠା କରାଯାଉଛି। ଓଡିଶା ସିଭିଲକୋର୍ଟ ଅଧିନିୟମ ୧୯୮୪ର ଧାରା ୩ ଏବଂ ଧାରା ୯ର ଉପଧାରା (୧)ର କ୍ଷମତା ପ୍ରୟୋଗକରି ଧାରା ୧୦…

ପୁଣି ଜବତ ହେଲା ବେଆଇନ ବାଣ; ବ୍ୟବସାୟୀ ଗିରଫ

ଭୁବନେଶ୍ୱର: ଚଳିତବର୍ଷ ଓଡିଶାରେ ବାଣ ବିକ୍ରି କରିବା ଓ ଫୁଟାଇବା ଉପରେ ନିଷେଧାଦେଶ ଜାରି କରିଛନ୍ତି ରାଜ୍ୟ ସରକାର । ଏପରି ସ୍ଥିତିରେ ବେଆଇନ ବାଣ କାରବାର ଉପରେ ରୋକ ଲଗାଇବାକୁ ପୋଲିସ ପ୍ରଶାସନ ଅଣ୍ଟା ଭିଡିଛି । ପୁଣି ଜବତ ହେଲା ବେଆଇନ ବାଣ। ରାଉରକେଲା ବନ୍ଧମୁଣ୍ଡାର ବାଣ ଦୋକାନରେ…

ଭୁବନେଶ୍ୱରର ଏହି ସ୍ଥାନରେ ‘ପୟା ଶ୍ରାଦ୍ଧ’ ଓ ‘ପିଣ୍ଡ ଦାନ’ ଉପରେ ପ୍ରତିବନ୍ଧକ

ଭୁବନେଶ୍ୱର: ଚଳିତ ବର୍ଷ ଦୀପାବଳି ଅବସରରେ ଭୁବନେଶ୍ୱରର ବିନ୍ଦୁ ସାଗର ଓ ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାର ସମ୍ମୁଖରେ ‘ପୟା ଶ୍ରାଦ୍ଧ’ ଓ ‘ପିଣ୍ଡ ଦାନ’ ଉପରେ ପ୍ରତିବନ୍ଧକ ଲଗାଯାଇଛି । ତେବେ କରୋନା ମହାମାରୀ ତଥା ଶ୍ରଦ୍ଧାଳୁଙ୍କ ଭିଡକୁ ଏଡାଇବାକୁ ଯାଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି)…

ଭୁବନେଶ୍ୱରରେ ୩୦ ହଜାର ଟପିଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୫୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ପଜିଟିଭ ମାମଲା ୩୦ ହଜାର ୦୧୯ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର…

ସମୁଦ୍ରରୁ ଉଦ୍ଧାର ହେଲା ୨୭ କେଜି.ର ମାଛ

ବାଲେଶ୍ବର: ଓଡ଼ିଶା-ପଶ୍ଚିମବଙ୍ଗ ସୀମା ନିକଟ ଦୀଘା ମୁହାଣରୁ ମତ୍ସ୍ୟଜୀବୀମାନେ ପ୍ରାୟ ୨୭ କେଜି. ଓଜନର ଏକ ମାଛ ଧରିଛନ୍ତି । ଉକ୍ତ ମାଛର ନାମ 'ଭେକ୍ଟି’ ମାଛ ବୋଲି ଜଣାପଡିଥିଲା ବେଳେ ନିଲାମ କେନ୍ଦ୍ରରେ ଏଆରଏମ୍ ନାମକ ଏକ ଫାର୍ମାସିଟ୍ୟୁକାଲ୍ କମ୍ପାନି ୪ ଲକ୍ଷ ଟଙ୍କାରେ କିଣିଥିବା ସୂଚନା…

ମିକ୍ସଚର ମେସିନ ଧକ୍କାରେ ପ୍ରାଣ ହାରାଇଲେ ବୃଦ୍ଧ

ପୁରୀ: ପୁରୀ ମୋଚିସାହି ଛକରେ ରାସ୍ତା ନିର୍ମାଣରେ ବ୍ୟବହୃତ ମିକ୍ସଚର ମେସିନ ସହ ଧକ୍କା ହୋଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।ମୃତକ ହେଉଛନ୍ତି ଟାଉନ ଥାନା ଅନ୍ତର୍ଗତ ତ୍ରିନାଥ ପାଳ। ଧୂପକାଠି ବ୍ୟବସାୟ କରୁଥିବା ତ୍ରିନାଥ ଆଜି ଅପରାହ୍ନରେ ସାଇକେଲ ଯୋଗେ ଯାଉଥିବାବେଳେ ମୋଚିସାହି ଛକ…

ପିଜି ପ୍ରବେଶିକା ପରୀକ୍ଷା; ବଦଳିଲା ମେରିଟ୍ ଲିଷ୍ଟ ପ୍ରକାଶନ ତାରିଖ

ଭୁବନେଶ୍ୱର: ଏକକ ପିଜି ପ୍ରବେଶିକା ପରୀକ୍ଷା ମେରିଟ୍ ଲିଷ୍ଟ ପ୍ରକାଶନ ତାରିଖକୁ ପୁଣି ଘୁଞ୍ଚାଇଛନ୍ତି ରାଜ୍ୟ ସରକାର। ଏହି ମେରିଟ୍ ଲିଷ୍ଟ ନଭେମ୍ବର ୧୬ ତାରିଖ ପରିବର୍ତ୍ତେ ଏବେ ନଭେମ୍ବର ୨୧ ତାରିଖରେ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆହୁରି ମଧ୍ୟ…