Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜଳକ୍ରୀଡ଼ା ହେଲା କାଳ; ପୋଖରୀରେ ବୁଡି ପ୍ରାଣ ହରାଇଲେ ନାବାଳକ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଶିବନାରାୟଣପୁର ଗାଁରେ ଘଟିଛି ଏକ ଦୁଃଖଦ ଘଟଣା। ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି ଜଣେ ୧୪ ବର୍ଷର ନାବାଳକ। ମୃତ ନାବାଳକ ଜଣଙ୍କ ହେଉଛନ୍ତି ସ୍ଥାନୀୟ ଗ୍ରାମର ପ୍ରମୋଦ ପାଳଙ୍କ ୧୪ ବର୍ଷର ପୁଅ ସରୋଜ ପାଳ । ସୂଚନୁସାରେ, ମଙ୍ଗଳବାର…

ଓଟିଭି ସାରୁଆ ଜମି ଦୁର୍ନୀତି ମାମଲା: ଇସ୍ତଫା ଦେଲେ ସାରୁଆ ମହିଳା ସମିତିର ଅଧ୍ୟକ୍ଷା ସମେତ କର୍ମକର୍ତ୍ତା

ଖୋର୍ଦ୍ଧା: ଖୋର୍ଦ୍ଧା ସାରୁଅରେ ଜମି କେଳେଙ୍କାରୀ ମାମଲାରେ ବଢିଲା ଓଟିଭି ଏମଡି ଜାଗି ମଙ୍ଗତପଣ୍ଡାଙ୍କ ଅଡୁଆ। ସାରୁଅ ମହିଳା ସମିତିରୁ ଇସ୍ତଫା ଦେଲେ ଅଧ୍ୟକ୍ଷାଙ୍କ ସହ ସମିତି କର୍ମକର୍ତ୍ତା । ସମିତିର ସଭାପତି ଜୟନ୍ତୀ ସାହୁ , କୋଷାଧ୍ୟକ୍ଷ ରଶ୍ମୀତା ମହାଭୋଇ  ଏବଂ ଅନ୍ୟ ୪ଜଣ ସଦସ୍ୟ ଇସ୍ତାଫ…

ମରାମତି ହେବ ଶ୍ରୀମନ୍ଦିର ବାଇଶି ପାହାଚ

ପୁରୀ: ଶ୍ରୀମନ୍ଦିର ବାଇଶି ପାହାଚର ହେବ ମରାମତି । ଏଏସଆଇର ଚାରଜଣିଆ ଟିମ ଏ ନେଇ ଅନୁଧ୍ୟାନ କରିଛନ୍ତି । ଶ୍ରୀମନ୍ଦିରରେ ପହଞ୍ଚି ବାଇଶି ପାହାଚର ଯାଞ୍ଚ କରିଛି ଏଏସ୍‌ଆଇ ଟିମ୍‌ । ପ୍ରତିଟି ପାହାଚର ପଥରକୁ ଗୁରୁତ୍ୱ ସହ ଯାଞ୍ଚ କରିଛି ଏଏସ୍‌ଆଇ ଟିମ୍‌ । ଖରାପ ପଥର ଥିଲେ ବଦଳାଯିବାର…

ମଦ ପାଇଁ ମହାଭାରତ, ୨ ଗୁରୁତର

ଗଞ୍ଜାମ: ମଦ ପାଇଁ ଗଣ୍ଡଗୋଳ । ଗଞ୍ଜାମ ଜିଲ୍ଲା ଭାଟକୁମରଡ଼ାରେ ମଦ ବ୍ୟବସାୟକୁ ନେଇ ଗଣ୍ଡଗୋଳ ହୋଇଛି। ଘଟଣାରେ ୨ଜଣ ଗୁରୁତର ଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ, ଭାଟକୁମରଡ଼ା ଗାଁରେ ମଦ ବ୍ୟବସାୟକୁ ନେଇ ଗଣ୍ଡଗୋଳ ହୋଇଛି ।…

ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ପଡିବ ବାଲେଶ୍ୱର-ତିର୍ତ୍ତୋଲ ଉପନିର୍ବାଚନ ଭୋଟ । ଏଥିପାଇଁ ଚାଲିଛି ଜୋରଦାର ପ୍ରଚାର । ତିନି ଦଳର ପ୍ରାର୍ଥୀଙ୍କ ସପକ୍ଷରେ ଦଳୀୟ ନେତାମାନେ ଜୋରଦାର ପ୍ରଚାର ଚଳାଇଛନ୍ତି । ତେବେ ଏହି ଉପନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ । ବାଲେଶ୍ୱର…

ବ୍ଲୁ ଫ୍ଲାଗ ବିଚ୍‌ରେ ଭାସିଗଲେ ପର୍ଯ୍ୟଟକ

ପୁରୀ: ପୁରୀ ବ୍ଲୁ ଫ୍ଲାଗ ବିଚ୍‌ରେ ଅଘଟଣ । ଗାଧୋଇବା ବେଳେ ଭାସିଗଲେ ପର୍ଯ୍ୟଟକ । ପର୍ଯ୍ୟଟକ ଜଣକ ଭାସିଯାଇ ନିଖୋଜ ହୋଇଛନ୍ତି । ତେବେ ନିଖୋଜ ପର୍ଯ୍ୟଟକ ଜଣକ ଝାଡଖଣ୍ଡର ଯୁକ୍ତ ୨ ଛାତ୍ର ବୋଲି ଜଣାପଡିଛି । ତାଙ୍କୁ ଖୋଜାଖୋଜି କରିବା ପାଇଁ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।…

ରୁପା କବାଟରେ ଝଲସିବ ଶ୍ରୀମନ୍ଦିର, ଆଜି ବସିବ ବୈଠକ

ପୁରୀ: ରୁପାରେ ଝଲସିବ ଶ୍ରୀମନ୍ଦିର । ରୁପାରେ ଛାଉଣୀ ହେବ ଶ୍ରୀମନ୍ଦିରର ୮ଟି ଦ୍ୱାରା । ଏଥିପାଇଁ ଲାଗିବ ଅଢ଼େଇ ଟନ୍ ରୁପା । ଏ ପ୍ରସଙ୍ଗରେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ବୈଠକ ବସିବ। ଛତିଶାନିଯୋଗ ନାୟକ, ପରିଚାଳନା କମିଟି ସଦସ୍ୟ, ପୂଜାପଣ୍ଡା ନିଯୋଗ,…

ରାଜ୍ୟରେ ୨୪ ଘଣ୍ଟାରେ ଆଖି ବୁଜିଲେ ଆଉ ୧୩ ଆକ୍ରାନ୍ତ

ଭୁବନେଶ୍ୱର: ଜୀବନ ନେଉଛି ମହାମାରୀ । ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୧୩ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୬ଟି ଜିଲ୍ଲାର ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୧୧ ଜଣ ପୁରୁଷ ଓ ଦୁଇ ଜଣ ମହିଳା । Regret to…

କାବୁ ପାଉଛି କରୋନା: ରାଜ୍ୟରେ ୧୩ ଶହ ତଳକୁ ଖସିଲା ଦୈନିକ ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର: ହାରୁଛି କରୋନା । ରାଜ୍ୟରେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି ସ୍ଥିତି । କମୁଛି ଦୈନିକ କେସ୍ । ରାଜ୍ୟରେ ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୨ ଶହ ୪୭ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୭୨୯ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି…

ମେଲାଣି ନେଉଛନ୍ତି ମା’, ଟ୍ୱିନ୍ ସିଟିରେ ଚାଲିଛି ଭସାଣ

ଭୁବନେଶ୍ୱର: ନା ଡିଜେ ଅଛି ନା ବିରାଟ ପଟୁଆର । ଶୋଭାଯାତ୍ରା ବି ନାହିଁ । ଭଳିକି ଭଳି ପାରମ୍ପରିକ ଲୋକନୃତ୍ୟ ବି ଦେଖିବାକୁ ମିଳୁନି । ସନ୍ଧ୍ୟା ବଦଳରେ ଦିନରେ ବିଦାୟ ନେଉଛନ୍ତି ମାଆ । ବାଜା, ବାଣ ଓ ପଟୁଆର ବଦଳରେ କେବଳ ଘଂଟ ଘଂଟା ବଜାଇ ମାଆଙ୍କୁ ମେଲାଣି ଦିଆଯାଉଛି । କୋଭିଡ୍ କଟକଣା ଭିତରେ…