Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶା ଅନଲକ୍-6: କଣ ଖୋଲା, କଣ ରହିବ ବନ୍ଦ ?

ଭୁବନେଶ୍ୱର: ନଭେମ୍ବର ମାସ ପାଇଁ ରଜ୍ୟ ସରକାର ଅନଲକ୍ 6.0 ଗାଇଡଲାଇନା ଜାରି କରିଛନ୍ତି । ବିଭିନ୍ନ କ୍ଷେତ୍ରରେ କଟକଣାକୁ ସାମାନ୍ୟ ହଟାଇ ଦିଆଯାଇଛି । ଆସନ୍ତାକାଲିଠୁ ଲାଗୁ ହେବ ନୂଆ ଗାଇଲାଇନ୍ । ଏବେ ଆସନ୍ତୁ ନଜର ପକାଇବା ନଭେମ୍ବରରେ କଣ ଖୋଲା ଓ କଣ ସବୁ ବନ୍ଦ ରହିବ । - କଣ୍ଟେନମେଣ୍ଟ…

ଅନଲକ୍ ୬.୦: ରାଜ୍ୟରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ନେବ ସ୍ଥାନୀୟ ପ୍ରଶାସନ

ଭୁବନେଶ୍ୱର: ଅନଲକ୍ ୬.୦ରେ ରାଜ୍ୟ ସରକାର ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନେଇ ସଙ୍କେତ ଦେଇଛନ୍ତି । କିନ୍ତୁ ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନ ହାତରେ ଛାଡ଼ିଛନ୍ତି । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି କଟକଣା ଭିତରେ ଖୋଲିବା ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନ ନେଇପାରିବ । ଅନଲକ୍ ୬.୦…

ରାଜ୍ୟର ୭ ଜିଲ୍ଲାରୁ କରୋନା ନେଲା ଆଉ ୧୨ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ଆଉ ୧୨ ଜୀବନ ନେଇଛି । ଗତ ୨୪ ଘଣ୍ଟାରେ ୭ ଜିଲ୍ଲାରୁ ଚିକିତ୍ସୀଧୀନ ଅବସ୍ଥାରେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩ ଜଣ ମୃତ୍ୟୁବରଣ କରିଛନ୍ତି । Regret to inform the demise of twelve covid positive patients…

କମୁଛି କରୋନା କାୟା: ୨୪ ଘଣ୍ଟାରେ ରାଜ୍ୟରୁ ୧୪ ଶହ ୭୦ ପଜିଟିଭ୍

ଭୁୁବନେଶ୍ୱର: ରାଜ୍ୟରେ କରୋନା କାୟା ସାମାନ୍ୟ କମିଛି । ଏବେ ଦୈନିକ ଦୁଇ ହଜାରରୁ କମ୍ ସଂକ୍ରମିତ ବାହାରୁଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୪ ଶହ ୭୦ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୮୫୩ ପଜିଟିଭ୍ ଥିବା ବେଳେ ୬୧୭ଟି ଲୋକାଲ କଣ୍ଟାକ୍ଟ କେସ୍ ରହିଛି…

ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନଭେମ୍ବର ୧୬ରୁ ରାଜ୍ୟରେ ଖୋଲିବ ସ୍କୁଲ

ଭୁବନେଶ୍ୱର: ନଭେମ୍ବର ମାସ ପାଇଁ ଆସିଲା ରାଜ୍ୟ ସରକାରଙ୍କ ଗାଇଡଲାଇନ୍ । ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ବଡ଼ ଖବର । ନଭେମ୍ବର ୧୬ ତାରିଖରୁ ରାଜ୍ୟରେ ଖୋଲିବ ସ୍କୁଲ । କିନ୍ତୁ ପାଠ ପଢ଼ିବାକୁ ଯିବେ କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ସେମାନଙ୍କୁ ସ୍କୁଲ ଯିବା ନେଇ…

ରାସ୍ତା ଉପରେ ଜଳିଗଲା ଟ୍ରକ୍, କାରଣ ଅସ୍ପଷ୍ଟ

କେନ୍ଦୁଝର: ରାସ୍ତା ଉପରେ ଟ୍ରକରେ ଲାଗିଲା ନିଆଁ । ଚାହୁଁ ଚାହୁଁ ଟ୍ରକଟି ଜଳିଗଲା । ଏହି ଦୃଶ୍ୟ କେନ୍ଦୁଝର ଜିଲ୍ଲାର । ମାଲବୋଝେଇ ଟ୍ରକରେ ନିଆଁ ଲାଗି ଯାଇଥିଲା । ହରିଚନ୍ଦନପୁର ଥାନା ଅନ୍ତର୍ଗତ ପିଟାପିଟି ଗାଁ ନିକଟରେ ଏହି ଘଟଣା ଘଟିଛି । ଟ୍ରକ ଡ୍ରାଇଭର ସୁରକ୍ଷିତ ଅଛନ୍ତି । ସେତେବେଳେ…

କନ୍ଧମାଳ-ଗଞ୍ଜାମ ସୀମାନ୍ତ ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳିବିନିମୟ

ଫୁଲବାଣୀ: କମ୍ୱି ଅପରେସନ୍ ବେଳେ ପୁଣି ପୋଲିସ-ମାଓବାଦୀ ମୁହାଁମୁହିଁ । ଗଞ୍ଜାମ-କନ୍ଧମାଳ ସୀମାନ୍ତ ଜଙ୍ଗଲରେ ଗୁଳିବିନିମୟ ହୋଇଛି । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ବ୍ରଜକୋଟ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହୋଇଥିଲା ଲାଲବାହିନୀ । ଗୁଇନ୍ଦା ସୂଚନା ଆଧାରରେ…

ନଭେମ୍ବରରେ ସରକାରୀ ଅଫିସ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ୍

ଭୁବନେଶ୍ୱର: ନଭେମ୍ବର ମାସରେ ରାଜ୍ୟରେ କେମିତି ଚାଲିବ ସରକାରୀ ଅଫିସ୍ ? ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ଯେଉଁଥିରେ ଉଲ୍ଲେଖ ରହିଛି, ନଭେମ୍ବରରେ ଭୁବନେଶ୍ୱର ଓ କଟକରେ ସମସ୍ତ ସରକାରୀ ଅଫିସ ୫୦ ପ୍ରତିଶତ…

ପବିତ୍ର ‘କୁମାର ପୂର୍ଣ୍ଣିମା’ ଅବସରରେ ସାରା ଓଡିଶା ଉତ୍ସବମୁଖର

ଭୁବନେଶ୍ୱର: ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ସାରା ରାଜ୍ୟରେ ପାଳନ ହେଉଛି ପବିତ୍ର କୁମାର ପୂର୍ଣ୍ଣିମା। ଏହି କୁମାର ପୂର୍ଣ୍ଣିମା ଅବସରରରେ ଗାଁ ଠାରୁ ସହର ସବୁଠି ଚଳଚଞ୍ଚଳ ଓ ଉତ୍ସବମୁଖର ପରିବେଶ ଲାଗିରହିଛି । କୁମାରୀ ମାନଙ୍କ ପାଇଁ ଏହା ଏକ ବଡ ଉତ୍ସବର ଦିନ ହୋଇଥାଏ। ଆଜିର…

କୁମାର ପୂର୍ଣ୍ଣିମାରେ ଦେଖାଯିବକି ନୀଳ ଜହ୍ନ! ଜାଣନ୍ତୁ, କ’ଣ ଏହି ବ୍ଲୁ ମୁନ୍?

ଭୁବନେଶ୍ୱର: ଅକ୍ଟୋବର ୩୧ ତାରିଖ ତଥା କୁମାର ପୂର୍ଣ୍ଣିମାରେ ରାତିର ଆକାଶରେ “ନୀଳ ଜହ୍ନ” ଚମକିବ ବୋଲି ଚର୍ଚ୍ଚା ହେଉଛି। ହେଲେ କେତେକ ଗଣମାଧ୍ୟମ ଓ ସୋସିଆଲ୍ ମିଡିଆରେ ପ୍ରଚାରିତ ହେଉଥିବା ଏହି କଥା ଠିକ୍ ନୁହେଁ ବୋଲି ପ୍ରକାଶ କରିଛନ୍ତି ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମର…