Latest Odisha News

BREAKING NEWS

Browsing Category

ଓଡିଶା

Odisha

ପର୍ଯ୍ୟଟକ ଧ୍ୟାନ ଦିଅନ୍ତୁ: ମୋବାଇଲ୍ ଆପରେ ଚିଲିକା ପାଇଁ ଡଙ୍ଗା ବୁକିଂ

ପୁରୀ: ଚିଲିକା ବୁଲି ଆସିବାକୁ ଚାହୁଁଥିବା ପର୍ଯ୍ୟଟକଙ୍କ ପାଇଁ ଭଲ ଖବର । ଏଣିକି ଚିଲିକା ବୁଲିବା ପାଇଁ ଆସିଲେ ଆଉ ଡଙ୍ଗା ବୁକିଂ ପାଇଁ ହଇରାଣ ହେବାକୁ ପଡ଼ିବ ନାହିଁ । ଅନଲାଇନରେ ଫଟାଫଟ ବୁକିଂ କରିପାରିବେ ଡଙ୍ଗା । ଖୁବଶୀଘ୍ର ଏଥିପାଇଁ ଏକ ମୋବାଇଲ୍ ଆପ୍ ସୁବିଧା କରାଯିବ । ଆସନ୍ତା…

ଶ୍ରୀମନ୍ଦିରରେ ରାଧା-ଦାମୋଦର ବେଶ; ଜାଣନ୍ତୁ କାହିଁକି ହୁଏ ପାଳନ

ପୁରୀ: ପ୍ରତି ବର୍ଷ ଆଶ୍ୱିନ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଦୀର୍ଘ ଏକମାସ ପର୍ଯ୍ୟନ୍ତ ପ୍ରତ୍ୟହ ଶ୍ରୀଜୀଉଙ୍କର ରାଧା ଦାମୋଦର ବେଶ ପଅନୁଷ୍ଠିତ ହୋଇଥାଏ । କାର୍ତ୍ତିକ ମାସରେ ବିଷ୍ଣୁଙ୍କର ନାମ ଦାମୋଦର ହୋଇଥିବାରୁ ଏହି ବେଶର ନାମ ଏପରି ନାମକରଣ କରାଯାଇଥିବା…

ବ୍ରହ୍ମପୁରରେ IPL ବେଟିଂ: ଦୁଇ ଜଣ ଗିରଫ, ଲକ୍ଷାଧିକ ଟଙ୍କା ଜବତ

ବ୍ରହ୍ମପୁର: ଆଇପିଏଲ୍ ବେଟିଂ ଚାଲିଥିଲା । ଖବର ପାଇଁ ଚଢ଼ାଉ କରିଥିଲା ବ୍ରହ୍ମପୁର ପୋଲିସ । ଏହି ଗ୍ୟାଙ୍ଗର ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୩୩ ଲକ୍ଷ ୬୧ ହଜାର ୨୦୦ ଟଙ୍କା ଜବତ ହୋଇଛି । ଆଇପିଏଲ୍ ବେଟିଂ ଚାଲିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ବିଭିନ୍ନ…

ରାଉରକେଲାରେ ସ୍କର୍ପିଓ ଜାଳି ଦେଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ

ରାଉରକେଲା: ସ୍କର୍ପିଓରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ରାଉରକେଲା ନିକଟରେ ରାସ୍ତା ଉପରେ ଜଳିଗଲା ଗାଡ଼ି । ଆଜି ସକାଳୁ ସକାଳୁ ଟାଙ୍ଗରପାଲି ଥାନା ଅନ୍ତର୍ଗତ ହେକେଟ ରୋଡରେ ଏହି ଘଟଣା ଘଟିଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସେତେବେଳକୁ ଗାଡ଼ିଟି ପୋଡ଼ି ଯାଇଥିଲା ।…

କରୋନା ଛଡାଇ ନେଇଛି ପୂଜା ମଉଜ; ବିନା ଭକ୍ତରେ ହେଉଛି ମା’ ଗଜଲକ୍ଷ୍ମୀଙ୍କ ପୂଜା

ଢେଙ୍କାନାଳ: ଚଳିତ ଥର କରୋନା ଉଜାଡ଼ି ଦେଉଛି ପୂଜା ମଉଜ। ପ୍ରଥମେ ଦୁର୍ଗାପୂଜା ଆଉ ଏବେ ମାଆ ଗଜଲକ୍ଷ୍ମୀ ପୂଜା। ବିନା ଭକ୍ତରେ ଆରମ୍ଭ ହୋଇଛି ମାଆ ଗଜ ଲକ୍ଷ୍ମୀଙ୍କ ପୂଜା । ନା ଅଛି ଉତ୍ସାହ ନା ଅଛି ଯାକଜମକ। କେବଳ ବିଧି ରକ୍ଷା ନିମନ୍ତେ ମଣ୍ଡପରେ ପାଳନ ହେଉଛି ମାଆଙ୍କ ପୂଜା ପୂଜା ମଣ୍ଡପ ।…

ମହୁମାଛି ଆକ୍ରମଣରେ ୪ ଜଣ ଗୁରୁତର

ବାଙ୍ଗିରିପୋଷି: ବିନ୍ଧିଦେଲେ ମହୁମାଛି । ଆକ୍ରମଣରେ ୪ଜଣ ଗୁରୁତର ହୋଇଛନ୍ତି । ଏହି ଘଟଣା ଘଟିଛି ମୟୂରବଞ୍ଜ ଜିଲ୍ଲା ଦୁଆରଶୁଣି ଘାଟିରେ । ଗୁମ୍ଫା ବୁଲିବାକୁ ଯାଇଥିବା ବେଳେ ମହୁମାଛି ଆକ୍ରମଣ ହୋଇଛି । ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ଜଣଙ୍କୁ ଉଦ୍ଧାର…

ଘନଉଛି ଆଉ ଏକ ଲଘୁଚାପ; ଆସନ୍ତା ୧ ରୁ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଏହାର ପ୍ରଭାବରେ ନଭେମ୍ବର ୧ ତାରିଖରୁ ଉତ୍ତର ଓଡ଼ିଶାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି। ଏହାସହ ଉପକୂଳ ଓଡ଼ିଶାରେ ୩ ତାରିଖ ଦିନ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।…

ଓଡ଼ିଶାର ପାରମ୍ପରିକ ଚଢ଼େଇଆ ନାଚ ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ଓଡିଶାରେ ପ୍ରଚଳିତ ନୃତ୍ୟମାନଙ୍କ ମଧ୍ୟରୁ ଚଢ଼େଇଆ ନୃତ୍ୟ ଅନ୍ୟତମ । ଏହାର ପରମ୍ପରା ଅତି ପ୍ରାଚୀନ । ଚଢ଼େଇଆ ହେଉଛନ୍ତି କେଳା ଓ ଶବର । ସେମାନେ ବଣ ଜଙ୍ଗଲରୁ ଚଢ଼େଇ ଧରି ବିକିବା, ସାପ ଧରି ଗାଁ ଗଣ୍ଡାରେ ସାପ ଖେଳାଇ ଜୀବନ ଚଳାଇଥାନ୍ତି । କେଳୁଣି ବା ଶବରୁଣି ଗାଁ ରେ ବୁଲି ଚିତା…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୯୦୮ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୯୦୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । https://twitter.com/HFWOdisha/status/1321826018047397888?s=19 …

ନଭେମ୍ବର ୨ରୁ ଏମ୍ସର ଓପିଡି ସେବା ଖୋଲା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ପକ୍ଷରୁ ବନ୍ଦ ଥିବା ଓପିଡି ସେବାକୁ ନଭେମ୍ବର ୨ ତାରିଖରୁ ଖୋଲାଯିବ । କରୋନାଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ଜୁଲାଇ ୧୦ ତାରିଖରୁ ବନ୍ଦ କରାଯାଇଥିଲା । ଏମ୍ସର ବିଜ୍ଞପ୍ତି ଅନୁଯାୟୀ…