Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏକାମ୍ର କ୍ଷେତ୍ର ଉନ୍ନତିମୂଳକ କାର୍ଯ୍ୟର ତଦାରଖ କଲେ ଫାଇଭ ଟି ସଚିବ

ଭୁବନେଶ୍ୱର: ଶ୍ରୀକ୍ଷେତ୍ରରେ ପରେ ଫୋକସରେ ଏକାମ୍ର କ୍ଷେତ୍ର । ଆଜି ଭୋରରୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଥିଲେ ଫାଇଭ ଟି ସଚିବ ଭି. କେ. ପାଣ୍ଡିଆନ୍ । ଏକାମ୍ର କ୍ଷେତ୍ରରେ ଉନ୍ନତିମୂଳକ କାମର ତଦାରଖ କରିଥିଲେ । ଆସନ୍ତା ମହାଶିବରାତ୍ରି ପୂର୍ବରୁ ଲିଙ୍ଗରାଜ ମନ୍ଦିରରୁ ରାସ୍ତା…

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୦୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ସକାଳ ରିପୋର୍ଟ ସୁଦ୍ଧା୧୫୪୭ କୋଭିଡ ପଜିଟିଭ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରାୟ ୧୮୦୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଉଲ୍ଲେଖଯୋଗ୍ୟ,…

କାର୍ତ୍ତିକ ମାସ ପୂର୍ବରୁ ଆକାଶ ଛୁଆଁ ପରିବା ଦର; ହାଣ୍ଡିଶାଳ ପ୍ରଭାବିତ

ବେଗୁନିଆପଡା: ପରିବା ଦର ଆକାଶ ଛୁଆଁ ହେବାରେ ଲାଗିଛି। ଯେଉଁ ପରିବାରେ ହାତ ମାରିବେ ତାହାର ଦର ୫୦ଟଙ୍କା ଉପରେ ରହିଛି। ଆଗକୁ କାର୍ତ୍ତିକ ମାସ ଓ ପଞ୍ଚୁକ ଆସୁଥିବାରୁ ବହୁ ଘରେ ନିରାମିଷ ଭୋଜନ ପାଇଁ ପରିବା ନିହାତି ଆବଶ୍ୟକ ଥିବା ବେଳେ, ପରିବା ଦରରେ ଅହେତୁକ ବୃଦ୍ଧି ଖାଉଟିଙ୍କ ପେଟରେ ଲାତ…

ଭୁବନେଶ୍ୱରର ୫୦% ଲୋକଙ୍କ ଶରୀରରେ ରହିଛି ଆଣ୍ଟିବଡି: ଆରଏମଆରସି ନିର୍ଦ୍ଦେଶକ

ଭୁବନେଶ୍ୱର: ଭୁବନେଶ୍ୱରର ୫୦% ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଛି ବୋଲି ତୃତୀୟ ପର୍ଯ୍ୟାୟ ସେରୋସର୍ଭେ ରିପୋର୍ଟରୁ ଜଣାପଡିଛି । ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ରିଜିଓନାଲ୍ ମେଡିକାଲ୍ ରିସର୍ଚ୍ଚ ସେଣ୍ଟର (ଆରଏମଆରସି)ର ନିର୍ଦ୍ଦେଶକ ସଂଘମିତ୍ରା ପତି କହିଛନ୍ତି ଯେ ଗତ ଜୁଲାଇ ୧୧ରେ…

ଦୀପ୍ତିପଦ୍ମା ବେସିକ୍ ସାଇନ୍ସ ଟପ୍ପର; ୯୦.୧୬ ପ୍ରତିଶତ ନମ୍ବର ରଖି ହେଲେ ବେଷ୍ଟ ଗ୍ରାଜୁଏଟ୍   

ଭୁବନେଶ୍ୱର: ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ(ଓୟୁଏଟି) ପରିଚାଳିତ ବେସିକ୍ ସାଇନ୍ସ( +୩) ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏହି ପରୀକ୍ଷାରେ ଯାଜପୁର ଜିଲ୍ଲା ବିଞ୍ଝାରପୁରର ଝିଅ ଦୀପ୍ତିପଦ୍ମା ମଲ୍ଲିକ ୯୦.୧୬ ପ୍ରତିଶତ ନମ୍ବର ରଖି ବେଷ୍ଟ ଗ୍ରାଜୁଏଟ୍ (ଶ୍ରେଷ୍ଠ ସ୍ନାତକ)…

ଶ୍ରମିକଙ୍କ ପେଟରେ ଖଣି କମ୍ପାନୀର ଲାତ; ୭ ମାସ ହେଲା ମିଳିନାହିଁ ଦରମା, ଆନ୍ଦୋଳନରେ କର୍ମଚାରୀ

ଯାଜପୁର: ଯାଜପୁର ଜିଲ୍ଲା କାଳିଆପାଣି ସ୍ଥିତ ବାଲେଶ୍ବର ଆଲଏଜ୍ କ୍ରୋମାଇଟ୍ ଖଣିରେ ଚାଲିଥିବା ଶ୍ରମିକ ଆନ୍ଦୋଳନ ଆଜି ୩ୟ ଦିନରେ ପହଞ୍ଚିଛି । ୭ ମାସର ବକେୟା ଦରମା, ଇପିଏଫ୍ ଓ ବୋନସ୍ ଦାବୀରେ ଖଣି କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଶ୍ରମିକ ଓ କର୍ମଚାରୀ ଧାରଣାରେ ବସିଛନ୍ତି। ସୁକିନ୍ଦା…

ଭୁବନେଶ୍ୱରରେ ୨୯ ହଜାର ଟପିଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୮୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମଣ ସଂଖ୍ୟା ୨୯ ହଜାର ଟପିଛି । ଏନେଇ ଟ୍ୱିଟ୍ କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।…

ଗ୍ରାହକଙ୍କୁ କନ୍ଦାଉଛି ବର୍ଦ୍ଧିତ ପିଆଜ ଦର…

ଭୁବନେଶ୍ୱର: ଖାଉଟିଙ୍କୁ ମହଙ୍ଗା ମାଡ଼। ବର୍ଦ୍ଧିତ ପିଆଜ ଦର ପାଇଁ ଏବେ ଚିନ୍ତାରେ ଖାଉଟି। ପ୍ରଥମେ ପନିପରିବା ଆଉ ଏବେ ପିଆଜ ବଜାରରେ ନିଆଁ। ଧୀରେଧିରେ ହାଣ୍ଡିଶାଳରୁ ଉଭାନ ହୋଇ ଗଲାଣି ପିଆଜ । ଅର୍ଦ୍ଧଶତକ ପରେ ଏବେ ଶତକ ଆଡକୁ ମୁହାଁଉଛି ପିଆଜ ଦର। ବଜାରରେ ପିଆଜ ଦର ଆଜି ୯୦ ଟଙ୍କାରେ…

ଜୀବନ ଯୁଦ୍ଧରେ ପରାଜୟ ହେବେନି ତ ଅଜୟ ?

ଗଂଜାମ: ଜୀବନ କ'ଣ ଜାଣିବା ପୂର୍ବରୁ ବଂଚିବା ପାଇଁ ଅହରହ କରୁଛି ସଂଘର୍ଷ । ଅପ୍ରତ୍ୟଶିତ ରୋଗ ନିକଟରେ ବନ୍ଧାପଡିଛି କଅଁଳିଆ ବୟସ । ତଥାପି ହାର ମାନିନି । ଭାଗ୍ୟକୁ ଆଦରି ଭଗବାନଙ୍କୁ ପୂଜି ବଂଚିବା ପାଇଁ ସ୍ୱପ୍ନ ଦେଖୁଛି । ଏ ହେଉଛି ବେଗୁନିଆପଡା ବ୍ଲକ ସୁମଣ୍ଡଳ ପଂଚାୟତ ଭାଲ୍ୟାଝର ଗାଁର…

ଭିନ୍ନକ୍ଷମମାନଙ୍କୁ ଅତ୍ୟାଧୁନିକ ଚିକିତ୍ସା ଓ କୃତ୍ରିମ ଅଂଗରୋପଣ ସେବା ଯୋଗାଇ ଦେବ ସୁଦରଗଡ଼ ପ୍ରଶାସନ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’ (ଏଆରସି) ଭିନ୍ନକ୍ଷମଙ୍କ ଚିକିତ୍ସା ଓ ପୁନର୍ବାସ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି କେନ୍ଦ୍ରରୁ ଜିଲ୍ଲାରେ ଥିବା ଭିନ୍ନକ୍ଷମ ବ୍ୟକ୍ତିମାନେ କିପରି ଉପଯୁକ୍ତ ସେବା…